ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ଭାଜପାକୁ ଟାର୍ଗେଟ କଲେ ନବୀନ
ଭୁବନେଶ୍ୱର,୧୦ା୧୨: ବକେୟା ଦରମା ସହ ଅନ୍ୟାନ୍ୟ ୯ ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଜିପିଏଲ୍ଏଫ ମିଶନଶକ୍ତି ମହିଳାମାନେ ମଙ୍ଗଳବାର ଲୋୟର ପିଏମ୍ଜିର ଗାନ୍ଧୀମାର୍ଗରେ ଧାରଣାରେ ବସିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭାଜପା…
ଅସାଦଙ୍କ ପଳାୟନ ପରେ ସିରିଆ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ, ଡଜନେ ବିମାନ ହେଲିକପ୍ଟର ଧ୍ୱଂସ
ଅମ୍ମାନ,୧୦।୧୨: ସିରିଆର ରାଷ୍ଟ୍ରପତି ବାଶାର ଅଲ-ଅସାଦ ଦେଶ ଛାଡି ପଳାଇବା ପରେ ଇସ୍ରାଏଲ ସିରିଆ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ସୂଚନାନୁସାରେ, ଏୟାର ଷ୍ଟ୍ରାଇକରେ ସିରିଆ ସେନାର ତିନୋଟି ପ୍ରମୁଖ ଏୟାରବେସକୁ ଇସ୍ରାଏଲ ଟାର୍ଗେଟ କରିଛି। ଏହି ବିସ୍ଫୋରଣରେ ଡଜନେ…
କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣଙ୍କ ପରଲୋକ
ବେଙ୍ଗାଲୁରୁ,୧୦।୧୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି। ସେ ୯୨ବର୍ଷ ବୟସରେ, ଡିସେମ୍ବର ୧୦ ମଙ୍ଗଳବାର ବେଙ୍ଗାଲୁରୁର ସାଦାଶିଭନଗରରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବୟସ ସମ୍ବନ୍ଧୀୟ…
ଏଇ ଭାରତରେ
୫୦୦ ବର୍ଗଫୁଟର ଅଗଣାରେ ପରିବା ଚାଷ କରି ମାସକୁ ୫,୦୦୦ ଟଙ୍କା ସଞ୍ଚୟ କରିପାରୁଛନ୍ତି କେରଳର ପଦ୍ମା ସୁରେଶ । ସେ ଏହି ଚାଷରେ ପରିବାରର ଆବଶ୍ୟକତା ପୂରଣ କରିବା ସହ ବଳକା ପରିବା ବଜାରରେ ବିକ୍ରି କରୁଛନ୍ତି । ପଦ୍ମାଙ୍କ…
ପ୍ରୋଟୋକଲ୍ ଓ ସୁରକ୍ଷା ବ୍ୟବସ୍ଥା
ପ୍ରୋଟୋକଲ୍ ନିୟମଭିତ୍ତିକ ଗୋଟେ ପ୍ରକାରର ଆଚାରସଂହିତା ବା ସୁରକ୍ଷା-ସମ୍ପର୍କିତ ସତର୍କତା। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପ୍ରମୁଖଙ୍କ ସୁରକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ଯାତାୟାତ ପୂର୍ବରୁ ପ୍ରୋଟୋକଲ୍ ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ହୁଏ ଓ ସେ…
ମାନବ ଅଧିକାରର ଆହ୍ବାନ
ମନୁଷ୍ୟ ନିଜ ଅଧିକାର ବ୍ୟତୀତ ସମାଜରେ ବଞ୍ଚିପାରିବ ନାହିଁ। ମନୁଷ୍ୟ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ବ୍ୟକ୍ତିତ୍ୱର ବିକାଶ ଅଧିକାର ଦ୍ୱାରା ହୋଇଥାଏ। ବିଶିଷ୍ଟ ରାଜନୀତିଜ୍ଞ ଅଧ୍ୟାପକ ଲାସ୍କି କୁହନ୍ତି ”ସାମାଜିକ ଜୀବନର ଯେଉଁ ସର୍ତ୍ତଗୁଡ଼ିକ ବିନା ମନୁଷ୍ୟ ତା’ର ବ୍ୟକ୍ତିତ୍ୱର…
ଲାଞ୍ଚ ଜାଲରେ
