ବୋଉ ଫୋନ୍ କରି କହିଲା…‘ହସ୍ପିଟାଲରେ ଆଖି ବୁଜି ଦେଲେ ତୋ ସ୍ତ୍ରୀ ଆଉ ପୁଅ’
ଦିଗପହଣ୍ଡି,୧୩। ୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ ତାଙ୍କ ନବଜାତ ଶିଶୁପୁତ୍ର ମୃତ୍ୟୁବରଣ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି…
ମେ’ ୩୧ରୁ ଚମକିବ ଏହି ୩ ରାଶି ଜାତକଧାରୀଙ୍କ ଭାଗ୍ୟ, ହଠାତ ଧନଲାଭର ଯୋଗ, ଜାଣନ୍ତୁ…
ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ପ୍ରାୟ ମାସକ ପରେ ନିଜ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ମାନବ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ମେ’ ୩୧ରୁ ଶୁକ୍ର ଗ୍ରହ ମେଷ ରାଶିରେ ଗୋଚର କରିବେ। ଏହାଦ୍ୱାରା ୩ ରାଶିର…
ପାକିସ୍ତାନକୁ ଚିଡ଼ାଇଲେ ଓଓ୍ବାଇସି: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଶରିଫ-ମୁନିରଙ୍କୁ ପଚାରିଦେଲେ ଏମିତି ପ୍ରଶ୍ନ
ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଆଦମପୁରସ୍ଥିତ ଭାରତୀୟ ବାୟୁସେନାର ଷ୍ଟେଶନରେ ଯବାନମାନଙ୍କୁ ଭେଟିଛନ୍ତି। ପୂର୍ବରୁ ପାକିସ୍ତାନ ଏହି ଏୟାରବେସ୍କୁ କ୍ଷତି ପହଞ୍ଚାଇଥିବା ଡିଣ୍ଡିମ ପିଟି ଆସୁଥିବା ବେଳେ ମୋଦିଙ୍କ ଏହି ଗସ୍ତ ପରୋକ୍ଷ ସମ୍ବାଦ ଦେଉଥିବା କୁହାଯାଉଛି। ଏସବୁ…
POK ଖାଲି କର! ପାକିସ୍ତନାକୁ ଚେତାବନୀ ଦେଲେ ଭାରତ ସରକାର
ନୂଆଦିଲ୍ଲୀ,୧୩।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତ କଶ୍ମୀର ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ କଡ଼ା ଆପତ୍ତି ପ୍ରକାଶ କରିଛି। ମଙ୍ଗଳବାର ଭାରତର ମତ ସ୍ପଷ୍ଟ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ…
ବିଚାରପତି ବି ଆର୍ ଗଭାଇଙ୍କ ପରିବାରର କଂଗ୍ରେସ ସହ କ’ଣ ସମ୍ପର୍କ? ଆସନ୍ତାକାଲି ହେବେ ଦେଶର ଦ୍ୱିତୀୟ ଦଳିତ CJI
ନୂଆଦିଲ୍ଲୀ,୧୩।୫: ସୁପ୍ରିମକୋର୍ଟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ(ବି ଆର୍ ଗଭାଇ) ମେ’ ୧୪ ତାରିଖରେ ଭାରତର ୫୨ତମ ମୁଖ୍ୟ ବିଚାରପତି(CJI) ଭାବେ ଶପଥ ଗ୍ରହଣ କରିବେ। ଏହାପରେ ସେ ଗଣତନ୍ତ୍ର ଇତିହାସରେ ଭାରତୀୟ ନ୍ୟାୟପାଳିକାର ଶୀର୍ଷରେ ପହଞ୍ଚିଥିବା ଦ୍ୱିତୀୟ ଦଳିତ ମୁଖ୍ୟ…
ସୀମାରୁ ମୋଦିଙ୍କ ବଡ଼ ଘୋଷଣା, ଥରିଲା ପାକିସ୍ତାନ!
