ସେକ୍ସ ଓ୍ବାର୍କରଙ୍କୁ ମିଳିବ ପେନସନ ସହ ମ୍ୟାଟରନିଟି ଲିଭ, ଐତିହାସିକ ଆଇନ ଲାଗୁ
ଲଣ୍ଡନ,୩।୧୨: ବେଲଜିୟମ ସରକାର ନିକଟରେ ସେକ୍ସ ଓ୍ବାର୍କରମାନଙ୍କ ପାଇଁ ଏକ ଐତିହାସିକ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁଯାୟୀ ଦେଶରେ ଯୌନ କର୍ମୀଙ୍କ ଅଧିକାରକୁ ଆଇନଗତ ମାନ୍ୟତା ଦିଆଯାଇଛି। ବର୍ତ୍ତମାନ ଏମାନେ ଆନୁଷ୍ଠାନିକ ନିଯୁକ୍ତି ଚୁକ୍ତିନାମା ସ୍ବାକ୍ଷର କରିବାକୁ ସମର୍ଥ…
ନିର୍ବାହୀ ଯନ୍ତ୍ରୀ ଘରେ ପଶିଲା ଭିଜିଲାନ୍ସ: ଏକକାଳୀନ ୬ ସ୍ଥାନରେ ଚଢାଉ
କୋରାପୁଟ,୩।୧୨(ଅମିତାଭ ବେହେରା):ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱନାଥଙ୍କ ଘର ସମେତ ୬ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ।…
ପୋଲକୁ ଧକ୍କା ଦେଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରୁପ୍ରା ରୋଡ,୩।୧୨(ସଞ୍ଜିବ ଦାସ):ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବରାଳଦେବୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବସ (ଓଡି ୦୭ସି ୧୧୧୨) ଭାରସାମ୍ୟ ହରାଇ ନର୍ଲା ଚାରିଛକଠାରେ ଏକ…
ଅଳଙ୍କାର ଦୋକାନକୁ ମାଡିଗଲା ଟ୍ରକ, ସିକ୍ୟୁରିଟି ଗାର୍ଡଙ୍କ ଚାଲିଗଲା ଜୀବନ
ବଲାଙ୍ଗୀର, ୩।୨-(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ମୁଖ୍ୟ ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ପାଟଣା ଛକ ନିକଟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଟ୍ରକ ଜଣେ ସିକ୍ୟୁରିଟି ଗାର୍ଡ ଉପରେ ମାଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ରାତି ପ୍ରାୟ…
ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ଅଘୋଷିତ ଜମି ବିକ୍ରି
ମହାକାଳପଡ଼ା,୩ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ବିଜେସ୍ଥଳୀ ୫୦ ଏକର ଜମିରେ ମେଳଣ ପଡ଼ିଆ, କଚେରୀ ଘର, ଜଳାଶୟ ଓ ମା’ଙ୍କ ମୁଖ୍ୟ ମନ୍ଦିର ଗୃହ ରହିଛି। ମା’ଙ୍କ ନାମରେ ଅନ୍ୟ ଏକ ଜମିରେ ମେଳଣ…
ତୁଟୁନି ସମସ୍ୟା, ବଢୁଛି ଅସନ୍ତୋଷ
ବରଗଡ଼,୩।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଥମିବାର ନାଁ ନେଉନାହିଁ। ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୧ଦିନ ବିତିଛି। କିନ୍ତୁ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ସମାଧାନ ହୋଇ ପାରିନାହିଁ। ଟୋକନ କଟକଣା, ଗନିବ୍ୟାଗ୍ (ବସ୍ତା), କଟନୀଛଟନୀ ସମସ୍ୟା ଲାଗି ରହିଛି। ଏହାକୁ…
ଡିଜିଟାଲ ଶୋଷଣ ମହାମାରୀ
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଉଦ୍ୟମରେ ୱେବ୍ ସେଫ୍ ଆଣ୍ଡ ୱାଇଜ୍ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ପିଲାମାନଙ୍କ ପ୍ରତି ହେଉଥିବା ଡିଜିଟାଲ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହା…
ସମାଜର ପ୍ରଗତି ଓ ଦୁର୍ଗତି
ସମୟକ୍ରମେ ସମାଜରେ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନ ସମ୍ପର୍କରେ ସମାଜଶାସ୍ତ୍ରରୁ ବାସ୍ତବ ଆକଳନ କରି ହେବ। ଫରାସୀ ଚିନ୍ତକ ଅଗଷ୍ଟ କମ୍ଟେ (୧୭୯୮-୧୮୫୭)ଙ୍କୁ ସମାଜଶାସ୍ତ୍ରର ଜନକ (ଫାଦର ଅଫ୍ ସୋସିଓଲଜି) ଭାବେ ନାମିତ କରାଯାଇଛି। ୧୮୩୦ରେ ପ୍ରଣୀତ ଏହି ଶାସ୍ତ୍ରରେ କମ୍ଟେ…
ବାଣ ଫୁଟାଅନି
ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି। ନଭେମ୍ବର ୩୦ରେ ବ୍ରିକ୍ସ ଦେଶଗୁଡ଼ିକୁ ଲକ୍ଷ୍ୟକରି…
ବୃଦ୍ଧ ବାପାଙ୍କ ଘର ବାହୁଡା ଶୁଣି ଘରେ ତାଲା ପକାଇ ପୁଅ, ବୋହୂ ଚମ୍ପଟ
କୁଜଙ୍ଗ,୩।୧୨(ମନୋଜ ପ୍ରଧାନ): ପରିଣତ ବୟସରେ ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଇଥିଲେ ପୁଅ, ବୋହୂ। ଫଳରେ ସେ ଭୋକ ଉପାସରେ ଛଟପଟ ହେଉଥିଲେ। ପ୍ରଶାସନ ହସ୍ତକ୍ଷେପ କରି ସମ୍ପୃକ୍ତ ବୃଦ୍ଧଙ୍କୁ ଘରକୁ ନେଇଥିବାବେଳେ ପୁଅ, ବୋହୂ ଘରେ ତାଲା ପକାଇ ଚମ୍ପଟ…
ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍ ଭୋଗିବ ପରିଣାମ
ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରି ସେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଜାନୁୟାରୀ ୨୦, ୨୦୨୫ ପୂର୍ବରୁ…
୭ରୁ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ
ଭୁବନେଶ୍ୱର,୩।୧୨: ରାଜ୍ୟର ସର୍ବବୃହତ୍ ମେଣ୍ଟର-ନିବେଶ ସମ୍ପର୍କ ଉତ୍ସବ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ-୨୦୨୪ର ତୃତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ୨୦୨୪ ଡିସେମ୍ବର ୭ ରୁ ୨୧ ପର୍ଯ୍ୟନ୍ତ ଏହି ୧୫ ଦିନିଆ ଉତ୍ସବ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି…
Archives


