‘ଇସ୍ତଫା ଦେଲେ ବି ମୁଁ ଦେଶ ପାଇଁ ସଂଗ୍ରାମ ଜାରି ରଖିବି’
ନୂଆଦିଲ୍ଲୀ,୧୫ା୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୁଇ ଦିନ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ନଭେମ୍ବରରେ ଦିଲ୍ଲୀରେ ନିର୍ବାଚନ ହେବାକୁ କେଜ୍ରିଓ୍ବାଲ ମଧ୍ୟ ଦାବି କରିଛନ୍ତି। ଦଳୀୟ ମୁଖ୍ୟାଳୟରେ…
ଇସ୍ତଫା ଦେବେ କେଜରିଓ୍ବାଲ, କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। AAP କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ କରିବାର…
‘ଲେଟର ବମ’ ଫୁଟାଇଲେ କେଜରିଓ୍ବାଲ, କର୍ମୀଙ୍କୁ କହିଲେ…
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ରବି ଶଙ୍କର ଶୁକ୍ଲା ଲେନରେ ଅବସ୍ଥିତ ପାର୍ଟି ଅଫିସରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜରିୱାଲ ଭାରତ ମାତା କି ଜୟ ସ୍ଲୋଗାନରୁ ତାଙ୍କର…
ପଣ କଲେ ପ୍ରଶାନ୍ତ କିଶୋର, ଶାସନ କ୍ଷମତା ଆସିଲେ ଶେଷ ହୋଇଯିବ ଏହି ପ୍ରତିବନ୍ଧକ
ପାଟନା,୧୫।୯: ନିର୍ବାଚନ ରଣନୀତିଜ୍ଞ-ରାଜନେତା ପ୍ରଶାନ୍ତ କିଶୋର ଶନିବାର ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ତାଙ୍କ ଜନ ସୁରାଜ ପାର୍ଟି ରାଜ୍ୟରେ ସରକାର ଗଠନ କରନ୍ତି, ତେବେ ବିହାରରେ ଏକ ଘଣ୍ଟା ମଧ୍ୟରେ ମଦ ନିଷେଧ ହଟାଯିବ। ଅକ୍ଟୋବର ୨ରେ ଦଳର ଦଳର…
ଶେଖ ହାସିନାଙ୍କ ଫୋନ କଲ ଲିକ୍!, ବଢୁଛି ଉତ୍ତେଜନା
ନୂଆଦିଲ୍ଲୀ/ଢାକା,୧୫।୯: ବାଂଲାଦେଶରେ ଘଟିଥିବା ହିଂସା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତ ପଳାଇ ଆସିଥିଲେ। ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ପଡୋଶୀ ଦେଶରେ ଗଠିତ ମଧ୍ୟବର୍ତ୍ତୀ ସରକାର ହାସିନାଙ୍କ ପ୍ରତ୍ୟାବର୍ତ୍ତନ ଚାହୁଁଛନ୍ତି। ୟୁନୁସ ସରକାର ମଧ୍ୟ ଏଥିପାଇଁ ସମସ୍ତ ଉଦ୍ୟମ…
ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ
ଜାମସେଦପୁର,୧୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟାଟାନାଗର ଅର୍ଥାତ୍ ଜାମସେଦପୁରରେ ପହଞ୍ଚି ପାରିବେ ନାହିଁ। ଖରାପ ପାଗ ହେତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଖରାପ ପାଗ ଯୋଗୁଁ ରାଞ୍ଚିରୁ ଜାମସେଦପୁର ଅଭିମୁଖେ ଯାତ୍ରା ହୋଇପାରିବ ନାହିଁ। ସେ ରାଞ୍ଚିରୁ ଅନଲାଇନ…
ଜଙ୍ଗଲକୁ ଅଣଦେଖା, ବଢ଼ୁଛି ହାତୀ ମୃତ୍ୟୁ
ଭୁବନେଶ୍ୱର,୧୫ା୯(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ପରିବେଶ ଉତ୍ତପ୍ତ ହେଉଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଥିବା ଜଙ୍ଗଲ ଅସୁରକ୍ଷିତ ହୋଇପଡ଼ିଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ଅଗ୍ନିକାଣ୍ଡ ପାଇଁ ମଧ୍ୟ ଅନେକ…
କୋଲକାତା ବଳାତ୍କାର ହତ୍ୟା ଘଟଣାରେ ସିବିଆଇର ବଡ ଆକ୍ସନ, ସନ୍ଦୀପ ଘୋଷ…
କୋଲକାତା,୧୪।୯: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସିବିଆଇ ଏକ ବଡ ପଦକ୍ଷେପ ନେଇଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଶନିବାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ…
ମମତା କହିଲେ ମୋତେ ଏମିତି ଅପମାନ ନ କରାଯାଉ, ଡାକ୍ତରଙ୍କ ସହ ପୁଣି ଫେଲ ମାରିଲା ବୈଠକ
କୋଲକାତା,୧୪।୯: ପଶ୍ଚିମବଙ୍ଗର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହୋଇଥିବା ବୈଠକ ବିଫଳ ହୋଇଛି। ଏହାପୂର୍ବରୁ ଗୁରୁବାର ପଶ୍ଚିମବଙ୍ଗ ସରକାର ଡାକ୍ତରଙ୍କ ବୈଠକ…
ଡୋଭାଲଙ୍କ କମାଲ! ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ଶୁଭ ସଙ୍କେତ
କ୍ୱିଭ,୧୪।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ବର୍ତ୍ତମାନ ଫଳବତି ହେଉଥିବା ଜଣାପଡିଛି। ଗତ ଅଢେଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ପ୍ରଥମ ଥର ପାଇଁ ଉଭୟ ଦେଶ ପରସ୍ପର…
ପିଲାମାନଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନା ଶୁଭାରମ୍ଭ ନିମନ୍ତେ ମଙ୍ଗଳବାର ସ୍କୁଲ-କଲେଜ ଛୁଟି ଘୋଷଣା
ଭୁବନେଶ୍ୱର,୧୪।୯: ପିଲାମାନଙ୍କ ପାଇଁ ଖୁସି ଖବର। ୧୭ ତାରିଖ ଅର୍ଥାତ୍ ମଙ୍ଗଳବାର ଛୁଟି ରହିବ ସ୍କୁଲ ଓ କଲେଜ। ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ସ୍କୁଲ-କଲେଜ ଛୁଟି ରହିବ। ଏହା କେବଳ ଭୁବନଶ୍ୱେର ପାଇଁ ଲାଗୁ ହେବ। ବିଏମସି ଅଞ୍ଚଳରେ…
ବଳାତ୍କାର ସମୟରେ ନିଜ ପସନ୍ଦର ଅନ୍ତବସ୍ତ୍ର ପିନ୍ଧିବାକୁ ପୀଡ଼ିତାଙ୍କୁ…
ବେଙ୍ଗାଲୁରୁ,୧୪।୯: ପୂର୍ବତନ ଜେଡିଏସ ଏମପି ପ୍ରଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାରେ ଏସଆଇଟିର ତୃତୀୟ ଚାର୍ଜସିଟରେ ପ୍ରକାଶ ପାଇଛି ଯେ ସେ ପୀଡ଼ିତାଙ୍କୁ ନିଜ ପସନ୍ଦର ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟ କରୁଥିଲେ ଏବଂ ଘୃଣ୍ୟ କାର୍ଯ୍ୟ କରିବା ସମୟରେ ହସିବାକୁ…
Archives


