Home

ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ୍‌: କାର୍‌ରେ ଯାଉଥିବାବେଳେ ମାଡ଼ିବସିଲା ପୋଲିସ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଲରୁ ଏକ ଡକାୟତ ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ପୋଲିସ ଧରିବା ସହ ୩ଟି ଖରଣ୍ଡା ଜବତ କରିଛି। ପୋଲିସ ଗାଙ୍ଗପୁର ଥାନା ଗୋବରା ଅଞ୍ଚଳରୁ ଏହି ଚୋରଙ୍କୁ ଧରିଛି। ଡକାୟତି…

ହ୍ବାଇଟ ହାଉସରେ ଏମିତି କେଉଁ ଭାରତୀୟ ଅନ୍ଦାଜ ଦେଖାଇଲେ ମେଲୋନି ଯାହାର ଭିଡ଼ିଓ ହେଉଛି ଭାଇରାଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଓ୍ବାଶିଂଟନ,୧୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ସାରା ବିଶ୍ୱରେ ଆଲୋଚନାର ବିଷୟ। କିନ୍ତୁ, ଏହି ସମୟ ମଧ୍ୟରେ ଆଉ ଏକ କଥା ଘଟିଥିଲା, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା।…

କାହାକୁ ନ ଜଣାଇ ପାକିସ୍ତାନକୁ ୮୬ କୋଟି ଟଙ୍କା ଦେଇଥିଲେ ନେହେରୁ: ସାଂଘାତିକ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନଡିଏ ସଂସଦୀୟ ଦଳ ବୈଠକରେ ଅଂଶଗ୍ରହଣ କରିଛନ୍ତି। ସେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଶାଲ ପ୍ରଦାନ କରି ସମ୍ମାନିତ କରିଛନ୍ତି। ସଂସଦର ପାଠାଗାର ଭବନରେ ଅନୁଷ୍ଠିତ ଏହି ବୈଠକରେ ଏମ୍‌ପିମାନେ ସିପି ରାଧାକୃଷ୍ଣନଙ୍କୁ…

ୟୁ-ଟର୍ନ ନେଲା ଚାଇନା: ଭାରତ ପାଇଁ ଖୋଲିଦେଲା ଭଣ୍ଡାର

ବେଜିଂ,୧୯।୮:ଚାଇନା ଭାରତକୁ ଏକ ବଡ଼ ଆଶ୍ୱସ୍ତି ଦେଇଛି। ରେୟାର ଆର୍ଥ ଖନନ ମେଶିନ ରପ୍ତାନି ସହିତ ରେୟାର ଆର୍ଥ ସପ୍ଲାଇ ଉପରେ ପ୍ରତିବନ୍ଧକ ଉଠାଇ ଦେଇଛି। ଚାଇନା କହିଛି,ସେ ଭାରତକୁ ସାର, ବିରଳ ଖଣିଜ ପଦାର୍ଥ ଏବଂ ସୁଡ଼ଙ୍ଗ ବୋରିଂ ମେଶିନ…

ତ୍ରିରଙ୍ଗା ଛଡ଼ାଇବାକୁ ଚେଷ୍ଟା କରୁଥିବା ପାକିସ୍ତାନୀଙ୍କୁ କଡ଼ା ଜବାବ ଦେଲେ ଭାରତୀୟ ମୁସଲମାନ ଯୁବତୀ, ଭିଡିଓ ଭାଇରାଲ

ଲଣ୍ଡନ,୧୯।୮: ପୁଣିଥରେ ବ୍ରିଟିଶ ରାଜଧାନୀ ଲଣ୍ଡନରେ ଭାରତ ଏବଂ ପାକିସ୍ତାନର ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ସ୍ବାଧୀନତା ଦିବସ ପାଳନ କରିବାକୁ ଲଣ୍ଡନର ରାସ୍ତାରେ ବାହାରିଥିବା ଭାରତୀୟଙ୍କ ସହ ପାକିସ୍ତାନୀମାନେ ଅସଭ୍ୟ ବ୍ୟବହାର କରିଥିଲେ। ସେମାନେ ଭାରତୀୟ ଯୁବତୀ ଏବଂ…

ପୁଟିନଙ୍କ ବିଷୟରେ ଫୁସଫୁସ ହୋଇ କଥା ହେଉଥିଲେ ଟ୍ରମ୍ପ, ହେଲେ ଅନ ରହିଯାଇଥିଲା ମାଇକ, ଏବେ ଭିଡିଓ ହେଉଛି ଭାଇରାଲ

