Home

ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଭଦ୍ରକ,୫।୧୧: ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳିଟି ଗାର୍ଡ ବଗିର ୱିଣ୍ଡୋ କାଚରେ ବାଜିଛି। ଗୁଳିକାଣ୍ଡରେ ୱିଣ୍ଡୋ…

ପାକିସ୍ତାନ ଖେଳାଳିଙ୍କ ଭଉଣୀ-ଭାଇଙ୍କ ସଂଖ୍ୟା ଶୁଣି ଚମକି ପଡିଲେ ଇଂଲଣ୍ଡ କ୍ରିକେଟର ମାଇକେଲ, କହିଲେ ଗ୍ୟାପ…

କାନବେରା,୫।୧୧: ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି ଯେଉଁଠାରେ ଏହା ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ଖେଳୁଛି। ଏହି ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ପାକିସ୍ତାନର ପୂର୍ବତନ…

କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ଭୋଗରାଇ,୫।୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦ୍ଦା ଥାନା ଛଣପୋଖରୀଠାରେ ଆଜି ସ୍କୁଟି, କାର ମୁହାଁମୁହିଁ ଧକ୍କା ହେଇଛି। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ପଛରେ ବସିଥିବା ଯୁବକ ଜଣଙ୍କ ଗୁରୁତର ହୋଇଛି। ଗୁରୁତର…

ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥାଇ ଟି-ସାର୍ଟ ବିକି ଫସିଲା ମିଶୋ

ନୂଆଦିଲ୍ଲୀ,୫।୧୧: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ବର୍ତ୍ତମାନ ଖବରରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ରହିଛି ଏବଂ ତାଙ୍କ ନାମରେ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ…

ହଜିବ ଟ୍ରୁଡୋଙ୍କ ନିଦ, ରାଜ ରାସ୍ତାକୁ ଓହ୍ଲାଇଲେ ହିନ୍ଦୁ

ଓଟାଓ୍ବା,୫।୧୧: କାନାଡାର ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ମନ୍ଦିର ଉପରେ ଆକ୍ରମଣ ପରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମଙ୍ଗଳବାର ବହୁ ସଂଖ୍ୟାରେ ରାଜରାସ୍ତାକୁ ଯାଇ ବିରୋଧ ପ୍ରଦର୍ଶନ କରିଥିଲେ। ଜଷ୍ଟିନ ଟ୍ରୁଡୋ ଅନୁଭବ କରିଥିଲେ ଯେ ଖାଲିସ୍ତାନୀମାନଙ୍କୁ ସମର୍ଥନ କରି ସେ ଏକପାଖିଆ…

‘କୌଣସି ଧର୍ମର ବିରୋଧରେ ନୁହେଁ’, ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଲେ କାହିଁକି ଓ୍ବାକଫ ସଂଶୋଧନ ବିଧେୟକ ଆଣୁଛନ୍ତି ସରକାର

ନୂଆଦିଲ୍ଲୀ,୫।୧୧: ୱାକଫ ସଂଶୋଧନ ବିଲ ୨୦୨୪ ଉପରେ ଲଢେଇ ଦେଶରେ ତୀବ୍ର ହୋଇଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି (ଭାଜପା) ଏହି ବିଲ୍‌କୁ ଆଇନର ସ୍ବଚ୍ଛତା ଏବଂ ସମାନତା ଆଣିବା ଦିଗରେ ପଦକ୍ଷେପ ବୋଲି ବିଚାର କରୁଥିବାବେଳେ ଅନ୍ୟପକ୍ଷରେ ବିରୋଧୀ…

କୋହଲି-ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ଧନୀ: ଗୋଟିଏ ବିଜ୍ଞାପନ ପାଇଁ…

ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ, ଅନୁଷ୍କା ଏବଂ କୋହଲିଙ୍କ ମଧ୍ୟରୁ କିଏ ଅଧିକ…

ବହୁତ ହୋଇଗଲା ଏଥର ଛାଡ଼ିବାନି: କାହିଁକି ଏମିତି କହିଲେ ପୁରୀ ଗଜପତି ମହାରାଜା

ପୁରୀ,୫।୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଙ୍ଗଳବାର ପ୍ରେସମିଟ କରିଛନ୍ତି। ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି କହିଛନ୍ତି…

ମୁକୁଳିଲେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ମହିଳା, ପୋଲିସ କହିଲା ଠିକ ନାହିଁ ମାନସିକ ସ୍ଥିତି

ଲକ୍ଷ୍ନୌ,୫।୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇ ବାର୍ତ୍ତା ପଠାଇଥିବା ମହିଳାଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ପଚରାଉଚରା ପରେ ଛାଡି ଦେଇଛି। ଅଭିଯୁକ୍ତ ଫାତିମା ଖାନଙ୍କୁ ଉଲହାସନଗର ପୋଲିସ ସହ ମିଳିତ ଅପରେସନରେ ମୁମ୍ବାଇ…

ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍‌

ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କଠାରୁ ଅଭିନବ ଉପାୟ ରେ ଅର୍ଥ ଆଦାୟ ପାଇଁ ଉଦ୍ୟମ…

ଧାନ ଫସଲ ଉପରେ ରାତାରାତି ପୋତିଦେଲେ ମାଟି:ପ୍ରତିବାଦରେ ରାସ୍ତାରୋକୋ ଉତ୍ତେଜନା ଜାରି

ବରଗଡ, ୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖେଦାପାଲିି ଗ୍ରାମରେ ଚାଷ ହୋଇଥିବା ଧାନ ଫସଲ ଉପରେ ମାଟି ପୋତିବାକୁ ନେଇ ଉତ୍ତେଜନା ଦେଖାଯାଇଛି। ଏଥିରେ ପ୍ରଭାବିତ ପରିବାର ପିଲାଛୁଆ ଏବଂ ଗ୍ରାମବାସୀଙ୍କ ସହିତ ଖେଦାପାଲିସ୍ଥିତ ଜିଲା ମୁଖ୍ୟ…

ପ୍ରଧାନମନ୍ତ୍ରୀ ମୋ ଘରକୁ ଆସିବା ଭୁଲ ନ ଥିଲା: ସିଜେଆଇ

ନୂଆଦିଲ୍ଲୀ,୫।୧୧: ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ସୋମବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣପତି ପୂଜା ପାଇଁ ତାଙ୍କ ଘରକୁ ଯିବାରେ କିଛି ଭୁଲ ନାହିଁ। ଏଭଳି ପ୍ରସଙ୍ଗରେ ରାଜନୀତି କ୍ଷେତ୍ରରେ ପରିପକ୍ୱତାର ଭାବନା ରହିବା ଉଚିତ ବୋଲି ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri