ହାଇୱା-ବାଇକ ମୁହାଁମୁହିଁ ଧକ୍କା: ୨ ଗୁରୁତର
ଲୋଇସିଂହା,୩।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ପଦ୍ମପୁର ରାସ୍ତା ପତ୍ରାପାଳି ରାଇସ ମିଲ ନିକଟରେ ଏକ ହାଇୱା ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ସଦାନନ୍ଦ ମହାନନ୍ଦ ଓ ଶୁଭମ…
ଉଠାଦୋକାନୀଙ୍କ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ନିବେଦନ
ଛତ୍ରପୁର,୩ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ଓ ଗୋବିନ୍ଦପୁର ଗ୍ରାମର ପ୍ରାୟ ୯୫ ପ୍ରତିଶତ ଲୋକ ଗରିବ ତଥା ଦିନ ମଜୁରିଆ ଭାବେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ମା’ ତାରାତାରିଣୀଙ୍କ ପାଦଦେଶରେ ଦୋକାନ କରି…
ଚାଷୀଙ୍କୁ ଅଣଦେଖା ନେଇ ଅସନ୍ତୋଷ ପ୍ରକାଶ କଲେ ୩ ବିଧାୟକ
କୋରାପୁଟ,୩ା୧(ଅମିତାଭ ବେହେରା): କୋରାପୁଟସ୍ଥିତ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଠାରେ ଜଳ ସମ୍ପଦ ବିଭାଗ ଓଡ଼ିଶା ତରଫରୁ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା। ଜିଲା ଉଠାଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଯୁଗଳକିଶୋର ଟାକ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
ମହିଳାଙ୍କ ମଙ୍ଗଳସୂତ୍ର ଚୋରି କରୁଛନ୍ତି ସରକାର: ଜୟରାମ
ନୂଆଦିଲ୍ଲୀ,୩।୧: ନିକଟରେ ଏକ ରିପୋର୍ଟ ଆସିଲା, ଯେଉଁଥିରେ ପ୍ରକାଶ ପାଇଲା ଯେ ସୁନା ବନ୍ଧକ ରଖି ଋଣ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି ଏବଂ ବର୍ତ୍ତମାନ ଏହି ଲୋକମାନେ ମଧ୍ୟ ସେମାନଙ୍କରଇ ଏମଆଇ ଦେବାକୁ ଅସମର୍ଥ। ଏହି…
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ
ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ସୂଚନାନୁସାରେ, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୭କିମ୍ବା ୮ଜାନୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ନିର୍ବାଚନ ହେବ ଏବଂ ଫଳାଫଳ ୧୫ ଫେବୃଆରୀ ପରେ…
ସିରିଆ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ
ତେଲ ଅଭିଭ,୩।୧: ଗୁରୁବାର ରାତିରେ ଇସ୍ରାଏଲ ସିରିଆର ଅଲେପ୍ପୋ ସହରର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ସିରିଆ ସେନା ଶିବିର ଉପରକୁ ବୋମା ମାଡ଼ କରିଥିଲା। ସିରିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା ଅଲ-ସଫିରା ସହର ନିକଟରେ ଅବସ୍ଥିତ ଏକ ପ୍ରତିରକ୍ଷା…
ଅଷ୍ଟ୍ରେଲିଆ ବୋଲର୍ଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଭାରତୀୟ ବ୍ୟାଟ୍ସମ୍ୟାନ୍: ୧୮୫ରେ ଅଲଆଉଟ୍
