Home

ଭାରତକୁ ସହାୟତା ଗୁହାରି କଲା ଲେବାନନ୍‌

ନୂଆଦିଲ୍ଲୀ,୮ା୧୦: ଇସ୍ରାଏଲର ଗାଜା ଏବଂ ଲେବାନନ ଉପରେ ହୋଇଥିବା ଆକ୍ରମଣକୁ ନେଇ ଲେବାନନ ରାଷ୍ଟ୍ରଦୂତ ରବି ନାରାଶ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପର୍ଯ୍ୟସ୍ତ ବୋଲି କହିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ଆକ୍ରମଣ ଯୋଗୁ ହଜାର ହଜାର ଲୋକ ପ୍ରାଣ…

ଗଣତି ପୂର୍ବରୁ ବଡ ବୟାନ ଦେଲେ ଓମାର ଅବଦୁଲ୍ଲା

ଶ୍ରୀନଗର,୮।୧୦: ଜମ୍ମୁ କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଗଣନା ଚାଲିଛି। ପ୍ରଥମ ପର୍ଯ୍ୟାୟ ଗଣନାରେ ଜମ୍ମୁ କଶ୍ମୀରରେ ଭାଜପା ଏବଂ କଂଗ୍ରେସ-ଏନସି ମେଣ୍ଟ ମଧ୍ୟରେ ଏକ କଡା ପ୍ରତିଯୋଗିତା ହେଉଛି। ଏବେ ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ…

ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ, ଆଗରେ ଫୋଗାଟ, ଜାଣନ୍ତୁ ଭିଆଇପି ସିଟ୍‌ର ପରିଣାମ

ନୂଆଦିଲ୍ଲୀ,୮।୧୦: ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ମଙ୍ଗଳବାର ସକାଳୁ ଆସିବାରେ ଲାଗିଛି। ଏଠାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି, ଭୁପିନ୍ଦର ସିଂ ହୁଡ୍ଡା, ଭିନେଶ ଫୋଗାଟ, ସଞ୍ଚିତ ସିଂ ଚୌଟାଲା, ଦୁଷ୍ୟନ୍ତ ଚୌଟାଲା, ଗୋପାଳ କାଣ୍ଡା,…

ଏଇ ଭାରତରେ

କର୍ନାଟକର ସୁରେଶ ଏସ୍‌ ଆର ଓ ତାଙ୍କ ସ୍ତ୍ରୀ ମୈଥିଲି ଗୁଆ ଗଛର ପତ୍ର ଓ ଖୋଳପାରୁ କୃତ୍ରିମ ଚମଡ଼ା ଭଳି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହାକୁ କୁହାଯାଉଛି ଭେଗାନ ଲେଦର। ଏହା ଏକ ପରିବେଶ ଉପଯୋଗୀ କାର୍ଯ୍ୟ। କାରଣ ପଶୁ…

କଂଗ୍ରେସର ସୁନାମି, ଜମ୍ମୁ-କଶ୍ମୀରରେ ପଛେଇ ଯାଉଛି ଭାଜପା

ନୂଆଦିଲ୍ଲୀ,୮।୧୦: ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କଂଗ୍ରେସ ହରିୟାଣାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏଥି ସହିତ ଜମ୍ମୁ କଶ୍ମୀରରେ ଭାଜପା ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ତେବେ…

ଗରିବର ଇଜ୍ଜତ

ଗରିବ ଲୋକର ହାତର ଅଙ୍ଗୁଳି ଓ ହୃଦୟ ବୋଧହୁଏ ଗୋଟିଏ ଶରୀରରେ ଅବସ୍ଥିତ ନୁହେଁ ଅବା ରାଜନେତାମାନେ ଏ ବିଷୟରେ ଅବଗତ ନାହାନ୍ତି, ନ ହେଲେ ଶରୀରଠୁ ଶାଖା-ପ୍ରଶାଖା ଭଳି ବାହାରିଥିବା ହାତର ଯେଉଁ ଅଙ୍ଗୁଳିଗୁଡ଼ିକ ବ୍ୟବହାର କରି ସେମାନଙ୍କଠୁ ଭୋଟ…