ସର୍ବସାଧାରଣ, ଉପଭୋକ୍ତା ଏବଂ କ୍ଷୁଦ୍ର ବ୍ୟବସାୟ ସ୍ବାର୍ଥଜଡ଼ିତ ବିଷୟ ଉପରେ ସର୍ଭେ ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିବା ଅଗ୍ରଣୀ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଲୋକାଲସର୍କଲ୍ସ’ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବ୍ୟବସାୟ ପାଇଁ…
ବଜାରରେ ଟିଭିଏସ୍ ରୋନିନ୍
ନୂଆଦିଲ୍ଲୀ,୧୦।୧୨: ଟିଭିଏସ୍ ମୋଟର କମ୍ପାନିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦ ୨୦୨୫ ଟିଭିଏସ୍ ରୋନିନ୍ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ମଡେଲରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ସର୍ବୋତ୍ତମ ଫିଚର ସାମିଲ ରହିଛି। ଉଲ୍ଲେଖଯୋଗ୍ୟ,…
ସାଉଥ୍ ଏସିଆ ସମିଟ-୨୦୨୪ ଉଦ୍ଘାଟିତ
ନୂଆଦିଲ୍ଲୀ,୧୦।୧୨: ପ୍ରଥମ ଥର ପାଇଁ ଭାରତର ଚେନ୍ନାଇଠାରେ ଏକ ଦୁଇ ଦିନିଆ ଶିଖର ସମ୍ମିଳନୀ ‘ସାଉଥ ଏସିଆ ସମିଟ-୨୦୨୪’ ସୋମବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏପରିକି ଏସିଆର ସାମାଜିକ ନିବେଶକଙ୍କ ସର୍ବବୃହତ ନେଟୱର୍କ ଏଭିପିଏନ୍ ପକ୍ଷରୁ ଏହି ଶିଖର ସମ୍ମିଳନୀ ଆରମ୍ଭ…
ରାଜସ୍ଥାନରେ ଲକ୍ଷେ କୋଟି ନିବେଶ କରିବ ବେଦାନ୍ତ
ନୂଆଦିଲ୍ଲୀ,୧୦।୧୨ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜସ୍ଥାନର ଜୟପୁରଠାରେ ଏକ ୩ ଦିନିଆ ନିବେଶ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ୨୦୨୪ ଡିସେମ୍ବର ୧୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଇଜିଂ ରାଜସ୍ଥାନ ସମ୍ମିଳନୀରେ ଦେଶର…
ରୋବୋଟିକ୍ ମାଉସ୍
ବେଜିଂ: ଚାଇନାର ବେଜିଂ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଏକ ‘ରୋବୋଟିକ୍ ମାଉସ୍’ର ଉଦ୍ଭାବନ କରିଛନ୍ତି। ଏହାର ନାମ ସ୍କ୍ୟୁରୋ ରଖାଯାଇଛି। ଏହି ରୋବୋଟିକ ମାଉସ୍ ବିଭିନ୍ନ କାର୍ଯ୍ୟରେ ନିପୁଣ ରହିଥିବାନେଇ ବୈଜ୍ଞାନିକମାନେ କହିଛନ୍ତି। ଏହି ରୋବୋଟିକ୍ ମାଉସ୍ର ଅନେକ କିଛି…
‘ଫତେହ’ ଟିଜର ଆଉଟ୍
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ ସମ୍ପ୍ରତି ନିଜର ଚଳଚ୍ଚିତ୍ର ‘ଫତେହ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇରେ ସେ ତାଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମ ସମ୍ପର୍କରେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ସୋମବାର ‘ଫତେହ’ର ଟିଜର ରିଲିଜ ହୋଇଛି। ଫିଲ୍ମ…
Archives


