Home

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଶାଶୁଘର ଗଲେ ଐଶ୍ୱର୍ଯ୍ୟା ରାୟ, ସାଙ୍ଗରେ ଥିଲେ…

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍‌ ଅମିତାଭ…

ପାରାଲିମ୍ପିକ୍ସ: ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଲେ ନୀତେଶ କୁମାର

ପ୍ୟାରିସ,୨।୯: ପାରାଲିମ୍ପିକ୍ସ ୨୦୨୪ରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ୍‌ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ ପାରାଲିମ୍ପିକ୍ସ…

ଗୋଟିଏ ଭୁଲ୍‌ ଯୋଗୁ ହୋଇଯିବ ଆକାଉଣ୍ଟ ଖାଲି: ଠକଙ୍କ ନୂଆ ଫର୍ମୁଲାଠାରୁ କେମିତି ରହିବେ ସତର୍କ

ଆଜିକାଲି ଡିଜିଟାଲ ଦୁନିଆରେ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଠକମାନେ ଲୋକଙ୍କୁ ନୂଆ ଉପାୟରେ ସେମାନଙ୍କର ଠକାମୀର ଶିକାର କରୁଛନ୍ତି। ଅପରାଧୀମାନେ ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି, ଯାହା ଦ୍ୱାରା ସେମାନେ ଲୋକମାନଙ୍କୁ ସେମାନଙ୍କର…

ଭାଜପାର ଟେନ୍‌ସନ୍‌ ବଢାଇଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ,୨।୯: ଅଜିତ ପାୱାରଙ୍କ ଦଳ ଏନସିପି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ୧୬ ଜଣ ପ୍ରାର୍ଥୀ ଦେଇଛନ୍ତି। ଏନସିପି ଭାଜପାଠାରୁ ପୃଥକ ଭାବରେ ଏଠାରେ ବିଧାନସଭା…

ଗଞ୍ଜେଇ ଚାଲାଣବେଳେ ମାଡିବସିଲା ପୋଲିସ: ଦୁଇ ଗିରଫ

ବାଲିଗୁଡା,୨।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବାବେଳେ ଗୋଇବନ୍ଧା ଛକଠାରେ ଏକ ବାଇକ (ନଂ.ଓଡି-୦୩-ୱାଇ- ୪୪୬୪) ଯୋଗେ ଗଞ୍ଜେଇ…

ଏହି ଦିନ ଓଡ଼ିଶା ଆସି ‘ସୁଭଦ୍ରା’ ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୨।୯: ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଟଙ୍କା ବାଣ୍ଟିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ଅର୍ଥାତ୍‌ ନିଜ ଜନ୍ମଦିନରେ ଓଡ଼ିଶା ଗସ୍ତରେ ଆସିବେ ବୋଲି…

ଉନ୍ମୋଚନ ହେଲା ‘ସୁଭଦ୍ରା ପୋର୍ଟାଲ’: ମିଳିବ ‘ସୁଭଦ୍ରା ଯୋଜନା’ର ସବୁକିଛି ସୂଚନା

ଭୁବନେଶ୍ୱର,୨।୯: ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ ସୂଚନା ଏଣିକି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ। ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଜଣେ ହିତାଧୀକାରୀ http://subhadra.odisha.gov.in…

କୃଷକଙ୍କ ମୁହଁରେ ହସ ଫୁଟାଇଲେ ମୋଦି ସରକାର: ୭ ବଡ଼ ଯୋଜନାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨।୯: କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତ, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କ୍ୟାବିନେଟ…

ପୁଅର ଭୁଲ୍‌ ପାଇଁ ବାପାଙ୍କ ଘର ଭାଙ୍ଗିଦେବା ଉଚିତ୍‌ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ବୁଲଡୋଜର ଆକ୍ସନ ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ…

ପ୍ରଥମଥର ନିଜ ଖର୍ଚ୍ଚରେ ମହାକାଶ ଯାଇଥିଲେ ଏହି ଭାରତୀୟ ବ୍ୟକ୍ତି: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୨।୯: ମହାକାଶକୁ ରହସ୍ୟରେ ପରିପୂର୍ଣ୍ଣ ଏକ ବିଶ୍ୱ ବୋଲି କୁହାଯାଏ। କିନ୍ତୁ ଆଜିକାଲି ଟେକ୍ନୋଲୋଜି ଏବଂ ବୈଜ୍ଞାନିକ ହେତୁ ମଣିଷ ମହାକାଶ ଏବଂ ଚନ୍ଦ୍ରରେ ପହଞ୍ଚିଛି। ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ମହାକାଶକୁ ଯାଉଛନ୍ତି। ଗୋପୀଚାନ୍ଦ ଥୋଟାକୁରା ହେଉଛନ୍ତି ଭାରତର ପ୍ରଥମ…

ଭାରତକୁ ମିଳିଲା ୮ମ ପଦକ: ଯୋଗେଶ କଥୁନିୟା ଜିତିଲେ ରୌପ୍ୟ ପଦକ

ପ୍ୟାରିସ,୨।୯: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତ ଅଷ୍ଟମ ପଦକ ପାଇଛି। ଯୋଗେଶ କଥୁନିଆ ଡିସକସ୍‌ ଥ୍ରୋରେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ସେ ପୁରୁଷ ଡିସକସ୍‌ ଥ୍ରୋ ଏଫ୍‌୫୬ ଇଭେଣ୍ଟରେ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ଯୋଗେଶ କଥୁନିୟାଙ୍କ ପ୍ରଥମ…

ଶାହିନବାଗରୁ ତିହାର ଜେଲ, କିଏ ଏହି ଅମାନତୁଲ୍ଲା

ନୂଆଦିଲ୍ଲୀ,୨।୯: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଛି। ସୋମବାର ୬ଘଣ୍ଟାର ଚଢାଉ ପରେ ଇଡି ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଇଡିଙ୍କ କାର୍ଯ୍ୟ ପରେ ଏହା ସ୍ପଷ୍ଟ ଯେ ଅରବିନ୍ଦ କେଜରିୱାଲଙ୍କ ଅନ୍ୟ ଜଣେ ସୈନିକ ଅର୍ଥାତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri