Home

ବଡ଼ ଖୁଲାସା କଲେ ଯୁବରାଜ ସିଂ, ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେବା ପୂର୍ବରୁ ସୌରଭ ଗାଙ୍ଗୁଲି….

ନୂଆଦିଲ୍ଲୀ,୧୫।୧୦: IPL ୨୦୨୭କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସରେ ନୂଆ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ୍‌ର ପୂର୍ବତନ ଷ୍ଟାର୍‌ ଯୁବରାଜ ସିଂ । ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍‌ ହେବା ପାଇଁ ତାଙ୍କୁ ପ୍ରଥମେ ପଚାରିଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ…

ନଭେମ୍ବର ୧ରୁ ମୋବାଇଲ୍‌ କଲ୍‌ରେ ବଡ଼ ପରିବର୍ତ୍ତନ! ଅଜଣା ନମ୍ବରରୁ କଲ୍‌ ଆସିଲେ ଦେଖାଯିବ….

ମୋବାଇଲ କଲକୁ ନେଇ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ୧ ନଭେମ୍ବର ୨୦୨୬ରୁ ଦେଶରେ କଲିଂ ନେମ୍‌ ପ୍ରେଜେଣ୍ଟେସନ୍‌ (CNAP) ସେବା ଲାଗୁ କରିବାକୁ ଟେଲିକମ୍‌ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଦୂରସଞ୍ଚାର ବିଭାଗ (DoT)। ଏହାଦ୍ୱାରା ଫୋନ୍‌କୁ କଲ୍‌…

କ୍ରିକେଟ ପରେ ଏବେ ବ୍ୟବସାୟ ମଇଦାନରେ ଜୟସ୍ବାଲ: ବିକ୍ରି କରିବେ ଏହି ଜିନିଷ

ମୁମ୍ବାଇ,୧୫।୧୦: କ୍ରିକେଟ ପଡ଼ିଆରେ ନିଜର ପ୍ରତିଭାର ଛାପ ଛାଡ଼ିଥିବା ଭାରତୀୟ କ୍ରିକେଟର୍‌ ଯଶସ୍ବୀ ଜୟସ୍ବାଲ ଏବେ ବ୍ୟବସାୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି।ସ୍‌ ସେ ନିଜର ଏକ କ୍ଲୋଥିଂ ବ୍ରାଣ୍ଡ ‘YBJ Fits’ ଆରମ୍ଭ କରିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ…

ଚାକିରିଆଙ୍କ ପାଇଁ ଖୁସି ଖବର! ଏତିକି ପ୍ରତିଶତ ବଢ଼ିବ ଦରମା, ରିପୋର୍ଟରେ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୧୦: ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ଆସିପାରେ ଖୁସି ଖବର। ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତରେ କର୍ମଚାରୀଙ୍କ ଦରମା ହାରାହାରି ୯.୧ ପ୍ରତିଶତ ବଢ଼ିପାରେ ବୋଲି ଆକଳନ କରାଯାଇଛି । ତେବେ ସବୁ କ୍ଷେତ୍ରରେ ଦରମା ସମାନ ହାରରେ ବଢ଼ିବ ନାହିଁ।…

ଅତାବିରାରେ ଶାନ୍ତି ଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ, ରେଜଲ୍ଟକୁ ଅପେକ୍ଷା

ଅତାବିରା/ଗୋଡ଼ଭଗା,୧୫।୧୦(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ…

ଲକ୍ଷ୍ମୀଯୋରରେ ବ୍ରିଜ୍‌ ନିର୍ମାଣକୁ ଅନୁମୋଦନ, ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ

କର୍ଲାମୁଣ୍ଡା,୧୫ା୧୦(ପ୍ରଦୀପ କୁମାର ସାହୁ): ଦୀର୍ଘଦିନର ପ୍ରତୀକ୍ଷା ପରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଯମୁନାପୁର, ତେଲିସରାବାହାଲି ରାସ୍ତାର ଲକ୍ଷ୍ମୀଯୋର ଠାରେ ବ୍ରିଜ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଅନୁମୋଦନ…

ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଦିନ ଗୋଟାଏ ସୁଦ୍ଧା ୮୨% ମତଦାନ

ପାଟଣା,୧୫।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାର ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ନିର୍ବାଚନରେ ମୋଟ ୯୪୭ ଜଣ ମତଦାତା ୯ଟି ବୁଥ୍‌ରେ ମତଦାନ କରିବାର ବ୍ୟବସ୍ଥା…

ବଲାଙ୍ଗୀର ସରକାରୀ କଲେଜରେ ସୁରୁଖୁରୁରେ ସରିଲା ନିର୍ବାଚନ

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ଗୁରୁବାର ସକାଳ ୮ଟାରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିଛି। ପ୍ରଥମଥର…

କ୍ଷେତ୍ରବାସୀ ଡିଏଭି କଲେଜ ସାଇନ୍‌ ଡାଏ ଘୋଷଣା

ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟର ୧୪ ତାରିଖର ଆଦେଶ ନମ୍ବର ୬୧୨୦ ଅନୁଯାୟୀ, ବିଏନଏସଏସ୍‌ର ଧାରା ୧୬୩ ଅନ୍ତର୍ଗତ ନିଷେଧାଦେଶ ଜାରି ହୋଇଛି।…

ଅର୍ଶଦୀପ ସିଂଙ୍କ ଆଘାତକୁ ନେଇ ବଡ଼ ଅପଡେଟ୍‌, ସଞ୍ଜୁ ସାମସନ୍ କହିଲେ ପଞ୍ଚମ ଟି-୨୦ ଖେଳି….

ନୂଆଦିଲ୍ଲୀ,୧୫।୧୦: ହାଇଦ୍ରାବାଦରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଏହି ମ୍ୟାଚ୍‌ର ଶେଷ ଓଭରରେ ବ୍ୟାଟିଂ କରୁଥିବାବେଳେ ତାଙ୍କ ବାମ କାନ୍ଧରେ ଦ୍ରୁତ ବୋଲର ଶମାର ଜୋସେଫଙ୍କ ଏକ…

ଚମାଖଣ୍ଡି ଛକରେ ସିରିଜ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ଛତ୍ରପୁର,୧୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ବୁଧବାର ସନ୍ଧ୍ୟାରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ନାଉଳି ଗାଁର ଲକ୍ଷ୍ମୀଧର ଗୌଡ଼ (୪୫) ଓ ଉତ୍ତର ପ୍ରଦେଶ କାନପୁରର ବିନୋଦ କୁମାର…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ

ନୂଆଦିଲ୍ଲୀ,୧୫।୧୦: ସୁପ୍ରିମକୋର୍ଟ ଧର୍ମ ପରିବର୍ତ୍ତନ ପରେ ସଂରକ୍ଷଣ ଏବଂ ପଛୁଆ ବର୍ଗର ମାନ୍ୟତା ହାସଲ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ସେହି ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି, ଯେଉଁଥିରେ ତାମିଲନାଡୁ ସରକାରଙ୍କ ସେହି ଆଦେଶକୁ ଅସାମ୍ବିଧାନିକ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?