Home

ଭାରତ ସମର୍ଥନରେ ବାହାରିଲେ ପାକିସ୍ତାନର ନୋବେଲ ବିଜେତା, କହିଲେ ସେମାନଙ୍କ ସହ ଲାଗନି, ନ ହେଲେ…

ନୂଆଦିଲ୍ଲୀ, ୮।୫: ଭାରତୀୟ ସେନା ଗତ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ‘ଅପରେଶନ ସିନ୍ଦୂର’ ର ସଫଳ କରିଛି। ଏହି ଆକ୍ରମଣରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ…

ରେଡ୍‌କ୍ରସ୍‌ର ମୂଳମନ୍ତ୍ର ସେବା, ସ୍ବାସ୍ଥ୍ୟ ଓ ବିଶ୍ୱବନ୍ଧୁତା

ସୁଇଜରଲାଣ୍ଡ ଜେନେଭା ସହରର ଜଣେ ବ୍ୟବସାୟୀ ଇଟାଲୀର ଲୋମ୍ବାର୍ଡି ଅଞ୍ଚଳକୁ ୧୮୫୯ ଜୁନ୍‌ରେ ଯାଇଥିଲେ। ବ୍ୟବସାୟୀ ଜଣକ ଉତ୍ତର ଇଟାଲୀର କାଷ୍ଟିଗ୍ଲିୟନ୍‌ଡିଲା ସହରର ହୋଟେଲରେ ରାତ୍ରିଯାପନ କଲେ। ସାଲଫାରିନୋ ନାମକ ଛୋଟ ସହର ନିକଟରେ ଘମାଘୋଟ ଯୁଦ୍ଧର ଗୁଳିଗୋଳା ଶବ୍ଦରେ ତାଙ୍କର…

Operation Sindoor Live: ଅପରେଶନ ସିନ୍ଦୂରକୁ ନେଇ ଆରମ୍ଭ ହେଲା ସର୍ବଦଳୀୟ ବୈଠକ, ଶାହା, ଖାର୍ଗେ, ରାହୁଲଙ୍କ ସମେତ ଅଛନ୍ତି…

ନୂଆଦିଲ୍ଲୀ,୮।୫: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ଅପରେଶନ ସିନ୍ଦୂର ଚଳାଇଛି। ଏହା ଅଧୀନରେ, ପାକିସ୍ତାନ ଏବଂ ଅଧିକୃତ ଜମ୍ମୁ-କଶ୍ମୀର (ପିଓକେ)ରେ କ୍ଷେପଣାସ୍ତ୍ର ଆକ୍ରମଣ କରି ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା। ଏକ ମିଳିତ ଅଭିଯାନରେ, ଭାରତୀୟ ସେନା…

’ଥାଲାସେମିଆ ରୋଗୀଙ୍କୁ ଅଗ୍ରାଧିକାର ଦେବା’

ଥାଲାସେମିଆ ଏକ ବଂଶଗତ ରକ୍ତଜନିତ ରୋଗ। ଆମ ସମସ୍ତଙ୍କ ରକ୍ତରେ ରହିଛି ଆର୍‌ବିସି ବା ଲୋହିତ ରକ୍ତ କୋଷିକା। ଲୋହିତ ରକ୍ତ କୋଷିକା ଭିତରେ ଥାଏ ହେମୋଗ୍ଲୋବିନ୍‌ ନାମକ ଏକ ଉପାଦାନ। ‘ହିମ୍‌’ ଓ ‘ଗ୍ଲୋବିନ୍‌’-ଏହି ଦୁଇଟି ଉପାଦାନ ଥାଏ ହେମୋଗ୍ଲୋବିନ୍‌ରେ।…

ବଡ଼ ଦୁର୍ଘଟଣା, ଉତ୍ତରକାଶୀରେ କ୍ରାସ ହେଲା ହେଲିକପ୍ଟର

ଡେରାଡୁନ,୮।୫: ଉତ୍ତରାଖଣ୍ଡରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି…

Blast in Lahore: ଅପରେଶନ ସିନ୍ଦୂର ପରେ ଥରିଉଠିଲା ପାକିସ୍ତାନ! ଲାହୋରରେ ଲଗାତାର ୩ ବିସ୍ଫୋରଣ

