ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: କୋର୍ଟ
ପ୍ରୟାଗରାଜ,୪।୧୦: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଯଦି ଦୀର୍ଘ ସମୟ ଧରି ସହମତିରେ ଶାରୀରିକ ସମ୍ପର୍କ ହୁଏ ତେବେ ଏହାକୁ ବଳାତ୍କାର ବୋଲି ଧରାଯିବ ନାହିଁ। ଏହି ମନ୍ତବ୍ୟ ସହିତ ଜଷ୍ଟିସ ଅନିଷ କୁମାର ଗୁପ୍ତା ଅଭିଯୁକ୍ତ ଶ୍ରେୟ ଗୁପ୍ତାଙ୍କ ବିରୋଧରେ…
ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ
ଚୌଦ୍ୱାର,୪ା୧୦(ଆଶୁତୋଷ ଦାସ): କଟକ ଟାଙ୍ଗୀ ନର୍ଗୁଣ୍ଡ ରେଳଧାରଣା ଉପରେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଛ। ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀ ସାହିରେ ରହୁଥିବା ତିରୁପତି ରେଡ୍ଡୀ। ତାଙ୍କ ହାତଗୋଡ଼ ବାନ୍ଧି କେହି ରେଳଧାରଣାରେ ଶୁଆଇ ଦେଇଛନ୍ତି। ତେବେ କିଏ…
ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍’: ଭିଡିଓ ହେଉଛି ଭାଇରାଲ୍..
ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା ହାଇ କମିଶନଙ୍କ ସମ୍ମୁଖରେ ଥିବା ରାସ୍ତାର ନାମ ‘ଜାମାଇକା ରୋଡ’ ରଖାଯାଇଛି, ଯାହାକି ଭାରତ-ଜାମାଇକା…
‘ସବୁ ଲୋକ ଦେଖାଣିଆ…’, କ୍ରିକେଟର ମହମ୍ମଦ ଶାମି ଝିଅକୁ ଦେଖା କରିବା ସମୟରେ ହସିନ ଜାହାନ ଦେଲେ ବିବାଦୀୟ ବୟାନ
ନୂଆଦିଲ୍ଲୀ,୪।୧୦: ନିକଟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କ ଝିଅ ସହିତ ଏକ ଭିଡିଓ ଶେୟାର କରିଥିଲେ, ଯେଉଁ ଭିଡିଓକୁ ଦେଖି ପ୍ରଶଂସକମାନେ ବହୁତ ଲାଇକ୍ କରିଛନ୍ତି। କିନ୍ତୁ, ବର୍ତ୍ତମାନ ହସିନ ଜାହାନ ଶାମିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।…
ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଛି
ଛେନାପଦି,୪ା୧୦(ନିରାକାର ପରିଡ଼ା): ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆ ଚାଷର ଅଗ୍ରଗତି ନେଇ ପ୍ରୟାସ କରାଯାଉଛି। ମିଲେଟ୍ ମିଶନ ଜରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟ ବିକ୍ରି ପାଇଁ ଅନେକ ଷ୍ଟୋର ଖୋଲାଯାଉଥିବା ବେଳେ ପ୍ରଚାର ପ୍ରସାର ପାଇଁ ଅର୍ଥ ବରାଦ ହେଉଛି। ଚାଷୀଙ୍କୁ…
୧୮ ଲକ୍ଷ ଟଙ୍କାର ଯୋଗ୍ୟ ନୁହନ୍ତି ହାର୍ଦ୍ଦିକ ପାଣ୍ଡ୍ୟା: ଆଇପିଏଲ୍ ନିଲାମ ପୂର୍ବରୁ ପୂର୍ବତନ କ୍ରିକେଟର୍ କହିଦେଲେ ଏମିତି କଥା
ନୂଆଦିଲ୍ଲୀ,୪।୧୦: ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ରିଟେସନ୍ ନିୟମ ପ୍ରକାଶ ପାଇଛି। ବର୍ତ୍ତମାନ ଗୋଟିଏ ଦଳ ୬ ଜଣ ଖେଳାଳିଙ୍କୁ ବଜାୟ ରଖିବାରେ ସକ୍ଷମ ହେବେ। ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ ମୁଡିଙ୍କଠାରୁ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି…
