ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍ବାନ୍’ ଫେମ୍ ଅଭିନେତା ଅମନ ବର୍ମା
ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ସେ ହେଲେ ବାଗବାନ୍ ଭଳି ସିନେମାରେ ତଥା ଅନେକ ଟେଲିଭିଜନ ଶୋ’ରେ ନିଜର…
Whatsapp ଆଣିଲା ନୂଆ ଫିଚର୍, ଏଣିକି ଭଏସ୍ ମେସେଜ୍ ଆସିଲେ ବ୍ୟବହାରକାରୀ…
ନୂଆଦିଲ୍ଲୀ,୨୬।୨: ହ୍ବାଟ୍ସଆପ ଭାରତରେ ଏହାର ଭଏସ୍ ମେସେଜ୍ ଟ୍ରାନ୍ସକ୍ରିପ୍ଟ ଫିଚର ଲଞ୍ଚ କରିଛି। ପ୍ଲାଟଫର୍ମ ଗତ ବର୍ଷ ନଭେମ୍ବରରେ ଏହି ବୈଶିଷ୍ଟ୍ୟ ନେଇ ଘୋଷଣା କରିଥିଲା। କିନ୍ତୁ ଏବେ ଆପଣ ଏକ ଭଏସ୍ ମେସେଜର ଏକ ଟେକ୍ସଟ ଟ୍ରାନ୍ସକ୍ରିପ୍ଟ ତିଆରି କରିବା…
Maha Kumbh 2025: ୪୫ଦିନ, ୬୫କୋଟି ଶ୍ରଦ୍ଧାଳୁ, ୩ଲକ୍ଷ କୋଟି ରାଜସ୍ବ ଆୟ
ନୂଆଦିଲ୍ଲୀ,୨୬।୨:ଐତିହାସିକ ମହାକୁମ୍ଭ 2025 ଆଜି ଶେଷ ହେବାକୁ ଯାଉଛି । ଆଜି ମହାଶିବରାତ୍ରିରେ ଏହାର ଅନ୍ତିମ “ସ୍ନାନ” (ପବିତ୍ର ବୁଡ଼)। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୪୫ ଦିନ ଧରି ଚାଲିଛି। ଯେଉଁଥିରେ ୬୫ କୋଟିରୁ ଅଧିକ…
‘ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର’
ଭୁବନେଶ୍ୱର,୨୬ା୨: ହରିଜନ ଆଦିବାସୀ କେତେ ସୁରକ୍ଷିତ ତାହା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଘଟଣାରୁ ସ୍ପଷ୍ଟ। ସାମାଜିକ ବିଧି ବ୍ୟବସ୍ଥା କେତେ ନିମ୍ନଗାମୀ ହେଉଛି ତାହା ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରୁ ଜଣାପଡ଼ୁଛି। ଆଦିବାସୀଙ୍କ ପାଇଁ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି…
Googleର ବଡ଼ ନିଷ୍ପତ୍ତି! Gmailରେ ଲଗ୍ଇନ୍ ଲାଗି ଆସିବ QR-Code ବ୍ୟବସ୍ଥା, SMS ଜରିଆରେ ଭେରିଫିକେଶନ୍ ବନ୍ଦ
ନୂଆଦିଲ୍ଲୀ,୨୬।୨: ଗୁଗୁଲ୍ ଏହାର ଇମେଲ୍ ସେବା Gmailକୁ ଅଧିକ ସୁରକ୍ଷିତ କରିବା ଲାଗି ଲଗାତାର ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ କମ୍ପାନୀ Text Based password ବଦଳରେ ଏକ ନୂଆ ଭେରିଫିକେଶନ ସିଷ୍ଟମ ଆଣିପାରେ। Google ଏବେ ଜିମେଲ୍ରେ QR…
ହାଇଭୋଲ୍ଟେଜ୍ ବିଦ୍ୟୁତ୍ ଟାଓ୍ବାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପ୍ରଶାସନକୁ କଲେ ନାକେଦମ୍
ବଲାଙ୍ଗୀର,୨୬ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍ଟେଜ୍ ବିଦ୍ୟୁତ୍ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ…
Bangladesh New Political Party: ହାସିନାଙ୍କୁ ତଡିଥିଲେ, ଏବେ ନୂଆ ଦଳ ଗଢିବେ ଛାତ୍ରନେତା, ବାଂଲଦେଶ ରାଜନୀତିରେ ହଇଚଇ
ଢାକା,୨୬।୨: ବାଂଲାଦେଶରେ ଲାଗି ରହିଛି ରାଜନୈତିକ ଅସ୍ଥିରତା । ଯେଉଁ ଛାତ୍ର ନେତାମାନଙ୍କ ଯୋଗୁଁ ଶେଖ ହାସିନାଙ୍କ ସରକାରର ପତନ ଘଟିଥିଲା, ସେହି ନେତାମାନେ ଏବେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ଶେଖ ହାସିନାଙ୍କ…
