Home

ଏକାବେଳେ ୫ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଳିଗଲା ଦୋକାନ ଘର

ବାଲେଶ୍ୱର, ୧୨।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହୋଇଥିବା ଜଣାପଡିଛି l ଦୋକାନ…

ବୁଦ୍ଧ ପୂର୍ଣ୍ଣିମା ପାଇଁ ଶୈବପୀଠ ଚଳଚଞ୍ଚଳ

ନୂଆପଡ଼ା,୧୨ା୫ (ମକାରୁ ବେମାଲ):ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ପୂର୍ଣ୍ଣିମା ପାଇଁ ନୂଆପଡ଼ା ଜିଲାର ଶୈବପୀଠଗୁଡ଼ିକ ଶନିବାରଠାରୁ ଚଳଚଞ୍ଚଳ ହୋଇଉଠିଛି। ପବିତ୍ର ବୃଦ୍ଧ ପୂର୍ଣ୍ଣିମାରେ ବୁଡ ପକାଇ ଶୈବାଳୟରେ ଜଳ ଅର୍ପଣ ପାଇଁ ଶ୍ରଦ୍ଧାଳୁମାନେ ପୂର୍ବରୁ ଆସି ଡେରା ପକାଇଛନ୍ତି। ନୂଆପଡ଼ା ସଦର…

ହଟଲାଇନ ମେସେଜ ଦେଇ ସିଧାସଳଖ ପାକିସ୍ତାନକୁ ସତର୍କ କରାଇଲେ DGMO

ନୂଆଦିଲ୍ଲୀ,୧୨।୫: ସାମରିକ ଅଭିଯାନର ମହାନିର୍ଦ୍ଦେଶକ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ରବିବାର (୧୧ ମଇ, ୨୦୨୫) ‘ହଟଲାଇନ’ରେ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ଏକ ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ଗୋଟିଏ ଦିନ ପୂର୍ବରୁ ଦୁଇ ସେନା…

ବ୍ୟାୟାମ କରିବା ପୂର୍ବରୁ ଏସବୁ ଦିଗ ପ୍ରତି ରଖନ୍ତୁ ଧ୍ୟାନ: ନଚେତ୍‌….

ବ୍ୟାୟାମ କରିବା ପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ କରିବା ପୂର୍ବରୁ ଯଦି ହାଲିଆ ଲାଗୁଛି ତେବେ ବିଳମ୍ବ ନ କରି କିଛି ସମୟ ବିଶ୍ରାମ କରନ୍ତୁ। ଏ ବିଷୟରେ ବ୍ୟାୟାମ ଏକ୍ସପର୍ଟଙ୍କ ସହ…

ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ: ଏ ଯାଏଁ ସରିନି ୪୦ ପ୍ରତିଶତ କାମ

ଭବାନୀପାଟଣା,୧୨ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନର ନିର୍ମାଣ କାମ ଅତ୍ୟାଧୁନିକ ଢାଞ୍ଚାରେ ହେବା ପାଇଁ ସ୍ଥାନୀୟ ଲୋକେ ଆଶା କରୁଥିଲେ। ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନଧରି ଆରମ୍ଭ ହୋଇଥିବା ସତ୍ତ୍ୱେ ପରେ ମନ୍ଥର ଗତିରେ ଚାଲିବା ଓ…

୪୮ ପ୍ରହର ନାମଯଜ୍ଞ ଉଦଯାପିତ: ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କଲେ ବିଧାୟକ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଲିସିଙ୍ଗିରେ ୭ ଦିନବ୍ୟାପି ଚାଲିଥିବା ୪୮ ପ୍ରହର ନାମଯଜ୍ଞ ସୋମବାର ସକାଳ ୮ ଟାରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ରାତିରେ ନାମଯଜ୍ଞରେ ଯୋଗଦେଇ ବିଶଶାନ୍ତି…

ଏଇ ଭାରତରେ

ବିବାହ ପରେ ଝିଅମାନେ ବିଦା ହୋଇ ଶାଶୁଘରକୁ ଯାଇଥାନ୍ତି। ହେଲେ ବାହାବେଦିରୁ ଉଠି ସିଧା କଲେଜକୁ ଯିବା କଥା କେବେ ଶୁଣିଛନ୍ତି! ଏମିତି ଏକ ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ। ଏଠାରେ ବେଙ୍ଗାବାଦ ଥାନାର ମୋତିଲେଦା ଅଞ୍ଚଳର ପୂଜା…

ସୁନାର ମାୟା

ଯୁଗ ପରିବର୍ତ୍ତନ ସହ ମଣିଷର ଆଚାର ଓ ବିଚାର ଶକ୍ତି ପରିବର୍ତ୍ତିତ ହୋଇଛି। କିନ୍ତୁ ଅନନ୍ତକାଳ ଧରି ସମଗ୍ର ପୃଥିବୀପୃଷ୍ଠରେ ଯଦି ଦେଖିବା ତେବେ ସୁନା ପ୍ରତି ଥିବା ମୋହ ଅପରିବର୍ତ୍ତିତ ରହିଛି। ବିଶ୍ବର ସମସ୍ତ ଦେଶରେ ସବୁ ଯୁଗରେ ସୁନା…

ରାଗିଂର ବିଭୀଷିକା

ରାଗିଂ ଏକ ଇଂଲିଶ୍‌ ଶବ୍ଦ, ଯାହାର ଆଭିଧାନିକ ଅର୍ଥ ହେଉଛି କ୍ରୋଧ ଓ ଚରମ ହିଂସାମତ୍କ କାର୍ଯ୍ୟକଳାପ। ଏହାର ମୂଳ ଉତ୍ସ ହେଲା ନିଜକୁ ଅନ୍ୟଠାରୁ ସର୍ବୋତଭାବେ ଉନ୍ନତ ଓ ଶ୍ରେଷ୍ଠ ମନେକରି କନିଷ୍ଠଙ୍କୁ ନିଷ୍ଠୁର ମାନସିକ ଓ ଶାରୀରିକ ନିର୍ଯାତନା…

ବ୍ୟାଖ୍ୟାନ ଜରୁରୀ

ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ସର୍ବୋଚ୍ଚରେ ପହଞ୍ଚତ୍ଥିବା ବେଳେ ୧୦ ମେ’ରେ ହଠାତ୍‌ ଅସ୍ତ୍ରବିରତି ନେଇ ଦୁଇ ରାଷ୍ଟ୍ର ରାଜି ହୋଇଛନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଏ ନେଇ…

ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍‌ସାରରେ ମିଳିଲାନି ରକ୍ତ

ସମ୍ବଲପୁର/ଝାରସୁଗୁଡ଼ା,୧୨ା୫(ପ୍ରମୋଦ ବହିଦାର/ଆଶିଷ ରଞ୍ଜନ ଦାଶ):ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କୁ ଶନିବାର ‘ଓ’ ପଜିଟିଭ୍‌ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଭିମ୍‌ସାର ରକ୍ତଭଣ୍ଡାରରେ…

କଲବଲ କରୁଛି ଗୁଳୁଗୁଳି: ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୧୍‌୨ା୫ (ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବାବେଳେ ଖରା ଓ ଗୁଳୁଗୁଳି କଲବଲ କରୁଛି। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?