Home

ମୁନିରଙ୍କୁ ସତରେ କ’ଣ US ମିଲିଟ୍ରି ପରେଡ ପାଇଁ ମିଳିଛି ନିମନ୍ତ୍ରଣ? ସଫେଇ ଦେଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୧୫।୬: ଶନିବାର (୧୪ ଜୁନ) ଆମେରିକାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଦିନ ଏବଂ ଆମେରିକୀୟ ସେନା ପ୍ରତିଷ୍ଠାର ୨୫୦ତମ ବାର୍ଷିକୀ। ଏହି ଐତିହାସିକ ଅବସର ୱାଶିଂଟନ ଡିସିରେ ଏକ ମହାନ ସାମରିକ ପରେଡ ସହିତ ପାଳନ…

ଅଦ୍ଭୁତ ସଂଯୋଗ: ଦିନେ ୧୧ଏ ସିଟ୍‌ରେ ବସିଥିଲେ ଅଭିନେତା, ଭୟଙ୍କର ଭାବେ କ୍ରାଶ୍‌ ହେଲା ପ୍ଲେନ, ତା’ ପରେ…

ଅହମଦାବାଦ, ୧୫।୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ବିଶ୍ବରେ ସୃଷ୍ଟି କରିଛି ଆଲୋଡ଼ନ । ଅହମ୍ମଦାବାଦ ଏୟାରପୋର୍ଟରୁ ଟେକ୍ ଅଫ୍ କରିବାର ମାତ୍ର ୩୦ରୁ ୩୫ ସେକେଣ୍ଡ ଭିତରେ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଏକ ମେଡିକାଲ କଲେଜ ହଷ୍ଟେଲ କୋଠାରେ…

ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୧୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଗୋରୁପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ପ୍ରକାଶ ଯେ, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାଜପଥରେ ଏବେ ଗାଡ଼ିସଂଖ୍ୟା ବୃଦ୍ଧିପାଇଛି। ବ୍ରହ୍ମପୁରଠାରୁ ଭବାନୀପାଟଣା, ବାଲିଗୁଡ଼ା,…

ପାଇଲଟଙ୍କ ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ, ୪ ମାସ ତଳେ ହୋଇଥିଲେ ଯମଜ ସନ୍ତାନଙ୍କ ପିତା

ଡେରାଡୁନ,୧୫।୬: ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ପାଇଲଟ ରାଜବୀର ସିଂହ ପ୍ରାଣ ହରାଇଛନ୍ତି। ରାଜବୀର ସିଂହ ୧୪ ବର୍ଷ ଧରି ସେନାରେ ସେବା କରିବା ପରେ ଅବସର ନେଇଥିଲେ। ସେ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ଥିଲେ। ଏବେ ମୁଖ୍ୟମନ୍ତ୍ରୀ…

ଏମିତି ନିଷ୍ପତ୍ତି ନେଲା ସୌଦି ଆରବ, ଭାରତ ସହ ୧୪ ଦେଶ ପାଇବେ ଲାଭ

ରିୟାଦ/ନୂଆଦିଲ୍ଲୀ,୧୫।୬: ହଜ -୨୦୨୫ ପରେ ସୌଦି ଆରବ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଅନ୍ୟାନ୍ୟ ୧୨ଟି ଦେଶ ପାଇଁ ବ୍ଲକ ୱାର୍କ ଭିଜା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦେଇଛି। ସୌଦି ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ ଏହି…

ବିମାନ ଦୁର୍ଘଟଣାରେ କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ଏତେ ଟଙ୍କା ସହାୟତା ଘୋଷଣା କରି ହୃଦୟ ଜିତିଲା ଟାଟା ଗ୍ରୁପ

ଅହମଦାବାଦ,୧୫।୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଜୁନ ୧୨ ତାରିଖରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ୨୭୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ କେବଳ ବିମାନରେ ଥିବା ଯାତ୍ରୀ ନଥିଲେ ବରଂ ବାହାରେ ଥିବା…

ଗର୍ଭବତୀ ଥିବା ସତ୍ତ୍ୱେ ଯୌତୁକ ପାଇଁ ମୋନାଲିସାଙ୍କୁ ହତ୍ୟା, ଅଭିଯୋଗ ପରେ ବନ୍ଧା ହେଲେ ସ୍ବାମୀ

ତିହିଡ,୧୫।୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ…

କ୍ରିକେଟ ନିୟମରେ ବଡ଼ ପରିବର୍ତ୍ତନ: ଏଣିକି ବାଉଣ୍ଡ୍ରି ବାହାରେ ବାରମ୍ବାର ଡେଇଁ ଫିଲ୍ଡର…

ନୂଆଦିଲ୍ଲୀ,୧୫।୬: ମେରିଲେବୋନ କ୍ରିକେଟ କ୍ଲବ (MCC) କ୍ରିକେଟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି ଯାହା ଏହି ମାସରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଖେଳ ନିୟମରେ ଅନ୍ତର୍ଭୁକ୍ତ ହେବ। ଏହି ନୂତନ ନିୟମ ଅନୁଯାୟୀ, ଫିଲ୍ଡରମାନେ ଆଉ ସୀମା ରେଖା…

ବାହା ହେବେ SRHର ମାଲିକାଣୀ କାବ୍ୟା ମାରନ? ଏମିତି କହିଲେ ମ୍ୟୁଜିସିଆନ ଅନିରୁଦ୍ଧ ରବିଚନ୍ଦର

ମୁମ୍ବାଇ,୧୫।୬: ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିଷୟରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ କାବ୍ୟା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତାଙ୍କ ଭବିଷ୍ୟତ ସ୍ବାମୀ ହେଉଛନ୍ତି ଅନିରୁଦ୍ଧ ରବିଚନ୍ଦର, ଯିଏ…

ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ୧୫୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୫।୬: ଶନିବାର ବିଳମ୍ବିତ ରାତିରେ ଇରାନ ଏବଂ ଇସ୍ରାଏଲ ପରସ୍ପର ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି। ଉଭୟ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ୪୮ ଘଣ୍ଟା ଧରି ଚାଲିଛି। ଇସ୍ରାଏଲ ଦାବି…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଲା ଆମେରିକା! ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

ଓାଶିଂଟନ, ୧୫।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଆମେରିକା ବା ତା’ର ବନ୍ଧୁ ରାଷ୍ଟ୍ର ବିରୋଧରେ କୌଣସି ଆକ୍ରମଣ କରେ, ତେବେ ଆମେରିକାର ପୁରା ସେନା ଆକ୍ରମଣ କରିବ।…

ପୁଣିଥରେ ଭାଇରାଲ ହେଲେଣି ଭାଇରାଲ ଗର୍ଲ ମୋନାଲିସା,ରୋଜଗାରକୁ ନେଇ…

ମୁମ୍ବାଇ,୧୬।୫: ୨୦୨୫ର ମହାକୁମ୍ଭରେ ମାଳା ବିକ୍ରୟ କରିଥିବା ମୋନାଲିସା ଭୋଁସଲେ ଆଜି ଇଣ୍ଟରନେଟ ସେନସେସନ ପାଲଟିଛନ୍ତି। ମହାକୁମ୍ଭରୁ ଭାଇରାଲ ହେବା ପରେ ତାଙ୍କ ଭାଗ୍ୟ ଏତେ ଚମକି ଉଠିଲା ଯେ ତାଙ୍କ ପାଇଁ ଫିଲ୍ମ ଜଗତର ଦ୍ୱାର ଖୋଲିଗଲା। ସମ୍ପ୍ରତି ମୋନାଲିସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?