ମନ୍ଦିରରୁ ଉଗ୍ରେଶ୍ବରଙ୍କ ବିଜେ ପ୍ରତିମା ଚୋରି
ନୟାଗଡ଼,୧୨।୧(ଲୋକନାଥ ମିଶ୍ର): ନୟାଗଡ଼ ପୋଲିସ ଜିଲା ଇଟାମାଟି ଥାନା ବଡ଼ପଣ୍ଡୁସର ବିଜେ ଉଗ୍ରେଶ୍ବର ମହାଦେବଙ୍କ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଉଗ୍ରେଶ୍ବରଙ୍କ ବିଜେ ପ୍ରତିମା ଚୋରି ହୋଇଥିବା ଅଭିଯୋଗ ହୋଇଛି। ରବିବାର ସକାଳୁ ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଯିବା ସମୟରେ…
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ଖୋର୍ଦ୍ଧା, ୧୨।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଚେନ୍ନାଇ ୧୬ନଂ ଜାତୀୟ ରାଜପଥ ବରୁଣେଇ ଓଭରବ୍ରିଜ ପିଏନ କଲେଜ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ମାରୁତି ସୁଜିକି ସୁଇଫ୍ଟ (OD02CT 7521) ଜବତ ହୋଇଛି ଗଞ୍ଜେଇ। ରବିବାର…
ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି
ଭୁବନେଶ୍ୱର,୧୨ା୧(ଅନିଲ ଦାସ):କିର୍ମିରା ଅନାସ୍ଥା ଭୋଟରେ ପରାଜୟ ନିଶ୍ଚିତ ଜାଣି ଭାଜପା ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ ପୋଲିସକୁ ସାମିଲ କରାଯାଇଛି ବୋଲି ଶଙ୍ଖଭବନଠାରେ ଶନିବାର ଖବରଦାତା…
ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ: ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଭୁବନେଶ୍ୱର,୧୨।୧: ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ଭିଡିଓ କନଫରେନ୍ସିଂ ଜରିଆରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ ଏହି ବସ୍ ସେବା ଆରମ୍ଭ କରାଯାଇଛି। ପୁରୀ-ଅଯୋଧ୍ୟା, ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ…
ସର୍ବସାଧାରଣ ପରିବହନରେ ଲାଗିପାରିବ ନାହିଁ ଜଙ୍କ ଫୁଡ ବିଜ୍ଞାପନ
କାନବେରା,୧୨।୧: ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଏବଂ ମୋଟାପଣ ଭଳି ସମସ୍ୟାକୁ ରୋକିବା ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆ (ସାଉଥ୍ ଅଷ୍ଟ୍ରେଲିଆ) ଏକ ବଡ଼ ପଦକ୍ଷେପ ନେଇଛି। ଅଷ୍ଟ୍ରେଲିଆର ଏହି ରାଜ୍ୟ ସାର୍ବଜନୀନ ପରିବହନରେ ଜଙ୍କଫୁଡ ବିଜ୍ଞାପନକୁ ନିଷେଧ କରିଛି। ୧ ଜୁଲାଇ,…
ପାଣି କେଉଁଠି ମଧୁର ତ କେଉଁଠି ଲୁଣିଆ କାହିଁକି
ଜଳ ବିନା ଜୀବନ ଅସମ୍ଭବ। ହେଲେ କେବେ ଭାବିଛନ୍ତି କି ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ ପାଣିର ସ୍ବାଦ ଅଲଗା ଅଲଗା କାହିଁକି ହୋଇଥାଏ? ଗୋଟିଏ ଗ୍ରହରେ ଥାଇ ବି ଭିନ୍ନ ଭିନ୍ନ ସ୍ଥାନର ଲୋକେ ଭିନ୍ନ ଭିନ୍ନ ସ୍ବାଦର ପାଣି…
