ଆଶା ଆଶଙ୍କାରେ ସିରିଆ
ଡମାସ୍କସ୍,୯ା୧୨: ମାତ୍ର ୩ ଦିନ ଭିତରେ ସିରିଆର ବିଦ୍ରୋହୀ ଫାଇଟର୍ସ ଗୋଟିଏ ପରେ ଗୋଟିଏ ସହର ଦଖଲ କରି ବଶର ଅଲ୍-ଅସାଦ୍ ସାମ୍ରାଜ୍ୟର ପତନ ଘଟାଇବାରେ ସଫଳ ହେଲେ। ଏହାର ଶ୍ରେୟ ସିରିଆର ସବୁଠୁ ଶକ୍ତିଶାଳୀ ସଶସ୍ତ୍ର ବିରୋଧୀ ହୟାତ୍ ତହରିର ଅଲ୍-ଶାମ…
ଆଜି ୬ ଜିଲାରେ ବର୍ଷା, ୧୨ରୁ ବଢ଼ିବ
ଭୁବନେଶ୍ୱର,୯ା୧୨(ଅନୁରାଧା ମହାରଣା): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରବିବାର ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଅନ୍ୟପଟେ ବର୍ତ୍ତମାନ…
ବିରୋଧୀଙ୍କୁ କଡ଼ା ଜବାବ ଦେଲେ ଶିନ୍ଦେ
ମୁମ୍ବାଇ,୮।୧୨: ରବିବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ବିଷୟରେ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କ ଆଦେଶ ଗ୍ରହଣ ନକରିବାକୁ ସେ ବିରୋଧ କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶିନ୍ଦେ କହିଛନ୍ତି…
ରହସ୍ୟମୟ ଭାବେ ହଜିଗଲା ରାଷ୍ଟ୍ରପତିଙ୍କ ବିମାନ! କୁହାଯାଉଛି ପଳାୟନ ସମୟରେ ହୋଇଛି ମୃତ୍ୟୁ
ଦାମସକସ,୮।୧୨: ସମ୍ପ୍ରତି ସିରିଆରେ ଘଟିଥିବା ଘଟଣାରେ ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ ଦାମସକସ ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ଯାହା ପରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ଦେଶ ଛାଡି ଚାଲିଯିବାର ଖବର ପ୍ରକାଶ ପାଇଛି। ତଥାପି, ସେମାନଙ୍କର ଅବସ୍ଥାନ ଏବଂ ଅବସ୍ଥା ବିଷୟରେ ଏପର୍ଯ୍ୟନ୍ତ କୌଣସି…
ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ ମହମ୍ମଦ ୟୁନୁସ! କାହିଁକି ଭାଜପା ପରେ ଏମିତି କହିଲେ ଏହି ନେତା
ନୂଆଦିଲ୍ଲୀ,୮।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ଦିଆଯାଇଥିବା ନୋବେଲ ପୁରସ୍କାର ପ୍ରତ୍ୟାହାର ସମ୍ପର୍କରେ ଭାଜପା ଏମପି ଜ୍ୟୋତିର୍ମୟ ମହତୋ ନୋବେଲ କମିଟିକୁ ଏକ ଚିଠି ଲେଖିଛନ୍ତି। ଶନିବାର (ଡିସେମ୍ବର ୮, ୨୦୨୪) ରେ ଭାଜପା ଏମପି ନୋବେଲ କମିଟିକୁ ଲେଖିଥିବା…
ଫିଟୁନି ମହାରାଷ୍ଟ୍ରର ଅଡୁଆ ସୂତା, ମନ୍ତ୍ରିମଣ୍ଡଳକୁ ନେଇ ରହିଛି ସସପେନ୍ସ
ମୁମ୍ବାଇ,,୮।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପରେ ବିଭାଗ ବଣ୍ଟନକୁ ନେଇ ଆଲୋଚନା ଚାଲିଛି। ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶପଥ ଗ୍ରହଣ କରିଥିଲେ ମଧ୍ୟ କ୍ୟାବିନେଟର ସମ୍ପ୍ରସାରଣ ଏବଂ ବିଭାଗ ଆବଣ୍ଟନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରି…