Champions Trophy: ଚାମ୍ପିଅନ୍ସ ଟ୍ରଫିରେ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଲେ ପାକିସ୍ତାନର ପୋଲିସ କର୍ମଚାରୀ, ୧୦୦ରୁ ଅଧିକ Suspend
ନୂଆଦିଲ୍ଲୀ,୨୬।୨: ଏଥର ପଡ଼ୋଶୀ ଦେଶ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ସାଜିଛି। ପ୍ରାୟ ୨୯ ବର୍ଷ ପରେ କୌଣସି ଟୁର୍ନାମେଣ୍ଟର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି, ହେଲେ ଏହାର ଟିମ୍ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛି। ଏସବୁ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ…
ସକାଳୁ ଖାଲି ପେଟରେ ଏହି ପାଣି ପିଇଲେ ମିଳିଥାଏ ଅନେକ ଫାଇଦା, ବିଶେଷଜ୍ଞ କୁହନ୍ତି ଯାହା କାଜୁଠାରୁ ବି ଲାଭଦାୟକ
ସୁସ୍ଥ ରହିବା ପାଇଁ ଲୋକମାନେ ସେମାନଙ୍କ ଖାଦ୍ୟରେ ଏପରି ଖାଦ୍ୟଦ୍ରବ୍ୟ ସାମିଲ କରିବା ଆବଶ୍ୟକ, ଯାହା ତାଙ୍କ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହେବ। ଆମର ଖାଦ୍ୟପେୟ ଅଭ୍ୟାସ ଆମ ସ୍ବାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ, ବିଶେଷକରି ଆମେ ସକାଳେ ଯାହା…
ହଠାତ୍ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର
ନୂଆଦିଲ୍ଲୀ,୨୬।୨: ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅବସର ଘୋଷଣା କରି ଚମକାଇଛନ୍ତି। ତାଙ୍କ ୧୬ ବର୍ଷର କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ହେଲେ ଜାସନ ବେହେରେଣ୍ଡର୍ଫ। ବର୍ତ୍ତମାନ ସେ ରାଜ୍ୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଅର୍ଥାତ ସେ ଟି-୨୦ ଲିଗ୍ରେ ଖେଳିବା…
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସବୁଠାରୁ ବଡ଼ ଶକ୍ତି ‘ହନୁମାନ ଚାଳିଶା’
ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟ ଟିମ୍ ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପହଞ୍ଚି ସାରିଛି। ଦଳ ମାର୍ଚ୍ଚ ୨ ରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହା ପୂର୍ବରୁ ଅନେକ ଭାରତୀୟ ଖେଳାଳି ସାକ୍ଷାତକାର ଦେଇ…
Champions Trophy 2025: ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରିନାହାନ୍ତି ରୋହିତ: ଅପେକ୍ଷାରେ ଅକ୍ଷର ପଟେଲ
ନୂଆଦିଲ୍ଲୀ,୨୬।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ସାଥୀ ଖେଳାଳି ଅକ୍ଷର ପଟେଲଙ୍କୁ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ଅକ୍ଷର ଏବେ ବି ଡିନର ପାଇଁ ଅପେକ୍ଷା କରିଛି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଏର ପ୍ରଥମ ମ୍ୟାଚ୍ରେ ଅକ୍ଷର…
Archives


