ବରଗଡ଼ ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଦିନକ ପୂର୍ବରୁ ଆସିଥିଲେ
ବରଗଡ଼, ୨୯। ୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ କଏଦୀଭାବେ ରହିଥିବା ଜଣେ ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଝାରବନ୍ଧ ଥାନା ଜାମପାଲି ଗ୍ରାମର ନୃପତ୍ ସାହୁ(୨୬)। ସେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ସୋମବାର…
ମୋହନ ମାଝୀ ସରକାରଙ୍କ ୟୁ-ଟର୍ନ: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର୍, ହେଲେ ମହିଳା ଡ୍ୟାନ୍ସରଙ୍କୁ…
ଭୁବନେଶ୍ୱର,୨୯।୧୦:କିଛିଦିନର ବିରାମ ପରେ ରାଜ୍ୟ ସରକାର ରାଜ୍ୟରେ ଡ୍ୟାନ୍ସ ବାର୍ ଚଲାଇବାକୁ ଅନୁମତି ଦେଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏ ନେଇ ମଙ୍ଗଳବାର ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲ୍ସ-୨୦୨୪ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା…
ଫୁଟ୍ବଲ୍ ଖେଳିଲା ବଣୁଆ ଦନ୍ତା; କିକ୍ ମାରିଲା, ପିଲାଙ୍କ ଭଳି ପଡ଼ିଆରେ ଧାଇଁଲା…
କେନ୍ଦୁଝର,୨୯।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ପିଲାଙ୍କ ସହ ଫୁଟ୍ବଲ୍ ଖେଳିଲା ଦନ୍ତା। ଏଭଳି କିଛି ଦୃଶ୍ୟ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବି ପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ପିଲା ମାନେ ଫୁଟବଲ ଖେଳୁଥିବା ବେଳେ ହଠାତ୍ ଏକ ବଣୁଆ…
କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ…
ଲକ୍ଷ୍ନୌ,୨୯।୧୦: ଉତ୍ତର ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ‘ସ୍ପିଟ୍ ଜିହାଦ’ର ଅନେକ ମାମଲା ସାମ୍ନାକୁ ଆସିଛି। ୟୁପି ସରକାର ଏଭଳି ମାମଲା ଉପରେ କଡ଼ା ପଦକ୍ଷେପ ନେଉଛନ୍ତି। ଏପରିକି ସ୍ପିଟ୍ ଜିହାଦକଚ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…
ସୁଦାମ ମାରାଣ୍ଡିଙ୍କୁ ନେଇ ବଡ଼ ଖବର, ଝାଡଖଣ୍ଡ ନିର୍ବାଚନରେ…
ଭୁବନେଶ୍ୱର,୨୯।୧୦: ଆଗକୁ ଝାଡଖଣ୍ଡ ନିର୍ବାଚନ। ଏନେଇ ରାଜ୍ୟର ଶାସକ ଦଳ ଓ ବିରୋଧୀ ଦଳ ଅଣ୍ଟା କଷିଲେଣି। ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରି ମଇଦାନକୁ ଓହ୍ଲାଇଛି। ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ…
ମହାବାତ୍ୟାରେ ଭାସି ଯାଇଥିଲେ ସ୍ତ୍ରୀ-୪ ସନ୍ତାନ: ତଥାପି ହାରିନାହାନ୍ତି ଶଙ୍କର ନନା
ପାରାଦୀପ,୨୯।୧୦(ଶରତ ରାଉତ):ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏହି ୨୫ ବର୍ଷ ମଧ୍ୟରେ ଉପକୂଳ ଓଡ଼ିଶାରେ ୧୧ ଥର ବାତ୍ୟା ହେଲାଣି। ସେଗୁଡିକ ହେଲା ୨୦୧୩ରେ ଫାଇଲିନ୍, ୨୦୧୪ ହୁଡ୍ହୁଡ୍, ୨୦୧୬ ତିତ୍ଲି,…