ଭୀମ ଭୋଇ ଭଜନ ସଙ୍ଗୀତ, ମାନବବାଦ ମହିମା ସାହିତ୍ୟ ଆଲୋଚନାଚକ୍ର
ଭୁବନେଶ୍ୱର,୮ା୧୨ (ବନ୍ଦନା ସେଠୀ): ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଭୁବନେଶ୍ୱର ଏବଂ ସନ୍ଥ କବି ଭୀମଭୋଇ ଅଲେଖ ବ୍ରହ୍ମ ଟ୍ରଷ୍ଟ ପକ୍ଷରୁ ଭୀମଭୋଇ ଭଜନ ସଙ୍ଗୀତ ଓ ମାନବବାଦ ମହିମା ସାହିତ୍ୟ ଆଲୋଚନାଚକ୍ର ଶନିବାର ସୂଚନାଭବନରେ ଅନୁଷ୍ଠିତ ହୋଇଯାଇଛି। ମହିମା…
ଦେଶ ଛାଡି ପଳାୟନ କରୁଥିଲେ ରାଷ୍ଟ୍ରପତି, ବାଟରେ ବିମାନ ହେଲା କ୍ରାଶ୍! ଦେଖନ୍ତୁ ଭୟଙ୍କର ଚିତ୍ର
ଡାମାସକସ୍,୮।୧୨: ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁସାରେ, ତାଙ୍କ ବିମାନ ଆକାଶରେ ୫୦୦ମିଟର ଉଚ୍ଚରୁ ଖସିପଡିଥିଲା। ବିମାନଟି ଦୁର୍ଘଟଣା ପୂର୍ବରୁ ରାଡାରରୁ…
OAS ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ, କାର୍ଯ୍ୟରେ ଯୋଗ ନ ଦେଲେ ନିଲମ୍ବନ
ଭୁବନେଶ୍ୱର,୮।୧୨: OAS ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ । ବଦଳି ହୋଇ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବା ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ କଡା ଚେତାବନୀ । ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦିଅ, ନଚେତ…
ଆଡିଲେଡ ଟେଷ୍ଟ ହାରିବାର ଅସଲ କାରଣ କହିଲେ ରୋହିତ ଶର୍ମା
ଆଡିଲେଡ,୮।୧୨: ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ହାତରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ ଡିସେମ୍ବରରୁ ଖେଳାଯିବ। ପିଙ୍କ ବଲ ଟେଷ୍ଟରେ ପରାଜୟ ସହ ଭାରତୀୟ ଦଳ ହାତରୁ ଅଗ୍ରଣୀ ହେବାର ଆଶା ମଉଳି ଯାଇଛି।…
ମୁକ୍ତ ହେଲା ସିରିଆ…କେମିତି ଆଉ କିଏ କଲେ ଅସଦ ରାଜର ଅନ୍ତ!
ଦାମସକସ,୮।୧୨: ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ବିଦ୍ରୋହୀମାନେ ସିରିଆର ରାଜଧାନୀ ଦମିସ୍କକୁ କାବୁ କରିଛନ୍ତି। ସେନା ବିଦ୍ରୋହୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦ ଦେଶ ଛାଡି ପଳାୟନ କରିଛନ୍ତି। ସିରିଆର ସେନା କମାଣ୍ଡର ଅସଦ…
ଦେଶ ଛାଡି ପଳାଇଲେ ସିରିଆ ରାଷ୍ଟ୍ରପତି, ଏହି କାରଣ ପାଇଁ ବଢୁଛି ଇସ୍ରାଏଲର ଚିନ୍ତା
ଦାମସକସ,୮।୧୨: ସିରିଆର ବିଦ୍ରୋହୀମାନେ ପୁଣି ଥରେ ସରକାରଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡିଥିବା ଖବର ରହିଛି। ସମସ୍ତ ଘଟଣାକ୍ରମ ହେତୁ ବର୍ତ୍ତମାନ ଇସ୍ରାଏଲ ମଧ୍ୟ ଭୟଭୀତ ଅନୁଭବ କରୁଛନ୍ତି। ଏକ ଭୟ ରହିଛି ଯେ…
Archives


