ଏବେ କେମିତି ଅଛନ୍ତି ଲାଲକୃଷ୍ଣ ଆଡଭାନୀ: ଆସିଲା ସ୍ବାସ୍ଥ୍ୟ ଅପ୍ଡେଟ୍
ନୂଆଦିଲ୍ଲୀ,୨୭।୬: ବରିଷ୍ଠ ଭାଜପା ନେତା ତଥା ଭାରତ ରତ୍ନ ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ବର୍ତ୍ତମାନ ୟୁରୋଲୋଜିରେ ପୀଡିତ ଅଛନ୍ତି। ତାଙ୍କୁ ୟୁରୋଲୋଜି ପ୍ରଫେସର ଡା.ଆମ୍ଲେଶ ସେଥ୍ ଚିକିତ୍ସା କରୁଛନ୍ତି। ଏବେ ତାଙ୍କ…
ମୋଦି ସରକାରଙ୍କ ଉପରେ ବିଷ ଓଗାଳିଲା ଆମେରିକା
ନୂଆଦିଲ୍ଲୀ,୨୭।୬: ଭାରତରେ ଧାର୍ମିକ ସ୍ବାଧୀନତା ସମ୍ପର୍କରେ ଆମେରିକା ଅନେକ ବଡ଼ ଅଭିଯୋଗ ଆଣିଛି। ଆମେରିକାର ବୈଦେଶିକ ବିଭାଗର ୨୦୨୩ର ଧାର୍ମିକ ସ୍ବାଧୀନତା ରିପୋର୍ଟରେ ଭାରତ ବିଷୟରେ ଅନେକ ଗୁଡିଏ କଥା କୁହାଯାଇଛି। ଏହି ରିପୋର୍ଟରେ ଧାର୍ମିକ ରୂପାନ୍ତର, ଘୃଣା ବକ୍ତବ୍ୟ ଏବଂ…
ଦିନକ ପାଇଁ ଆଇପିଏସ୍ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ
ଲକ୍ଷ୍ନୌ,୨୭ା୬: ବାରାଣସୀର ଜଣେ ୯ ବର୍ଷର ନାବାଳକ ଦିନକ ପାଇଁ ଆଇପିଏସ୍ ଅଫିସର ହୋଇଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ରଣବୀର ଭାରତୀ ନାମକ କୁନି ବାଳକଙ୍କ ଇଚ୍ଛା ଥିଲା, ସେ ଦିନେ ଆଇପିଏସ୍ ଅଫିସର…
ଭାଜପା ଆସନ କମିବାର ‘ଅସଲ’ କାରଣ ଧରିଲା ଆର୍ଏସ୍ଏସ୍
ନୂଆଦିଲ୍ଲୀ,୨୭।୬: ଲୋକ ସଭା ନିର୍ବାଚନ ଭାଜପାକୁ ଖରାପ ଥରାଇ ଦେଇଛି। ଏହାର କାରଣ ହେଉଛି ୩୭୦ଟି ଆସନ ଜିତିବାର ଆଲୋଚନା ହୋଇଥିଲା, କିନ୍ତୁ ନିର୍ବାଚନରେ ଦଳର ରଥ କେବଳ ୨୪୦ଟି ଆସନରେ ଅଟକି ଯାଇଥିଲା। ସଂଖ୍ୟାଗରିଷ୍ଠତା ନ ପାଇ ଭାଜପା ଏହାର…
ଓଡ଼ିଶାରେ ମଦ ବନ୍ଦ ହେଲେ କମିବ ରାଜସ୍ବ , ବର୍ଷ ଆରମ୍ଭରୁ ୧୦ ହଜାର କୋଟି ଆୟ କଲେଣି ସରକାର
ଭୁବନେଶ୍ୱର,୨୭।୬: ଓଡ଼ିଶାରେ ହେବନି ମଦ ବ୍ୟାନ୍। ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟର ନୂଆ ସରକାରଙ୍କ ଏନେଇ କୌଣସି ଯୋଜନା ନ ଥିବା ସେ କହିଛନ୍ତି। ବୁଧବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ…
ସେମିଫାଇନାଲ ମ୍ୟାଚ୍ ପରେ ପିଚ୍କୁ ନେଇ ବିବାଦ, ରଶିଦ ଖାନ୍ ଉଠାଇଲେ ବଡ଼ ପ୍ରଶ୍ନ
ତ୍ରିନିଦାଦ,୨୭।୬: ଟି୨୦ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମୁକାବିଲା ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ଏହି ମୁକାବିଲାକୁ ୯ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ କରିଛି। ହେଲେ ଏହି ମୁକାବିଲା ଖେଳାଯାଇଥିବା ପିଚ୍କୁ ନେଇ ବିବାଦ ଉପୁଜିଛି। କାରଣ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆଫଗାନିସ୍ତାନ…
