Home

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ମୋହନା, ୧୨।୫(ମନ୍ମଥ ମିଶ୍ର): ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ପୋଲିସ ପୁତୁରା ସମେତ ତିନି ଜଣଙ୍କୁ ଗିରଫ କରିଛି l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର. ଉଦୟଗିରି ଥାନା ବେତାରସିଂ ଗାଁରେ l ଗାଁର ଅଶୋକ…

ବିନା ପରମିଟ୍‌ରେ ଫ୍ଲାଏ ଆସ ଚାଲାଣ: ୨୩ ଟ୍ରକ ଜବତ

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): ବେଆଇନ ଅଳିଆ ନିଷ୍କାସନ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଥେଲକୋଲୋଇ ପୋଲିସ। ଥେଲକୋଲୋଇ ନିକଟରେ ଫ୍ଲାଏ ଆସ ବୋଝେଇ ୨୩ଟି ବେଆଇନ ହାଇଓ୍ବା ଟ୍ରକଗୁଡିକୁ ଜବତ କରିଛି। ବୈଧ ପରିବହନ କିମ୍ବା ଡମ୍ପିଂ ପରମିଟ ବିନା…

ବ୍ରେନ୍‌ ଟ୍ୟୁମର: କାରଣ, ଚିକିତ୍ସା

ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ ଖପୁରି ଭିତରେ ଏହାକୁ ସୁରକ୍ଷିତ କରି ରଖିଛି ପ୍ରକୃତି। ମସ୍ତିଷ୍କଟି ବେଶ୍‌ ନରମ ଓ ଏହାର ଭିତର…

କାଙ୍ଗାଳ ପାକିସ୍ତାନ ଫାଇଟର ଜେଟ, ବୋମା, ଡ୍ରୋନ କିଣିବାକୁ କେଉଁଠୁ ଆଣୁଛି ଟଙ୍କା? ଜାଣନ୍ତୁ ଏହା ପଛର ସତ୍ୟତା..

ଇସଲାମାବାଦ,୧୨।୫: ପାକିସ୍ତାନରେ ଏବେ ଲୋକମାନେ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି। ଦେଶ ଚଳାଇବା ପାଇଁ ସରକାରଙ୍କୁ ବାରମ୍ବାର ହାତରେ ପାତ୍ର ଧରି ସାରା ବିଶ୍ୱ ବୁଲିବାକୁ ପଡୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ପାକିସ୍ତାନ, ଯାହା ନିଜ ଲୋକଙ୍କ ଭୋକ…

ସେବିକାମାନଙ୍କ ସୁସ୍ଥତା-ନିରାପତ୍ତା ଗୁରୁତ୍ୱପୂର୍ଣ୍ଣ

ଦେହ ଖରାପ ହେଲେ ଆମ୍ଭମାନଙ୍କର ଡାକ୍ତର ଏବଂ ନର୍ସଙ୍କ କଥା ମନେପଡ଼େ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନର୍ସ ବା ସେବିକାମାନେ ହେଉଛନ୍ତି ସର୍ବବୃହତ କାର୍ଯ୍ୟଶକ୍ତି। କେବଳ ସେତିକି ନୁହେଁ, ସେମାନଙ୍କର ସଂଖ୍ୟା ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ବହୁତ ଅଧିକ। ବିଶ୍ୱରେ ପାଖାପାଖି…

ଗାଁ ଦାଣ୍ଡରେ ଆଉ ଶୁଭୁନାହିଁ କେନ୍ଦରାର ସ୍ବର

ଡେରାବିଶ,୧୨ା୫(ବେବର୍ତ୍ତା ଅଜୟ ଦାସ):ଦିନେ ଗାଁ ଦାଣ୍ଡରେ ମୁଖରିତ ହେଉଥିଲେ କେନ୍ଦରାର ସ୍ବର। ରାତି ପାହିଲେ ପୁରାଣ ବଣ୍ଣର୍ର୍ିତ ଗୀତକୁ ବୋଲି ହାତରେ କେନ୍ଦରା ଓ କାନ୍ଧରେ ଲାଉଥାଳ ଧରି ଯୋଗୀଟିଏ ସୁନ୍ଦର ସ୍ବରରେ ଗୀତ ବୋଲି ଗଁା ଦାଣ୍ଡକୁ ମୁଖରିତ କରୁଥିଲେ।…

କିଏ ସେହି ଭାରତୀୟ ସେନାର DGMO, ଯାହାଙ୍କୁ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲା ପାକିସ୍ତାନ!

ନୂଆଦିଲ୍ଲୀ,୧୨।୫: ପାକିସ୍ତାନ ସହିତ ଯୁଦ୍ଧବିରତି ଚୁକ୍ତିନାମା ପଛରେ ଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ ସେନାର DGMO ଅର୍ଥାତ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ। ପାକିସ୍ତାନୀ DGMO ମେଜର ଜେନେରାଲ କାଶିଫ ଅବଦୁଲ୍ଲା ଶନିବାର ଅପରାହ୍ନରେ ହଟ-ଲାଇନରେ ଜେନେରାଲ…

ପାଣିରେ ପଡ଼ିଲା ୧୪ ଲକ୍ଷ ଟଙ୍କା: ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁ ନାହାନ୍ତି ଠିକାଦାର

ମହାକାଳପଡ଼ା,୧୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):ଅନୁସୂଚିତ ଜନଜାତି ଗାଁର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଦେଶ ସ୍ବାଧୀନ ହେବାର ୭୭ ବର୍ଷ ପରେ ବି ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ଘେରୀ ଶବରପଡ଼ା ଗାଁ…

ସତରେ କ’ଣ କଶ୍ମୀର ସମସ୍ୟାର ସମାଧାନ କରିପାରିବେ ଟ୍ରମ୍ପ? ରୁଷିଆ-ୟୁକ୍ରେନ, ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକି ପାରି ନାହାଁନ୍ତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ଉପରେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧକୁ ରୋକିବାରେ ବିଫଳ ହୋଇଥିବା ଟ୍ରମ୍ପ ଏବେ କଶ୍ମୀର ସମସ୍ୟାର…

ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ

ରିଷିଡା, ୧୨।୪ (ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତିକୁ ବତିକୁପା ଗ୍ରାମର ଶ୍ରମିକ ମାନେ କର୍ଲାମୁଣ୍ଡା ବିଡ଼ିଓଙ୍କ ଠାରେ ଗତ ୨୫ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀ ଲିପ୍ତ…

ଥରି ଉଠିଲା ପାକିସ୍ତାନ, ଆତ୍ମଘାତି ବିସ୍ଫୋରଣରେ ୨ ପୋଲିସ ମୃତ

ଇସଲାମାବାଦ,୧୨।୫: ଭାରତର ଆକ୍ରମଣ ପରେ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି। ଦୁଇ ଦିନ ପୂର୍ବରୁ ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ। ଏହି ସମୟରେ, ପାକିସ୍ତାନର ଖାଇବର ପଖତୁନଖ୍ବାରୁ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ଖବର ଆସୁଛି। କୁହାଯାଉଛି…

ଶେଷରେ ଚେତିଲା ପାକିସ୍ତାନ: ପହଲଗାମ୍‌ ଆକ୍ରମଣ ପରେ ପ୍ରଥମଥର ଶାନ୍ତିରେ କଟିଲା ରାତି

ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଜମ୍ମୁ ଏବଂ କଶ୍ମୀର ଏବଂ ନିୟନ୍ତ୍ରଣ ରେଖା ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। କୌଣସି ଘଟଣାର ଖବର ନାହିଁ। ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସୀମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?