ସିଡନୀ,୩।୧: ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଆରମ୍ଭ ହୋଇଥିବା ମ୍ୟାଚରେ ଟିମ ଇଣ୍ଡିଆ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି…
ଶ୍ରମିକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ ମାମଲା : ଚା’ ଖଟିରେ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଫଟୋ ଭାଇରାଲ
ପାଟଣାଗଡ଼,୩ା୧(ସଚ୍ଚିଦାନନ୍ଦ ମହାକୁର): ଲୋକଙ୍କ ସାମ୍ନାରେ ରାଜରାସ୍ତା ଉପରୁ ଶ୍ରମିକଙ୍କୁ ଅପହରଣ କରାଗଲା। ଦାଦନ ଶ୍ରମିକଙ୍କ ପରିବାରକୁ ଫୋନ୍ କରି ଟଙ୍କା ମାଗିବା ସହ ଜଙ୍ଗଲ ଭିତରେ ରଖି ଅକଥନୀୟ ନିର୍ଯାତନା ଦିଆଗଲା। ପରେ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଇ ଅଭିଯୁକ୍ତ ସର୍ଦ୍ଦାର ଏବଂ…
‘ଘରେ ପଶି ମାରୁଛି ଭାରତ’, ପାକିସ୍ତାନ ଲଗାଉଛି ଅଜବ ଅଭିଯୋଗ
ଇସଲାମାବାଦ/ନୂଆଦିଲ୍ଲୀ,୩।୧: ସବୁଥର ପରି ଏଥର ମଧ୍ୟ ପାକିସ୍ତାନ ଭାରତକୁ ଭୟ କରୁଛି। ଏଥର ସେ ନିଜେ ଏହାକୁ ଗ୍ରହଣ କରିଛି। ସୂଚନାଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିଜ ଦେଶରେ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅଭିଯାନକୁ ନେଇ ଉଦବେଗ ପ୍ରକାଶ କରିଛି। ପାକିସ୍ତାନ…
ବାଇଡେନଙ୍କ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଥିଲେ ମୋଦି: ଦାମ୍ ଜାଣିଲେ ଉଡିଯିବ ହୋଶ୍
ଓ୍ବାଶିଂଟନ୍,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ରେ ଆମେରିକାର ପ୍ରଥମ ଲେଡି ଜିଲ ବିଡେନଙ୍କୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ମୋଦିଙ୍କ ଏହି ଉପହାର ୨୦୨୩ରେ ଜିଲ ବାଇଡେନଙ୍କୁ ବିଦେଶୀ ନେତାଙ୍କଠାରୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା।…
ଟିମ୍ ଇଣ୍ଡିଆରେ ବଢୁଛି ଫାଟ! ହୋଟେଲରୁ ବାହାରୁ ନାହାନ୍ତି ଗମ୍ଭୀର, ଗ୍ରୁପ୍ ହୋଇ ବୁଲୁଛନ୍ତି ଖେଳାଳି
ନୂଆଦିଲ୍ଲୀ,୩।୧: ଭାରତୀୟ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ଏପରିକି ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଅନେକ ସପ୍ତାହ ଧରି ବିବାଦ ଲାଗି ରହିଛି। ଏସବୁ ମଧ୍ୟରେ ଅଧିନାୟକ ରୋହିତ ନିଜକୁ ସିଡନୀ ଟେଷ୍ଟରୁ…
ଉଦ୍ଧବଙ୍କ ‘ସାମନା’ରେ ଫଡନାଭିସଙ୍କ ପ୍ରଶଂସା, ମହାରାଷ୍ଟ୍ରରେ ହେବକି ବଡ଼ ପରିବର୍ତ୍ତନ?
ମୁମ୍ବାଇ,୩।୧: ମହାରାଷ୍ଟ୍ର ରାଜନୀତିରେ ଯାହା ସବୁ ଘଟିପାରେ ତାହା ସମସ୍ତେ ଦେଖିଛନ୍ତି।ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ରାଜନୀତି କଡ ଲଉଟାଇଥାଏ। ଏକଦା ଭାଜପା ଏବଂ ଉଦ୍ଧବଙ୍କ ଶିବସେନା ଏକାଠି ଥିଲେ। ଭଲ ବନ୍ଧୁ ଥିଲେ। କିନ୍ତୁ ରାଜନୀତିର ଚକ ଏପରି ଘୁରିଛି ଯେ…
Archives