ଆଜି କ୍ୱାର୍ଟର ଛାଡ଼ିବେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୪ା୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ। ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବାକୁ ସୁରକ୍ଷା ଅଧିକାରୀ ମିନି ଟ୍ରକ୍କୁ ତାଙ୍କ ବାସଭବନରେ ପ୍ରବେଶ କରିବାକୁ ଅନୁମତି…
ଟି-୨୦ ବିଶ୍ୱକପ୍ ପରେ ମୋ ଜୀବନ…ମନର କଥା ଖୋଲି କହିଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୪।୧୦: ନିକଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତୀୟ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଛି। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି-୨୦…
ପରିବର୍ତ୍ତନ ଧାରାରେ ଅଫିମ ଚାଷୀ
ବାରିପଦା, ୪ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦିନ ଥିଲା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଲୋକେ ଅଫିମ ଚାଷ କରୁଥିଲେ। ପୋଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ ଭୟାତୁର ଜୀବନ ଅତିବାହିତ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି। ଚାଷ ସମ୍ପର୍କରେ ଅଜ୍ଞ…
ପ୍ରତିଜ୍ଞା ଭାଙ୍ଗିଲେ କ୍ରିକେଟର୍ ରଶିଦ ଖାନ: ଶେଷରେ ହାତକୁ ଦି’ ହାତ ହେଲେ
କାବୁଲ,୨।୧୦: ଆଫଗାନିସ୍ତାନର ତାରକା ସ୍ପିନର ରଶିଦ ଖାନ ବିବାହ କରିଛନ୍ତି। ରସିଦ ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିବାହ କରିଥିଲେ। ଆଫଗାନିସ୍ତାନ ସ୍ପିନରଙ୍କ ବିବାହ ପାଶ୍ଟୁନ ରୀତିନୀତି ଅନୁଯାୟୀ ହୋଇଥିଲା। ସେ ଅକ୍ଟୋବର ୩ରେ ବିବାହ କରିଥିଲେ। ତାଙ୍କ ବିବାହରେ ଆଫଗାନିସ୍ତାନର ସମସ୍ତ…
ଏଇ ଭାରତରେ
ଉତ୍ତରପ୍ରଦେଶ ସମ୍ବଲ ଜିଲାର ଜୀବନରେଖା ହେଉଛି ସୋତ୍ ନଦୀ। ଏହା ଜବରଦଖଲ ଯୋଗୁ ବହୁ ଦଶନ୍ଧି ହେଲା ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ହେଲେ ସମ୍ବଲର ପୂର୍ବତନ ଜିଲାପାଳ ମନିଶ ବନ୍ସଲଙ୍କ ଚେଷ୍ଟା ଯୋଗୁ ୧୧୦କି.ମି. ଦୀର୍ଘ ଏହି ନଦୀର ପୁନରୁଦ୍ଧାର…
ଭାଗବତର ଆହ୍ବାନ
ଗୋ ଶ୍ରୀମଦ୍ ଭାଗବତର ସ୍ଥାନ ଓ ଆହ୍ବାନ ବିଚାର୍ଯ୍ୟ। ଭାରତୀୟ ପ୍ରଜ୍ଞାମାନସ ବେଦରୂପୀ କଳ୍ପବୃକ୍ଷର ପରିପକ୍ୱ ସୁମିଷ୍ଟ ଫଳ ‘ଭାଗବତ’ ମୁକ୍ତିମାର୍ଗର ସୋପାନ। ଭଗବାନଙ୍କ ସାକ୍ଷାତ ଶବ୍ଦମୟୀ ମୂର୍ତ୍ତି। ସନାତନ ସଂସ୍କୃତିର ଅମୂଲ୍ୟରନତ୍। ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରେ ଶ୍ରୀମଦ୍ ଭାଗବତ ମହାପୁରାଣର…
Archives