ଭଗବାନଙ୍କ ନାଁରେ ମିଛ

ବଞ୍ଚିବା ଲାଗି ଖାଦ୍ୟ ଦରକାର ଏବଂ ଖାଦ୍ୟ ଦୃଷ୍ଟିରୁ ଦୁନିଆରେ ପ୍ରତ୍ୟେକ ଜୀବନ୍ତ ଜିନିଷ ଦୁଇ ଭାଗରେ ବିଭକ୍ତ – ଗୋଟିଏ ଆତ୍ମଜୀବୀ ବା ଅଟୋଟ୍ରଫିକ୍‌, ଅନ୍ୟଟି ପରଜୀବୀ ବା ହେଟେରୋଟ୍ରଫିକ୍‌। ଅଟୋଟ୍ରଫିକ୍‌ ଜୀବଟି ନିଜେ ଅଖାଦ୍ୟ ନିର୍ଜୀବ ବସ୍ତୁରୁ ଖାଦ୍ୟ…

ଭାରତରେ ନିଶା

ଚଳିତ ମାସର ପ୍ରଥମ ସପ୍ତାହରେ ଭାରତର ବିଭିନ୍ନ ସ୍ଥାନରୁ ୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ବା ମାଦକଦ୍ରବ୍ୟ ଜବତ ହୋଇସାରିଲାଣି। ଏହା ଦେଶ ଭିତରେ ଏକ ବଡ଼ ଏବଂ ସକ୍ରିୟ ବେଆଇନ ନିଶା କାରବାର ଦିଗକୁ ସୂଚିତ କରୁଛି।…

କାମ କରିବ ରାହୁଲଙ୍କ ଫର୍ମୁଲା! ଏବେଠାରୁ ଖୁସି ମନାଇଲାଣି କଂଗ୍ରେସ

ନୂଆଦିଲ୍ଲୀ,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳକୁ ଅପେକ୍ଷା କରାଯାଇଛି। ଗଣନା ସହିତ, ଫଳାଫଳ ସମ୍ବନ୍ଧୀୟ ଚିତ୍ର ସ୍ପଷ୍ଟ ହେବା ଆରମ୍ଭ କରିବ। କିନ୍ତୁ ଟ୍ରେଣ୍ଡ ପୂର୍ବରୁ କଂଗ୍ରେସ ଉତ୍ସବ ପାଳନ କରିବା ଆରମ୍ଭ କରିଛି। ହରିୟାଣା ନିର୍ବାଚନ ଏବଂ ଜମ୍ମୁ କଶ୍ମୀର…

ଆରମ୍ଭ ହେଲା ଭୋଟ ଗଣତି: ହରିୟାଣାରେ କଂଗ୍ରେସ ଆଗରେ, ଜମ୍ମୁ-କଶ୍ମୀରରେ ଜୋରଦାର ଟକ୍କର

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ସକାଳୁ ଆସିଛି । ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟଗୁଡିକ ବର୍ତ୍ତମାନ ଗଣନା କରାଯାଉଛି। ପ୍ରାରମ୍ଭିକ ଗଣନାରେ କଂଗ୍ରେସ…

ଡ୍ରିମ୍‌ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ

ଭୁବନେଶ୍ୱର,୮।୧୦ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଶିଳ୍ପ ତାଲିମ କେନ୍ଦ୍ର (ଡ୍ରିମ୍‌ସ ଆଇଟିଆଇ)ର ସଂଖ୍ୟାଧିକ ଛାତ୍ର ରେକର୍ଡସଂଖ୍ୟକ କ୍ୟାମ୍ପସ ନିଯୁକ୍ତି ହାସଲ କରିଛନ୍ତି। ଏପରିକି ଡ୍ରିମ୍‌ସ ପରିସରରେ ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଚାଲିଥିବା…

ସଚିନ ବିଓବିର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୮।୧୦: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‘ପ୍ଲେ ଦି ମାଷ୍ଟର ଷ୍ଟ୍ରୋକ୍‌’ ଅଭିଯାନର ଶୁଭାରମ୍ଭ କରାଯାଇଛି। ସେହିପରି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri