Home

ଭୂତାଣୁଜନିତ ଯକୃତ ପ୍ରଦାହ

ଆମେ ପିଲାଦିନେ ମାଙ୍କଡ଼, କୁମ୍ଭୀର ଓ କଲିଜାର ଗପ ପଢ଼ିଛେ। ସବୁଦିନ ମିଠା ଜାମୁକୋଳି ଖାଉଥିବା ମାଙ୍କଡ଼ର କଲିଜା (ଯକୃତ) ଅତି ମିଠା ହୋଇଥିବ ଭାବି କୁମ୍ଭୀରର ସ୍ତ୍ରୀ ତାହା ଖାଇବା ପାଇଁ ଆଗ୍ରହୀ ଥିଲା। ମାତ୍ର ଏହାର ଶେଷ କିପରି…

YouTube ମାଲିକଙ୍କ ଗୋଟିଏ ଦିନର ରୋଜଗାର ଜାଣିଲେ ଉଡ଼ିଯିବ ହୋଶ୍‌

ଆଜିର ଇଣ୍ଟରନେଟ ଦୁନିଆରେ, YouTube ର ନାମ ସମସ୍ତଙ୍କ ନଜରରେ ଅଛି। ଏହା କେବଳ ଏକ ମନୋରଞ୍ଜନ ପ୍ଲାଟଫର୍ମ ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୋଜଗାରର ଏକ ଉତ୍ସ ପାଲଟିଛି। ଭାରତରୁ ଆମେରିକା ପର୍ଯ୍ୟନ୍ତ, ପ୍ରତ୍ୟେକ ଦେଶରେ ଏପରି…

ଆଇଇଡି ବିସ୍ଫୋରଣ ଜଣେ ଯବାନ ଶହୀଦ, ୩ ଆହତ

ବିଜାପୁର,୧୮।୮: ଛତିଶଗଡ଼ର ବିଜାପୁରରେ ଏକ ବଡ଼ IED ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ, ଜଣେ ଜିଲା ରିଜର୍ଭ ଗାର୍ଡ (DRG) ଯବାନ ଶହୀଦ ହୋଇଛନ୍ତି ଏବଂ ତିନି ଜଣ ଯବାନ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଏହି IED ନକ୍ସଲମାନେ…

ସୁସ୍ଥ ହେଉଛନ୍ତି ନବୀନ, ଆଜି ହୋଇପାରନ୍ତି ଡିସ୍‌ଚାର୍ଜ

ଭୁବନେଶ୍ୱର,୧୮ା୮: ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍‌ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି। ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍‌ ଅଲ୍‌ଟିମେଟ୍‌ରେ ସନ୍ଧ୍ୟା ପ୍ରାୟ ୫ଟା…

ନୀଳ ଡ୍ରମ୍‌ରେ ସ୍ବାମୀଙ୍କ ମୃତଦେହ: ସ୍ତ୍ରୀ, ଘର ମାଲିକ ଅଚାନକ କୁଆଡ଼େ ଗାଏବ୍‌, ସନ୍ଦେହ ବଢାଉଛି…

ଜୟପୁର,୧୮।୮: ରାଜସ୍ଥାନର ଖେରଥଲ-ତିଜାରା ଜିଲାର କିଶନଗଡ଼ବାସ ସହରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘରର ଛାତ ଉପରେ ରଖାଯାଇଥିବା ଏକ ଡ୍ରମରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ୩ ପିଲା ରହସ୍ୟମୟ ଭାବରେ…

ନାଳିରେ ୭୩ ମଇଁଷିଙ୍କ ମୃତ୍ୟୁ, କୁମ୍ଭୀର ଆକ୍ରମଣ ନା ଆଉ କିଛି ବଢୁଛି ଚର୍ଚ୍ଚା

ଆଳି/ରାଜନଗର,୧୮ା୮(ବନମାଳୀ ସେନାପତି/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା ଦକ୍ଷିଣଡିହା ଗଳିଆ ପାଣି ନାଳିରେ ମୃତ୍ୟୁ ଘଟିଛି। କୁମ୍ଭୀର ଆକ୍ରମଣ…

ଘଣ୍ଟା ପ୍ରତି ୨୬୦ କିଲୋମିଟର ବେଗରେ ଆସୁଛି ବିପର୍ଯ୍ୟୟ! ବୈଜ୍ଞାନିକଙ୍କ ନିଦ ହଜିଲା

ଓ୍ବାଶିଂଟନ,୧୮।୮: ପୃଥିବୀର ଦ୍ୱିତୀୟ ବୃହତ୍ତମ ମହାସାଗର ଆଟଲାଣ୍ଟିକ ମହାସାଗରରେ ଝଡ଼ ଦେଖି ପାଣିପାଗ ବିଭାଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ଆଟଲାଣ୍ଟିକ ମହାସାଗରରେ ଉଠିଥିବା ଝଡ଼ ଏରିନ ଏତେ ଭୟଙ୍କର ହୋଇଛି ଯେ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି, କାରଣ ମାତ୍ର…

ଗୋଟିଏ ମିନିଟ୍‌ରେ ସସ୍‌ପେଣ୍ଡ୍‌ କରିଦେବି କହିଲେ ପାଣ୍ଡିଆନ, କାହାକୁ କାହିଁକି ଏମିତି କହିଲେ…

ଭୁବନେଶ୍ୱର, ୧୮ା୮(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ…

ପୁଟିନଙ୍କ ସହ ମିଶି ଧୋକା ଦେଇଦେଲେ ଟ୍ରମ୍ପ! ଜେଲନ୍ସକିଙ୍କୁ କହିଲେ କ୍ରିମିଆ ଛାଡ

କ୍ୱିଭ,୧୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବର୍ଷ ବର୍ଷର ଯୁଦ୍ଧ ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହାକୁ ନେଇ ଅନେକ ଦେଶରେ ଉତ୍ତେଜନା ରହିଛି। ବିଶ୍ୱର ଅନେକ ମହାନ ନେତା ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ…

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି…

ଅନୁଗୋଳ,୧୮ା୮(ମାନସ ବିଶ୍ୱାଳ): ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ସୋମବାର ସକାଳେ ତାଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଅନୁଗୋଳ,…

ପୁଅ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ କ’ଣ କହିଲେ ମା’? ଜାଣନ୍ତୁ ନା ପଛର ରୋଚକ କାହାଣୀ

ଚେନ୍ନାଇ,୧୮।୮: ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ତାମିଲନାଡୁର ତିରୁପ୍ପୁର ଜିଲାରେ ଖୁସିର ଲହରୀ ଖେଳିଗଲା। ରାଧାକୃଷ୍ଣନଙ୍କ ମାଆ ଜାନକୀ ଅମ୍ମାଲଙ୍କ ଖୁସିର ସୀମା ନଥିଲା। ସମସ୍ତେ ସିପି ରାଧାକୃଷ୍ଣନଙ୍କୁ ସିପିଆର ଭାବରେ ମଧ୍ୟ…

ଭୋଟର ତାଲିକାରୁ ନାମ କଟିଥିବା ୬୫ ଲକ୍ଷ ଲୋକଙ୍କ ଲିଷ୍ଟ ଜାରି

ପାଟନା,୧୮।୮: ରବିବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିହାରର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପରେ ବାଦ ଦିଆଯାଇଥିବା ନାମ ତାଲିକା ଜିଲା ମାଜିଷ୍ଟ୍ରେଟଙ୍କ ୱେବସାଇଟରେ ରଖାଯାଇଛି। ନିର୍ବାଚନ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?