ବିଶ୍ୱରେକର୍ଡ ଭାଙ୍ଗିଲେ ଆଫଗାନିସ୍ତାନର ଏହି ବୋଲର୍: ପ୍ରଥମ ବୋଲର୍ ଭାବେ…
ନୂଆଦିଲ୍ଲୀ,୨୭।୬: ଆଫଗାନିସ୍ତାନର ଦ୍ରୁତ ବୋଲର ଫଜଲହକ ଫାରୁକି ଟି-୨୦ ବିଶ୍ୱକପ ୨୦୨୪ରେ ୧୭ ଉଇକେଟ ନେଇ ଇତିହାସ ସୃଷ୍ଟି କରିଛନ୍ତି। ଏହି ଟି-୨୦ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ସର୍ବାଧିକ ଉଇକେଟ ନେଇଥିବା ବୋଲର ହେଉଛନ୍ତି ଫାରୁକି। ୧୭ ଉଇକେଟ ନେଇ ଫାରୁକ ଟି…
ସେମିଫାଇନାଲରେ ଆଫଗାନିସ୍ତାନର ଆଶା ଧୂଳିସାତ, ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା
ତ୍ରିନିଦାଦ,୨୭।୬: ଟି୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ଦଳ ପ୍ରଥମ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛି। ଫଳରେ ଆଫଗାନିସ୍ତାନର ଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି। ସେମିଫାଇନାଲରେ ଆଫଗାନିସ୍ତାନ ଟସ୍…
ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ବିଗିଡିଲା ସ୍ବାସ୍ଥ୍ୟବସ୍ଥା
ନୂଆଦିଲ୍ଲୀ,୨୭।୬: ଭେଟେରାନ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ। ଅସୁସ୍ଥତା ହେତୁ ତାଙ୍କୁ ୨୬ ଜୁନ ରାତିରେ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନା ଅନୁଯାୟୀ, ୨୬…
ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ହାଟଡିହୀ,୨୭। ୬(ଶୁଭକାନ୍ତ ନାୟକ):ପୁଅ ବଡ଼ ହୋଇ ରୋଜଗାର କରିବ। ପରିବାରର ଦୁଃଖ ଘୁଞ୍ଚିବ। ପେଟ ପାଇଁ ଗରିବ ଘରର ପୁଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶେଷରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ…
ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମାଡାମ ପ୍ରେସିଡେଣ୍ଟ
ନୂଆଦିଲ୍ଲୀ,୨୭।୬:ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକ ସଭା ଏବଂ ୨୬୪ ତମ ରାଜ୍ୟ ସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ରାଷ୍ଟ୍ରପତି। ନିଜର ଉଦବୋଧନ ବେଳେ ନୂଆ ସରକାରର ନୀତି, ଯୋଜନା ଏବଂ…
ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ୱର,୨୭।୬: ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ରାଜ୍ୟରେ BJP ସରକାର ଶପଥ ନେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଛନ୍ତି…
Archives


