Home

ଟ୍ରମ୍ପଙ୍କ ଟାରିଫ ମାଡ଼ରେ ୧.୫ ଲକ୍ଷ ଲୋକ ହରାଇବେ ଚାକିରି! ସୁରଟ, ଜୟପୁର, ମୁମ୍ବାଇରେ ଚାକିରି କରୁଥିବା ଲୋକେ ଚିନ୍ତାରେ

ନୂଆଦିଲ୍ଲୀ,୧୮।୮: ଭାରତର ରତ୍ନ ଏବଂ ଅଳଙ୍କାର ଶିଳ୍ପ ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ଶିଳ୍ପ ଦେଶର ଅର୍ଥନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ପ୍ରଦାନ କରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…

ଭାରତୀୟ କ୍ରିକେଟ୍‌ରେ ହଲଚଲ: ଚମକିଲେ ଆଉ ଜଣେ କ୍ରିକେଟର୍‌

ନୂଆଦିଲ୍ଲୀ,୧୮।୮: ଭାରତରେ ରାଜ୍ୟସ୍ତରୀୟ କ୍ରିକେଟ ଲିଗ ଆରମ୍ଭ ହେବା ମାତ୍ରେ ନୂଆ ଖେଳାଳି ମଧ୍ୟ ଉଭା ହେବା ଆରମ୍ଭ କରିଛନ୍ତି। ସୁମିତ କୁମାର ବେନିୱାଲ ଏପରି ଏକ ନାମ, ଯିଏ ଡିପିଏଲ ୨୦୨୫ରେ ନିଜର ଛାପ ଛାଡି ଚମକିଛନ୍ତି। ଦିଲ୍ଲୀ ପ୍ରିମିୟର…

ସମସ୍ୟା ସମାଧାନ ଦାବିରେ ରଣହୁଙ୍କାର ଦେଲେ ଚାଷୀ

ବରଗଡ଼,୧୮ା୮(ପ୍ରେମାନନ୍ଦ ଖମାରୀ): କୃଷି ଏବଂ କୃଷକଙ୍କ ବହୁବିଧ ସମସ୍ୟା ନେଇ ବରଗଡ଼ ବିଜେଡି ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବିଜେଡି ପକ୍ଷରୁ ଏଠାରେ ବିରାଟ ଚାଷୀ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବରଗଡ଼ ସମେତ ଆଖପାଖ ଜିଲାର ହଜାର…

ସ୍ମୃତିରଞ୍ଜନଙ୍କୁ ଦଳରୁ ବିଦା କଲେ ମନମୋହନ

ଭୁବନେଶ୍ୱର,୧୮ା୮: ଭୁବନେଶ୍ୱର ସାଙ୍ଗଠନିକ ଜିଲା ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସଙ୍କର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ କାରଣରୁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସ୍ମୃତି ରଞ୍ଜନ ଦାସଙ୍କୁ ଦଳରୁ ନିଲମ୍ବନ…

ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ୯ଥର ଛୁରି ଭୁସିଲେ ଯୁବକ, ପରେ ଯାହା ଘଟିଲା ସହଜେ କରିପାରିବେନି ବିଶ୍ୱାସ

ବେଙ୍ଗାଲୁରୁ,୧୮।୮: କର୍ନାଟକର ବେଲଗାମ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ପିଲାଦିନର ବନ୍ଧୁ ଏବଂ ପୂର୍ବତନ ପ୍ରେମିକାଙ୍କୁ ଅବୈଧ ସମ୍ପର୍କରେ ରାଜି ନ ହେବାରୁ ୯ଥର ଛୁରି ମାରି ହତ୍ୟା କରିଥିଲେ। କେବଳ ଏତିକି…

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ, ଲୁହରେ ଭିଜିଲା ପୂରା ଗାଁ

ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଠାରେ ହୋଇଥିବା ବାଦଲ ଫଟା ବର୍ଷାରେ ଶହୀଦ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ। ଗତ ଦୁଇ ଦିନ ତଳେ ମନୋଜଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସୂଚନା ପାଇଥିବା…