ଲାହୋର,୮।୫: ଭାରତ ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ, ଗୁରୁବାର ପାକିସ୍ତାନ ଲାହୋରର ୱାଲଟନ, ଗୋପାଳ ନଗର ଏବଂ ନସରବାଦ ଅଞ୍ଚଳରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଉଦ୍ଧାର ଏବଂ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛି। ରଏଟର୍ସ ଅନୁଯାୟୀ, ଲଗାତାର ତିନୋଟି ବିସ୍ଫୋରଣ…

ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ

ଭଦ୍ରକ,୮।୫ (ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୫ ନଂ. ୱାର୍ଡର ହଳଦୀଡିହ ବାଇପାସ୍‌ଠାରେ ମଙ୍ଗଳବାର ସକାଳେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟଣାର ତଦନ୍ତ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗୋଦାମ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା, ମିଳିବ ୫୦ ପ୍ରତିଶତ ରିହାତି

ଭୁବନେଶ୍ୱର,୮।୫: ଯାତ୍ରୀଙ୍କ ଯାତାୟତର ସୁବିଧା ପାଇଁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା। ମୁଖ୍ୟମନ୍ତ୍ରୀ ବସ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଏହାସହ ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ…

ଅପରେଶନ ସିନ୍ଦୂର ପରେ ଏମିତି କ’ଣ ଲେଖିଦେଲେ ଶିଖର ଧାଓ୍ବନ, ଲୋକେ କହୁଛନ୍ତି ଆଫ୍ରିଦିଙ୍କୁ ଲାଗିବ ଝଟକା

ନୂଆଦିଲ୍ଲୀ,୮।୫: ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲା, ସେତେବେଳେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଗୋଟିଏ ପରେ ଗୋଟିଏ…

Operation Sindoor: ପ୍ରତିଶୋଧ ନେବାକୁ ଭାରତକୁ ଧମକ ଦେଲା ଅଲ-କାଏଦା ଆତଙ୍କବାଦୀ ସଙ୍ଗଠନ

ଇସଲାମାବାଦ,୮।୫: ଭାରତର ଅପରେଶନ ସିନ୍ଦୁର ପରେ, ଅଲ-କାଏଦାର ଭାରତୀୟ ଉପମହାଦେଶ ଶାଖା (AQIS) ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନ ଉପରେ ଭାରତର ଆକ୍ରମଣର ଜବାବ ଦିଆଯିବ। ଏହି ବିବୃତ୍ତି ଆସ-ସାହାବ ମିଡିଆ ମାଧ୍ୟମରେ ଆସିଛି। ବିବୃତ୍ତିରେ କୁହାଯାଇଛି,…

Operation Sindoor: ଅପରେଶନ ସିନ୍ଦୂର ପରେପରେ ପାକିସ୍ତାନରୁ ଅଜିତ ଡୋଭାଲଙ୍କୁ ଆସିଲା ଫୋନ, କଲା ଏମିତି ବିନତି

ନୂଆଦିଲ୍ଲୀ,୮।୫: ମଙ୍ଗଳବାର ରାତିରେ ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ପ୍ରବଳ ବୋମାମାଡ଼ ପରେ ପଡ଼ୋଶୀ ଦେଶ ସମ୍ପୂର୍ଣ୍ଣ ଭାବରେ ଆଣ୍ଠୁମାଡ଼ି ପଡ଼ିଛି। ତଥାପି, ଭାରତ ନିଜ ପକ୍ଷରୁ ଘୋଷଣା କରିଛି ଯେ ସେ ଅପରେଶନ ସିନ୍ଦୁର…

ସମ ପରିଣତି

ଗୋଟିଏ ଝଙ୍କାଳିଆ ଆମ୍ବ ଗଛଟିଏ ଆମ ଘର ପାଖରେ ଥିଲା। ସେ ଗଛକୁ ଅନେକ ପକ୍ଷୀ ଯଥା କୋଇଲି, ଲାଲି ଥଣ୍ଟ ଥିବା ଶୁଆ, ବଗ ଆସି ବସୁଥିଲେ। କୋଇଲିର ଶବ୍ଦ, ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ପିଲାଦିନେ ଶୁଣିବାକୁ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?