ମୋ ସ୍ତ୍ରୀ ବହୁତ ସୁନ୍ଦର, ମୁଁ ତାଙ୍କୁ ଦେଖିବାକୁ ଭଲ ପାଏ: କାମ ବିତର୍କ ମଧ୍ୟରେ କାହିଁକି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୧୨।୧: ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ ବଡ଼ କଥା କହିଛନ୍ତି। କାମର ପରିମାଣ ଉପରେ ନୁହେଁ, କାମର ଗୁଣବତ୍ତା ଉପରେ ଧ୍ୟାନ ଦେବା ଉଚିତ। କାରଣ ଦୁନିଆ ୧୦ ଘଣ୍ଟା ମଧ୍ୟରେ ବଦଳି ଯାଇପାରେ ବୋଲି ସେ କହିଛନ୍ତି।…
ସମାଜବାଦ ଓ ସମବାୟ
ନୀ ଓ ଦରିଦ୍ର ମଧ୍ୟରେ ଆର୍ଥିକ ସମାନତା ଆଣିବା ସମାଜବାଦର ମୂଳମନ୍ତ୍ର। ଭୂସଂସ୍କାର ଜରିଆରେ ରାଜା, ଜମିଦାର ଓ ମାଲିକଙ୍କର ବଳକା ଜମିକୁ ଭୂମିହୀନ ଚାଷୀଙ୍କ ମଧ୍ୟରେ ବଣ୍ଟନ, ଜମିପିଛା ଫସଲ ଉପତ୍ାଦନ ବୃଦ୍ଧି, ଉପତ୍ାଦିତ ଫସଲର ଲାଭଜନକ ଦରରେ ବିକ୍ରି…
ପ୍ରଧାନମନ୍ତ୍ରୀ ପଦ ଦୌଡରୁ ଓହରିଗଲେ ଅନିତା ଆନନ୍ଦ
ଓଟାଓ୍ବା,୧୨।୧: କାନାଡାର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନିତା ଆନନ୍ଦ ଦୌଡ଼ରୁ ବାଦ ପଡ଼ିଛନ୍ତି। ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି। ପରିବହନ ମନ୍ତ୍ରୀ ଅନିତା ଆନନ୍ଦ ଶନିବାର ଅପରାହ୍ନରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜଷ୍ଟିନ…
ଭାଜପାରେ ମିଶିବେ ଶରଦ ପାଓ୍ବାର- ଉଦ୍ଧବ ଠାକରେ? ଫଡ଼ନଭିସଙ୍କ ବୟାନ ଦେଲା ବଡ଼ ସଙ୍କେତ
ମୁମ୍ବାଇ,୧୨।୧: ଏନସିପି ନେତା ଶରଦ ପାୱାରଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ। ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ ଶରଦ ପାୱାର ହେଉଛନ୍ତି ଚାଣକ୍ୟ, ସେ ନିଶ୍ଚୟ ଅନୁଭବ କରିଥିବେ ଯେ ୨୦୨୪ ଲୋକ ସଭା ନିର୍ବାଚନରେ…
ଲସ ଆଞ୍ଜେଲ୍ସରେ ଜଳୁଛି ନିଆଁ ଲିଭାଇବାକୁ ନାକେଦମ ହେଲେଣି ଦମକଳ ବାହିନୀ
ଲସ ଆଞ୍ଜେଲ୍ସ,୧୨।୧: କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଲାଗିଥିବା ନିଆଁ ଶନିବାର (ଜାନୁଆରୀ ୧୧, ୨୦୨୫) ଦିନ ଦିଗ ପରିବର୍ତ୍ତନ କରିଥିଲା, ଯାହା ଫଳରେ ଅନେକ ଅଞ୍ଚଳରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଥିଲା। ଅଗ୍ନିଶମ ବିଭାଗ ପାଇଁ ନିଆଁକୁ ନିୟନ୍ତ୍ରଣ କରିବା ଏକ…
ଜାଗମରାରେ ଜମୁଛି ‘ପଥ ଉତ୍ସବ’
ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର ପଥ ଉତ୍ସବରେ ଜଲୱା ଦେଖାଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସତ୍ୟଜିତ୍। ଜାଗମରା ନୂଆ…
Archives


