Home

‘ମିଡିଲ-ଇଷ୍ଟ, ଆମେରିକା, ୟୁରୋପ ଯିବାକୁ ଥିବା ଫ୍ଲାଇଟ ରଦ୍ଦ’, ଏୟାର ଇଣ୍ଡିଆ ସମେତ ଅନେକ ଏୟାରଲାଇନ୍ସ ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ,୨୪।୬: ଇରାନ ଆମେରିକାର ଯୁଦ୍ଧବିରତି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ଇରାନ କାତାରରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିବା ପରେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି (ମଧ୍ୟପ୍ରାଚ୍ୟ ବିବାଦ) ସୃଷ୍ଟି ହୋଇଛି, ଯାହାର ସବୁଠାରୁ ବଡ଼ ପ୍ରଭାବ ବିମାନ ଚଳାଚଳ…

ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେଡି-ଭାଜପା କର୍ମୀ ମୁଁହାମୁହିଁ

ଆଠଗଡ଼,୨୪।୬: ପଞ୍ଚାୟତ ବୈଠକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ଭାଜପା ବିଜେଡି କର୍ମୀ ମୁଁହାମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ମୃତୟନ କରାଯାଇଛି। ଆଠଗଡ ବ୍ଲକରେ ଆଜି ପଞ୍ଚାୟତ ବୈଠକରେ ଆଠଗଡ ବିଧାୟକ ଯୋଗ ଦେବାର ଥିଲା। ବିଧାୟକ ଯୋଗ ଦେବା…

ଅସ୍ତ୍ରବିରତିକୁ ନେଇ ମୁହଁ ଖୋଲିଲା ଇସ୍ରାଏଲ: ଟ୍ରମ୍ପଙ୍କୁ ଥ୍ୟାଙ୍କ୍‌ ୟୁ, ଇରାନକୁ ଚେତାବନୀ

ଜେରୁଜେଲମ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଇରାନ-ଇସ୍ରାଏଲ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଇସ୍ରାଏଲ ସରକାର। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯଦି ଇରାନ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରେ,…

୨ ଫୋନ୍‌ କଲ୍‌ ରୋକିଲା ଯୁଦ୍ଧ! ଶେଷପର୍ଯ୍ୟନ୍ତ ହାର୍‌ ମାନିଲାନି ଇରାନ

ଓ୍ବାଶିଂଟନ୍‌,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କତାରର ସୁପାରିଶରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରାମ ମଧ୍ୟସ୍ଥତା କରିଛନ୍ତି। ଇରାନ କତାର ଉପରେ ମିଶାଇଲ୍‌ ମାଡ଼ କରିବା ମାତ୍ରେ କତାରର ଆମୀର ଏବଂ ପ୍ରଧାନମନ୍ତ୍ରୀ ଆମେରିକାର ସହାୟତା ଲୋଡିଥିଲେ। କତାରର ସୁପାରିଶରେ…

କୁମ୍ଭୀର କାନ୍ଦଣା କାନ୍ଦି ଫେରିଥିବା ବିଲାଓ୍ବଲଙ୍କୁ ଶହବାଜ କଲେ ଖୁବ ପ୍ରଶଂସା, ହେଲେ ମୋଦିଙ୍କୁ ନେଇ କହିଲେ…

ଇସଲାମାବାଦ,୨୪।୬: ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସୋମବାର (ଜୁନ ୨୩, ୨୦୨୫) ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ-ଜରଦାରୀ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ କୂଟନୈତିକ ପ୍ରତିନିଧିମଣ୍ଡଳର ପ୍ରଶଂସା କରିଛନ୍ତି, ଯେଉଁମାନେ ସାରା ବିଶ୍ୱରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର…

କଲଭର୍ଟରେ ଦବିଲା ପାଇପ ବୋଝେଇ ଟ୍ରକ: ନିମ୍ନମାନର ରାସ୍ତା କାମକୁ ଦାୟୀ କଲେ ଚାଳକ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି -ବୁଡ଼ାଗୁଡା ରାସ୍ତାରେ ଅଘଟଣ ଦେଖିବାକୁ ମିଳିଛି। ଗତକାଲି ଗୁମା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଡାଇଭର୍ଶନ ରାସ୍ତା ଧୋଇଯିବାର କିଛି ଘଣ୍ଟା ବିତିଯାଇଥିବାବେଳେ ସେହି ରାସ୍ତାର ୫୯ନଂ…