ଭାରତକୁ ଏକ ବଡ଼ ଜିନିଷ ଦେଇଦେଲା ବନ୍ଧୁ ରୁଷିଆ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୧୮।୮: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ଅପରେଶନ ସିନ୍ଦୂରରେ, ରୁଷିଆଠାରୁ କିଣାଯାଇଥିବା ଅସ୍ତ୍ରଶସ୍ତ୍ର ବହୁତ ଭଲ ପ୍ରଦର୍ଶନ କରିଥିଲା। ବିଶେଷକରି ରୁଷିଆର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ୨୫୦ କିଲୋମିଟରରୁ ଅଧିକ ଦୂରତାରେ ଉଡ଼ୁଥିବା ଏକ ପାକିସ୍ତାନୀ AWACS ବିମାନକୁ…

ଭାରତ-ପାକିସ୍ତାନ ମଧ୍ୟରେ ପୁଣି ହେବ ଯୁଦ୍ଧ! ଆମେରିକା ଦେଲା ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାକୁ ନେଇ ଆମେରିକାରୁ ପୁଣି ଥରେ ଏକ ବଡ଼ ବୟାନ ଆସିଛି। ପ୍ରକୃତରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଆମେ ଭାରତ ଏବଂ ପାକିସ୍ତାନ…

କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିବ ପାର୍ଲାମେଣ୍ଟ, ମୋଦିଙ୍କ ସହ ହେବ ଭେଟ

ନୂଆଦିଲ୍ଲୀ,୧୮।୮: ଭାରତୀୟ ମହାକାଶଚାରୀ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ମହାକାଶରେ ଇତିହାସ ସୃଷ୍ଟି କରି ଭାରତ ଫେରିଛନ୍ତି। ରବିବାର, ବହୁ ସଂଖ୍ୟକ ଲୋକ ଦିଲ୍ଲୀ ବିମାନବନ୍ଦରରେ ତ୍ରିରଙ୍ଗା ହଲାଇ ଏବଂ ଡ୍ରମ ବଜାଇ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ କିରେନ…

ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କୁ ଖୋଲା ଚେତାବନୀ ଦେଲେ ଜେଲେନସ୍କି: କହୁ କହୁ କହିଦେଲେ…

କିଭ୍‌,୧୮।୮: ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ଗସ୍ତ ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି। ସେ ଏକ୍ସରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବି। ଆମେ ୟୁରୋପୀୟ ନେତାମାନଙ୍କ ସହ ମଧ୍ୟ କଥା ହେବୁ। ନିମନ୍ତ୍ରଣ ପାଇଁ ମୁଁ…

ସ୍କ୍ରିଜୋଫ୍ରେନିଆ କ’ଣ, କାହିଁକି ହୋଇଥାଏ ଏହି ରୋଗ…

ଯେତେପ୍ରକାର ମାନସିକ ରୋଗ ରହିଛି ସେଥିମଧ୍ୟରୁ ସ୍କ୍ରିଜୋଫ୍ରେନିଆ ହେଉଛି ଏକ ଗମ୍ଭୀର ମାନସିକ ସମସ୍ୟା। ଏହା ମଣିଷର ଭାବନା ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷଭାବରେ ପ୍ରଭାବିତ କରିଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ନିଜର ଦୈନଦିନ…

ଜଣାପଡ଼ିଲା ଅସଲ କାରଣ କାହିଁକି ଚାଇନାକୁ ଡରୁଛନ୍ତି ଟ୍ରମ୍ପ! ଆମେରିକା ବୈଦେଶିକ ମନ୍ତ୍ରୀ କହିଲେ ରୁଷିଆରୁ ତେଲ କିଣିବାର କାରଣ

ଓ୍ବାଶିଂଟନ,୧୮।୮: ସାରା ବିଶ୍ୱ ପୁଣିଥରେ ଆମେରିକାର ଦ୍ୱୈତ ମାନଦଣ୍ଡକୁ ଦେଖିଛି। ଆମେରିକା ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲଗାଇଥିଲା, କିନ୍ତୁ ଚାଇନାକୁ ଏପରି କୌଣସି କାର୍ଯ୍ୟରୁ ବଞ୍ଚାଇ ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?