Home

୫୦୦-୧୦୦୦ ନୁହେଁ ପାକିସ୍ତାନରେ ଅଛନ୍ତି ୨୪ କୋଟି ଆତଙ୍କବାଦୀ, ଖାନ ସାରଙ୍କ ବୟାନକୁ ନେଇ ପାକିସ୍ତାନ ଚିନ୍ତାରେ!

ନୂଆଦିଲ୍ଲୀ,୧୯।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୁର ଉପରେ ଖାନ ସାର୍‌ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଆମେ ପାକିସ୍ତାନଠାରୁ ଉନ୍ନତି ଆଶା କରୁଛୁ, କିନ୍ତୁ ଏହା ସମ୍ଭବ…

ଏସିଆ କପରେ ଖେଳିବ ନାହିଁ ଟିମ୍‌ ଇଣ୍ଡିଆ, ବିସିସିଆଇ ନେଲା ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୧୯।୫: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ସହିତ ଯୋଡିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ବର୍ତ୍ତମାନ…

ବୈଭବଙ୍କ ନିଶ-ଦାଢି ଦେଖି ସଭିଏଁ ଆଶ୍ଚର୍ଯ୍ୟ, ଫଟୋ ଭାଇରାଲ ପରେ ବୟସକୁ ନେଇ ଉଠିଲା ପ୍ରଶ୍ନ, ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ,୧୯।୫: ରାଜସ୍ଥାନ ରୟାଲ୍ସର ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ଇତିହାସର ସବୁଠାରୁ କମ ବୟସ୍କ ଖେଳାଳି, ଯିଏ ୧୩ ବର୍ଷ ବୟସରେ ଆଇପିଏଲ ଦଳରେ ସ୍ଥାନ ପାଇଥିଲେ ଏବଂ ୧୪ ବର୍ଷ ବୟସରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ। ତାଙ୍କର ଏକ…

ଭୁଲ୍‌ ଜାଗାରେ ଇଞ୍ଜେକ୍ସନ: ଅଚଳ ହେଲା ଶିଶୁର ଗୋଡ଼

ପିପିଲି,୧୯ା୫ (ଦୁର୍ଗାମାଧବ ମିଶ୍ର/ପ୍ରଭାତ କୁମାର ମହାପାତ୍ର): ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ମାସର ଶିଶୁକୁ ଭୁଲ୍‌ ଜାଗାରେ ଇଞ୍ଜେକ୍ସନ ଦେବା ଦ୍ୱାରା ଉକ୍ତ ଶିଶୁର ଡାହାଣ ଗୋଡ଼ ଏବେ ଅକର୍ମଣ୍ୟ ହୋଇଯାଇଛି। ଶିଶୁଟି ଗୋଡ଼ ସଳଖ ପକାଇପାରୁନାହିଁ। ଏଭଳି ଘଟଣା ଘଟିଛି…

ପୁଣି ହେବ ଯୁଦ୍ଧ! ପାକିସ୍ତାନ କହିଲା ନଇଁବ ନାହିଁ ଯେ କୌଣସି ସୀମା ପର୍ଯ୍ୟନ୍ତ ଯିବାକୁ …

ଇସଲାମାବାଦ,୧୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ସଂଘର୍ଷ ପରେ, ପାକିସ୍ତାନର ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ISPR) ନିର୍ଦ୍ଦେଶକ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ପୁଣି ଥରେ ବିଷ ଓଗାଳିଛନ୍ତି। ଆନାଡୋଲୁ ଏଜେନ୍ସି ଏବଂ ପିଟିଭି…

ଅଜଣା ରୋଗରେ ୨ ଶହ ପରିବାର ଆକ୍ରାନ୍ତ

ପଡ଼ିଆ, ୧୯ା୫(ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା…

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହେଲେ ହମାସ ନେତାଙ୍କ ଭାଇ

ଜେରୁ ଜେଲମ,୧୯।୫: ଇସ୍ରାଏଲୀ ସେନା (IDF) ହମାସର ଜଣେ ଶୀର୍ଷ କମାଣ୍ଡର ଏବଂ ନିହତ ହମାସ ମୁଖ୍ୟ ୟାହ୍ୟା ସିନୱାରଙ୍କ ସାନ ଭାଇ ମହମ୍ମଦ ସିନୱାରଙ୍କୁ ହତ୍ୟା କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି ଯେ ୟାହ୍ୟା ସିନୱାରଙ୍କ…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ

ଶ୍ରୀନଗର,୧୯।୫: ଜମ୍ମୁ କଶ୍ମୀର ଶୋପିଆନର ଡିକେ ପୋରା ଅଞ୍ଚଳରେ ଭାରତୀୟ ସେନାର 34RR SOG ଶୋପିଆନ, CRPF 178 ବାଟାଲିୟନ ଦ୍ୱାରା ଏକ ମିଳିତ ଅପରେଶନରେ ଦୁଇ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କଠାରୁ ଦୁଇଟି ପିସ୍ତଲ, ଚାରୋଟି ଗ୍ରେନେଡ,…

ଅଧିକାରୀଙ୍କ ଭୁଲ୍‌ ପାଇଁ ସରକାର ଗଣିବେ ୨୦ କୋଟିର ତଣ୍ଡ

ଭୁବନେଶ୍ୱର,୧୯।୫(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍‌ଏସ୍‌) ଅର୍ଥ କିଭଳି ଖର୍ଚ୍ଚ କରାଯିବ, ସେନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି।…

ଏଇ ଭାରତରେ

ପରୀକ୍ଷାରେ ପିଲାମାନଙ୍କର କମ୍‌ ନମ୍ବର ଦେଖିଲେ ପ୍ରାୟତଃ ଅଭିଭାବକ ଗାଳି କରନ୍ତି। ହେଲେ କମ୍‌ ମାର୍କ ରଖିଥିବା ପିଲାଙ୍କୁ ପ୍ରଶଂସା କିରବା ବିରଳ। ଏହା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଲିଗଡର ଜଣେ ଶିକ୍ଷା ଅଧିକାରୀ ରାକେଶ ସିଂହଙ୍କ କ୍ଷେତ୍ରରେ। ସିବିଏସ୍‌ଇ ପରୀକ୍ଷାରେ…

କାଠଯୋଡ଼ିରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ

କଟକ,୧୯ା୫: କାଠଯୋଡ଼ି ନଦୀରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଇଞ୍ଜିନିୟର ବୁଡ଼ି ଯାଇଥିଲେ। ମୃତ…

ମଣିଷତ୍ୱର ଆବିଷ୍କାର

ବିଶ୍ୱ ନିୟନ୍ତା ଏ ବ୍ରହ୍ମାଣ୍ଡରେ ଯେମିତି ନଦୀ, ପାହାଡ଼, ପର୍ବତ, ବଣ, ଜଙ୍ଗଲ, ପଶୁ, ପକ୍ଷୀ ଆଦି ନୈସର୍ଗିକ ଆଧାରଗୁଡ଼ିକ ବିଦ୍ୟମାନ କରିଥିଲେ ସେଗୁଡ଼ିକ ହଜାର ହଜାର ବର୍ଷ ପରେ ବି ସେମାନଙ୍କ ମୌଳିକ ଧର୍ମ ଓ ଗୁଣବତ୍ତାକୁ ଭୁଲିନାହାନ୍ତି। ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?