ଓ୍ବାଶିଂଟନ,୧୯।୮: ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ୟୁରୋପୀୟ ନେତାମାନଙ୍କ ସହ କଥା ହୋଇଥିଲେ। କିନ୍ତୁ, ବୈଠକ ଆରମ୍ଭ ହେବା ପୂର୍ବରୁ, ଟ୍ରମ୍ପଙ୍କ ମାଇକ ଭୁଲବଶତଃ ଅନ୍‌ ରହିଯାଇଥିଲା ଏବଂ…

ଜିଓ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ବନ୍ଦ ହୋଇଗଲା ସବୁଠୁ ଲୋକପ୍ରିୟ ପ୍ଲାନ୍‌

ନୂଆଦିଲ୍ଲୀ,୧୯।୮:ରିଲାଏନ୍ସ ଜିଓ ପ୍ରିପେଡ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ୨୪୯ ଟଙ୍କାର ପ୍ଲାନକୁ ବନ୍ଦ କରିଦେଇ କମ୍ପାନୀ। ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀର ଏହି ନିଷ୍ପତ୍ତି ସେହି ଲୋକମାନଙ୍କୁ ପ୍ରଭାବିତ କରିବ, ଯେଉଁମାନଙ୍କର ଡାଟା ବ୍ୟବହାର କମ ଏବଂ ଯେଉଁମାନେ…

ଟ୍ରମ୍ପଙ୍କ ସହ ବୈଠକ ପରେ ଗୁରୁତର ଅଭିଯୋଗ ଆଣିଲେ ଜେଲେନସ୍କି, ହେଲେ ମେଲାନିଆଙ୍କୁ କାହିଁକି ଦେଲେ ଧନ୍ୟବାଦ? ଜାଣନ୍ତୁ…

ଓ୍ବାଶିଂଟନ,୧୯।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର (୧୮ ଅଗଷ୍ଟ) ଦିନ ଏକ ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ କହିଥିଲେ ଯେ ଏହା ସକାରାତ୍ମକ ଥିଲା। ଏହି ବୈଠକ ପରେ ରୁଷିଆ ଏବଂ…

ମୁହଁ ଖୋଲିଲେ ଗୌତମ ଆଦାନୀ: କହୁ କହୁ ମୋଦି ସରକାରଙ୍କୁ ନେଇ ଏମିତି କହିଦେଲେ

କୋଲକାତା,୧୯।୮: ବିଜ୍‌ନେସ ଟାଇକୁନ ଗୌତମ ଆଦାନୀ ବିକଶିତ ଭାରତକୁ ନେଇ ନିଜ ମତ ରଖିଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT)-ଖଡ଼ଗପୁରର ଛାତ୍ରୀଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯେକୌଣସି ଏକ ଭୂରାଜନୈତିକ ଘଟଣା ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳ ଏବଂ ଶକ୍ତି-ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକର…

୧୦୦ ଅରବ ଡଲାରର ଡିଲ, ୟୁକ୍ରେନକୁ ସିକ୍ୟୁରିଟି ଗ୍ୟାରେଣ୍ଟି…, ଜାଣନ୍ତୁ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକରେ କ’ଣ ହେଲା ଆଲୋଚନା

ଓ୍ବାଶିଂଟନ,୧୯।୮: ସାଢ଼େ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ପାଇଁ ସୋମବାର ଆଉ ଏକ ପାଦ ଆଗକୁ ବଢ଼ିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତୀୟ ସମୟ ଅନୁସାରେ ସୋମବାର ରାତି ୧୧ଟାରେ ହ୍ବାଇଟ ହାଉସରେ ପହଞ୍ଚି ଆମେରିକା…

ଏନଏସି ଘୋଷଣା ବାଦ ଦେବା ପ୍ରତିବାଦରେ ୮ ଘଣ୍ଟିଆ ସାଲେପୁର ବନ୍ଦ

ସାଲେପୁର, ୧୯/୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନଏସି ଘୋଷଣାରୁ ବାଦ ଦେବା ପ୍ରତିବାଦରେ ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଆଜି ସାଲେପୁର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬…

ଯୁବକଙ୍କୁ ନିର୍ମମ ହତ୍ୟା: ପୋଲିସ ଗୁଳିରେ ଅଭିଯୁକ୍ତ ଆହତ

ସମ୍ବଲପୁର,୧୯।୮(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟାକରି ଫେରାର ଅଭିଯୁକ୍ତ ପୋଲିସ ସହ ଗୁଳି ବିନିମୟରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୋଲିସ ଗିରଫ କରି ଚିକିତ୍ସା ପାଇଁ ଭିମସାରରେ ଭର୍ତ୍ତି କରିଛି। ତାଙ୍କ ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?