ନୂଆଦିଲ୍ଲୀ, ୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ ଯବାନମାନଙ୍କ ସାହସିକତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି।…
ଗଞ୍ଜାମ ପୋଲିସକୁ ବଡ ସଫଳତା: ୨୦ ଅଭିଯୁକ୍ତ ଗିରଫ
ଛତ୍ରପୁର,୧୩୫(ସନ୍ତୋଷ ପାଢୀ/ଦିଲ୍ଲୀପ ସାମିଲ): ଗଞ୍ଜାମ ପୋଲିସ ଜିଲାକୁ ପୁଣି ବଡ ସଫଳତା ମିଳିଛି। ବେଆଇନ ଭାବେ ମାଉଜର, ଗୁଳି ଆଦି ରଖିବା ଏବଂ ବିିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ୨୦ ଜଣଙ୍କୁ ଗଂଜାମ ପୋଲିସ ଜିଲା ଅଧିନ ବିଭିନ୍ନ ଥାନା ପୋଲିସ…
ପ୍ରଧାନମନ୍ତ୍ରୀଙ୍କ ଘରେ ଲାଗିଲା ନିଆଁ, ଜଣେ ଗିରଫ
ଲଣ୍ଡନ,୧୩।୫: ଉତ୍ତର ଲଣ୍ଡନରେ ଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ନିଆଁ ଲଗାଇବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ବ୍ରିଟିଶ ପୋଲିସ ଜଣେ ୨୧…
ରୋହିତ-ବିରାଟଙ୍କ ସନ୍ୟାସ ପଛରେ ରହିଛି ହେଡ କୋଚଙ୍କ ହାତ? ଗମ୍ଭୀର ଯୁଗର ହେଲା ଆରମ୍ଭ…
ନୂଆଦିଲ୍ଲୀ,୧୩।୫: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି। ରୋହିତ ଶର୍ମା ଏବଂ ବିରାଟ କୋହଲି…
ଖରା ଛୁଟି କାଟୁଛନ୍ତି ପର୍ଯ୍ୟଟକ: ଟୟ ଟ୍ରେନ, ଦୋଳିର ମଜା ଉଠାଉଛନ୍ତି ଶିଶୁ
ଦାରିଙ୍ଗବାଡି, ୧୩।୫ (ଅରୁଣ ସାହୁ)- ପରୀକ୍ଷା ସରିଲା। ବିଭିନ୍ନ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ବାହାରିଲା। ଏବେ ବିଦ୍ୟାଳୟ ଛୁଟି ରହିଛି। ଏଭଳି ସମୟରେ ଶିଶୁ ପର୍ଯ୍ୟଟକମାନେ ଦାରିଙ୍ଗବାଡିରେ ଛୁଟି କାଟୁଛନ୍ତି। ଦାରିଙ୍ଗବାଡିର ହିଲଭିୟୁ ପାର୍କରେ ରହିଥିବା ଟୟ ଟ୍ରେନ ସମେତ…
ଟେଷ୍ଟ କ୍ରିକେଟ୍ରୁ ଅବସର ନେବାପରେ ପ୍ରେମାନନ୍ଦ ଜୀଙ୍କ ଶରଣ ପଶିଲେ ବିରୁଷ୍କା
ନୂଆଦିଲ୍ଲୀ,୧୩।୫: ନିକଟରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଛନ୍ତି କୋହଲି। ଉଭୟ ପ୍ରେମାନନ୍ଦ ମହାରାଜଙ୍କୁ…
ଦେଶପ୍ରେମର ଅନନ୍ୟ ଉଦାହରଣ: ୧୭ ନବଜାତ କନ୍ୟାଙ୍କ ନାମ ରଖାଗଲା ‘ସିନ୍ଦୂର’
ଲକ୍ଷ୍ନୌ,୧୩।୫: ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ, ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂର ନାମକୁ ଲୋକମାନେ ପସନ୍ଦ କରୁଛନ୍ତି। ସେମାନେ ସେମାନଙ୍କ ଝିଅଙ୍କ ନାମ ସିନ୍ଦୂର ରଖିଛନ୍ତି। କୁଶୀନଗର ଜିଲାରେ, ମେ…