କେନାଲରେ ଖସିପଡ଼ିଲେ ବୃଦ୍ଧା: ଚାଲିଗଲା ଜୀବନ

ପାଟଣା,୨୪।୬(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ରସପଡା କେନାଲରୁ ମଙ୍ଗଳବାର ସକାଳୁ ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଜଣକ ସାହାର ପଡ଼ା ବ୍ଲକ ତେଣ୍ଡରା ଗ୍ରାମର ଶଙ୍ଖାଳି ପାତ୍ରଙ୍କ ସ୍ତ୍ରୀ ବାସନ୍ତୀ ପାତ୍ର। ମଙ୍ଗଳବାର ସକାଳୁ କେନାଲରେ…

୨ ଦିନ ବିତିଲା, ମରାମତି ନୋହିଲା: ସର୍କସ ଭଳି ନଦୀ ପାର ହେଉଛନ୍ତି ବାଇକ ଆରୋହୀ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଚ୍ଛିନ୍ନ ଘଟଣାର ପାଖାପାଖି ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର…

ହଠାତ୍‌ କୂଅରେ ଗଳି ପଡ଼ିଲା ହାତୀ; ଘେରିଗଲେ ସାଥୀ: ବନବିଭାଗ ପହଞ୍ଚିବାରୁ…

ମୋରଡା,୨୪/୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ ହାତୀ କୂଅରେ ପଡିଥିବାର ଦେଖିବାକୁ ମିଳିଛି l ସୂଚନା ମୁତାବକ, ସୋମବାର ମଧ୍ୟରାତ୍ରିରେ ଉକ୍ତ ରେଞ୍ଜ ଅଧୀନ ଝାଟିଅ ପଂଚାୟତର ହରିଣାଶୋଳ ଗ୍ରାମର ଟିଆଖାଳିରେ ଏକ ୧୪ ଟିକିଆ ହାତୀପଲ…

ଘରେ ଖାଇ ଶୋଇଥିଲେ ଭାଇ-ଭଉଣୀ, କାମୁଡ଼ିଦେଲା ସାପ: ଆଉ ତା’ପରେ…

ବଲାଙ୍ଗୀର, ୨୪।୬( ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ମାଲଗୋଦାମ ପଡ଼ାରେ ସୋମବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ସାପ କାମୁଡ଼ାରେ ଦୁଇ ଭଉଣୀ ଭାଇଙ୍କ ମୃତ୍ୟୁ ହୋଇଛି। ରାତିରେ ଖାଇ ସାରିବା ପରେ ଅବଦୁଲ ରହେମାନଙ୍କ ପୁଅ ଦୁଃଖିଶ୍ୟାମ (୭) ଓ…

ପୂର୍ବତନ ଭାଜପା ବିଧାୟକଙ୍କ ଦ୍ୱିତୀୟ ବିବାହରେ ଦଳ ଦେଲା ଏମିତି ଉପହାର, ଯାହା ଶୁଣିଲେ ଲାଗୁଛି ଆଶ୍ଚର୍ଯ୍ୟ

ହରିଦ୍ୱାର,୨୪।୬: ଉତ୍ତରାଖଣ୍ଡ ହରିଦ୍ୱାର ଜଲାର ଜ୍ୱାଲାପୁର ବିଧାନସଭା ଆସନରୁ ପୂର୍ବତନ ବିଧାୟକ ଏବଂ ଭାଜପା ନେତା ସୁରେଶ ରାଠୋରଙ୍କ ଦ୍ୱିତୀୟ ବିବାହ ବିବାଦ ଘେରକୁ ଆସିଛି। ରାଠୋର ସମ୍ପ୍ରତି ସାର୍ବଜନୀନ ଭାବରେ ସହାରନପୁର ନିବାସୀ ଅଭିନେତ୍ରୀ ଉର୍ମିଳା ସାନୱାରଙ୍କ ସହିତ ତାଙ୍କର…

ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ରିଷଭ ପନ୍ତ

ଲିଡ୍ସ,୨୪ା୬: ଭାରତର ଷ୍ଟାର ଉଇକେଟକିପର ବ୍ୟାଟର ରିଷଭ ପନ୍ତ ଜବରଦସ୍ତ ଫର୍ମ ବଜାୟ ରଖି ସୋମବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଏଥିସହିତ ପନ୍ତ ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ଉଇକେଟକିପର-ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?