ଗୋଟିଏ ମହଲା ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଆଉ ତା’ ପରେ..
ପୁରୀ,୨୪ା୮(ଅଜିତ କୁମାର ମହାନ୍ତି): ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ତଳକୁ ଖସିପଡ଼ିଛି ଏକ ବୋଲେରୋ। ଭାରସାମ୍ୟ ହରାଇ ଓଡି ୦୧ ଏସି ୪୫୧୬ ନମ୍ବର ବିଶିଷ୍ଟ ବୋଲେରୋଟି ଗୋଟିଏ ମହଲାରୁ ତଳକୁ ଖସିପଡ଼ିଛି। ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ…
ଟାରିଫ ଓ୍ବାର ମଧ୍ୟରେ ଆମେରିକାକୁ ଚେତାବନୀ ଦେଲେ ନିକି
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଶୁଳ୍କ ଘୋଷଣା କରିଛନ୍ତି। ରୁଷିଆରୁ ତେଲ କିଣିବା ପାଇଁ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଆମେରିକାରେ ମଧ୍ୟ…
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଗଣେଶ ପୂଜା ପୂର୍ବରୁ ମିଳିବ ଦରମା ସହ ପେନଶନ
ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସରକାର ଗଣେଶ ଚତୁର୍ଥୀ ଏବଂ ଓନମ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ମହୋତ୍ସବ ପୂର୍ବରୁ ମହାରାଷ୍ଟ୍ର ଏବଂ କେରଳର କର୍ମଚାରୀମାନଙ୍କୁ ଦରମା ଏବଂ ପେନସନ ପଠାଇବେ। ୨୬ ଅଗଷ୍ଟ ୨୦୨୫ରେ…
ଭାରତ ପରେ ଆମେରିକାକୁ ବଡ଼ ଝଟକା ଦେଲା ୟୁରୋପ
ନୂଆଦିଲ୍ଲୀ,୨୪।୮: ଭାରତ ପରେ ଏବେ ଆମେରିକାକୁ ୟୁରୋପରୁ ମଧ୍ୟ ଏକ ବଡ଼ ଝଟକା ଲାଗିଛି। ସ୍ପେନ ଏବଂ ସ୍ବିଜରଲ୍ୟାଣ୍ଡ ଆମେରିକାର ୫ମ ପିଢ଼ିର ଲଢୁଆ ବିମାନ F-35 କିଣିବାକୁ ସ୍ପଷ୍ଟ ଭାବରେ ମନା କରିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଆଶା…
IND vs PAK Asia Cup: ସୀମା ଭିତରେ ରୁହନ୍ତୁ! Asia Cup ରେ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କାହିଁକି ଏମିତି ଚେତାବନୀ ଦେଲେ ୱାସିମ ଆକ୍ରମ? ଜାଣନ୍ତୁ ସେ କ’ଣ କହିଲେ
ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି, ସେମାନଙ୍କ ସହିତ ଓମାନ ଏବଂ ୟୁଏଇ ଗ୍ରୁପ A ରେ ଅଛନ୍ତି। ୯ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ, ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ହେଉଛି ଭାରତ…
ସମସ୍ତ ଫର୍ମାଟରୁ ଅବସର ନେଲେ ପୂଜାରା, ଇମୋଶନାଲ ପୋଷ୍ଟ କରି ଦେଲେ ସୂଚନା
ନୂଆଦିଲ୍ଲୀ,୨୪।୮: ଭାରତର ଷ୍ଟାର ଟେଷ୍ଟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ରବିବାର ସେ ଏକ ପୋଷ୍ଟ ଲେଖି ଏହା ଘୋଷଣା କରିଛନ୍ତି। ସେ ଏହି ଭାବପ୍ରବଣ ନୋଟରେ ନିଜର ଭାବନା ପ୍ରକାଶ କରିଛନ୍ତି।…
ହୀରାକୁଦର ଆଉ ୪ ଗେଟ୍ ଖୋଲିଲା
ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ଆସନ୍ନ ଲଘୁଚାପକୁ ଦୃଷ୍ଟିରେ ରଖି ରୁଲ୍କର୍ଭ ନିୟମ ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ନିମନ୍ତ୍ରଣ ଓ ସୁପରିଚାଳନା ପାଇଁ ଆଗୁଆ ବ୍ୟବସ୍ଥା ସ୍ବରୂପ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଫଳରେ ପ୍ରଥମେ ଶନିବାର ୮ଟି…
ଡ୍ୟୁଟିରୁ ଘରକୁ ଫେରୁଥିଲେ ASI, ଚାପିଦେଲା ଅଜଣା ଗାଡ଼ି
କାମାକ୍ଷାନଗର,୨୪ା୮(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ନିକଟରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଏଏସଆଇ ମାନସ ସିଂହ(୪୨) ମୃତ୍ୟୁ ହୋଇଛି। ମାନସ ଅନୁଗୋଳ ସଦର ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ନିଜଘର କଙ୍କଡ଼ାହାଡ ଥାନା ପାଟବେଡା…
ଧର୍ମସ୍ଥଳ ଗଣକବର ମାମଲା: ବନ୍ଧାହେଲେ ଅଭିଯୋଗକାରୀ
ମାଙ୍ଗାଲୁରୁ,୨୪ା୮: କର୍ନାଟକର ଧର୍ମଶାଳାସ୍ଥିତ ଶ୍ରୀମଞ୍ଜୁନାଥ ଶୈବପୀଠରେ ୧୯୯୦ ଦଶକରୁ ୨୦୧୦ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ଅନେକ ଶହ ସ୍ବଳ୍ପବୟସ୍କା, ଯୁବତୀ ଓ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରି ପୋତି ଦିଆଯାଇଥିବା ନେଇ ଗତ ଜୁଲାଇରେ ଅଭିଯୋଗ ଆସିଥିଲା। ଉକ୍ତ ମନ୍ଦିରରେ…
୨୭ଯାଏ ପ୍ରବଳ ବର୍ଷା, ରାଜ୍ୟର ଏସବୁ ଜିଲାକୁ ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର,୨୩ା୮(ଅନୁରାଧା ମହାରଣା)- ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ମୌସୁମୀ ବର୍ଷା ହେଉଛି। ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରବିବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ…
ବିଗ୍ ବସ୍ ୧୯ରେ ନଜର ଆସିବେ ‘365 Days’ର ଅଭିନେତ୍ରୀ, ଏବେଠୁ ବଢ଼ିଲାଣି ଚର୍ଚ୍ଚା…
ମୁମ୍ବାଇ: ପୁଣି ପରଦାକୁ ଫେରିବାକୁ ଯାଉଛି ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ ‘ବିଗ ବସ୍’। ଖୁବ୍ଶୀଘ୍ର ଏହାର ୧୯ତମ ସିଜନ ସହିତ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବ। ପ୍ରତି ବର୍ଷ ଏହି ଶୋ’ର ପ୍ରତିଯୋଗୀଙ୍କୁ…
ସିରାଜଙ୍କୁ ଟିମ୍ରୁ କାହିଁକି ରିଲିଜ କଲା RCB? ହେଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୨୩।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ମେଗା ନିଲାମ ପୂର୍ବରୁ ଏହାର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ରିଲିଜ କରିଛି। ଏବେ ଦଳ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛି। ଆରସିବିର କ୍ରିକେଟ ନିର୍ଦ୍ଦେଶକ…