୩୩ ଘଣ୍ଟା ପରେ ମୃତଦେହକୁ ମିଳିଲା ଶ୍ମଶାନ
ପାପଡାହାଣ୍ଡି,୨୯।୧୦(ସ୍ବପ୍ନଜିତ ପଟ୍ଟନାୟକ):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମାଠାରେ ଧର୍ମ ପରିବର୍ତ୍ତନ ଯୋଗୁ ଗ୍ରାମର ଡମୁଯାନୀଙ୍କ ସୋମବାର ମୃତ୍ୟୁ ପରେ ଶ୍ମଶାନ ମିଳି ନ ଥିଲା। ଦୀର୍ଘ ୩୩ ଘଣ୍ଟା ପରେ ମଙ୍ଗଳବାର ଗ୍ରାମ ନିକଟରେ ତାଙ୍କ ସତ୍କାର…
ଅମିତ ଶାହାଙ୍କ ଗୋଟିଏ ହ୍ବିସିଲ୍ରେ ଭାଙ୍ଗିଯିବ ବିଜେଡି: ଜୟନାରାୟଣଙ୍କ ବିସ୍ଫୋରକ ବୟାନ
ଭୁବନେଶ୍ୱର,୨୯।୧୦: ବିଜେଡିର ୨୪ ବର୍ଷ ଶାସନ ପରେ ଭାଜପା ରାଜ୍ୟରେ ପ୍ରଥମଥର ସରକାର ଗଢିଛି। ନୂଆ ସରକାରଙ୍କୁ ଟାର୍ଗେଟ୍ କରିବାରେ ବିଜେଡି ନେତାମାନେ ଆଦୌ ପଛାଉ ନ ଥିବାବେଳେ ଭାଜପା ମଧ୍ୟ ମୁହଁତୋଡ ଜବାବ ଦେଉଛି। ଏହି କ୍ରମରେ ବିରୋଧୀ ଦଳ…
ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶା ଭାଜପା ନେତାଙ୍କୁ ଡାକରା: ରାଜ୍ୟରୁ ଯିବେ କର୍ମକର୍ତ୍ତା
ରାଞ୍ଚି,୨୯।୧୦: ଆଉ ମାତ୍ର କିଛି ଦିନ ପରେ ଝାଡ଼ଖଣ୍ଡ ନିର୍ବାଚନ। ଏଥିପାଇଁ ସବୁ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଉଛି। ଝାଡ଼ଖଣ୍ଡରେ ଜେଏମଏମ ନେତୃତ୍ୱାଧୀନ ଶାସକ ଭାରତୀୟ ଜନତା ପାର୍ଟି ଏବଂ ଭାଜପା ନେତୃତ୍ୱାଧୀନ ବିରୋଧୀ ଏନଡିଏ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା…
୫୦୦ ବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଛି… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୯।୧୦: ଦୀପାବଳି ପର୍ବକୁ ନେଇ ସାରା ଦେଶରେ ଉତ୍ସାହର ବାତାବରଣ ରହିଛି। ଏଥର ଅଯୋଧ୍ୟା ୨୮ ଲକ୍ଷ ଦୀପ ସହିତ ଆଲୋକିତ ହେବ, ଯାହାର ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ସେପଟେ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ…
ପ୍ରତ୍ୟେକ ଯୁବକଙ୍କୁ ଆମେ ଚାକିରି ଦେବୁ: ପ୍ରତିଶ୍ରୁତି ଦେଲେ ମୋଦି
ନୂଆଦିଲ୍ଲୀ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସରକାର ଏକ ସିଷ୍ଟମ ଗଠନ ପାଇଁ କାର୍ଯ୍ୟ କରୁଛି, ଯାହା ଦ୍ୱାରା ପ୍ରତ୍ୟେକ ଯୁବକ ସୁଯୋଗ ପାଇବେ ଏବଂ ସେମାନଙ୍କର ଆକାଂକ୍ଷା ପୂରଣ କରିପାରିବେ। ରୋଜଗାର ମେଳାର…
ଟିମ୍ ଇଣ୍ଡିଆର ଏହି ଅଲରାଉଣ୍ଡରଙ୍କ ଦାମ୍ ବଢିଲା: ଏବେ କୋଟି କୋଟି ଟଙ୍କାରେ ହେବେ ବିକ୍ରି
ନୂଆଦିଲ୍ଲୀ,୨୯।୧୦: ନିକଟରେ ପୁଣେରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୱାଶିଂଟନ ସୁନ୍ଦର ଚମତ୍କାର ପ୍ରଦର୍ଶନ କରିଥିଲେ। ବୋଲିଂ ସହିତ ସେ ବ୍ୟାଟିଂରେ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଆଇପିଏଲ ୨୦୧୫ର ମେଗା ନିଲାମରେ ସୁନ୍ଦର ଏଥିରୁ…
Archives


