Home

ମା’ ହେବେ କ୍ୟାଟ୍ରିନା: ସୁନ୍ଦର ଫଟୋ ଶେୟାର କରି ଦେଲେ ଖୁସିଖବର

ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ବିକି କୌଶଳ ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଦୀର୍ଘ ଦିନର ଚର୍ଚ୍ଚା ପରେ, ଏହି ଦମ୍ପତି ଶେଷରେ ଏକ ଖୁସି ଖବର ଘୋଷଣା କରିଛନ୍ତି। ଆଲିଆ, ଦୀପିକା ଏବଂ କିଆରାଙ୍କ ପରେ,…

କଳିଙ୍ଗା ଘାଟିର ଗୋଟିଏ ସ୍ଥାନରେ ଦ୍ୱିତୀୟଥର ଭୂସ୍ଖଳନ: ଘଟଣାସ୍ଥଳରେ ଜିଲାପାଳ

ଜି.ଉଦୟଗିରି, ୨୩।୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ଗତ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରେ ଭୂସ୍ଖଳନ ଯୋଗୁଁ ରାସ୍ତା ଟି ଭାସିଯାଇ…

ଭାରତ ପାଇଁ ଖୁସିଖବର: ପାକିସ୍ତାନ-ଆମେରିକା ସ୍ତବ୍ଧ

କାଲିଫର୍ନିଆ,୨୩।୯: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଭାରତକୁ ପ୍ରଶଂସା କରିଛନ୍ତି। ଏହି ପ୍ରଶଂସା କେବଳ ପାକିସ୍ତାନ, ଚାଇନା ଏବଂ ତୁର୍କୀ ନୁହେଁ, ବରଂ ଆମେରିକାକୁ ମଧ୍ୟ ସ୍ତବ୍ଧ କରିଦେବ। ସେ ଜାତିସଂଘରେ ଭାରତର ଗୁରୁତ୍ୱ ଉପରେ ଆଲୋକପାତ…

ଧରିତ୍ରୀ ପୋର୍ଟାଲ ପ୍ରଭାବ: ପହଞ୍ଚିଲେ ପିଏଚଡ଼ି କର୍ମଚାରୀ, ମରାମତି ହେଲା ଫାଟିଲା ପାଇପ୍‌

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମ୍ୟୁନିସିପାଲଟି ଅଧିନ ଶକ୍ତି ନଗରସ୍ଥିତ ନେହେରୁ ଆସୋସିଏସନ ସମ୍ମଖରେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ପାଇଁ ଉଦ୍ଦିଷ୍ଟ ପାଣି ପାଇପ ଫାଟି ଯାଇଥିଲା। ଫଳରେ ପାନୀୟଜଳ ଦୂଷିତ ହେଉଥିବାବେଳେ ନିକଟସ୍ଥ ସମଲେଶ୍ୱରୀ ନର୍ସରୀ…

ପଡ଼ିଆରେ ମୁହାଁମୁହିଁ ହେଲେ ଦ୍ରାଭିଡ-ସଚିନଙ୍କ ପୁଅ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୨୩।୯:ଭାରତର ଦୁଇ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡ ବର୍ଷ ବର୍ଷ ଧରି ଦେଶ ପାଇଁ ଏକାଠି ଖେଳିଥିଲେ। ସେମାନେ ଅନେକ ସ୍ମରଣୀୟ ଇନିଂସ ଖେଳିଥିଲେ। ଜଣଙ୍କୁ ‘କ୍ରିକେଟର ଭଗବାନ’ ଏବଂ ଅନ୍ୟ ଜଣକ ‘ଦି ୱାଲ’ ଭାବରେ…

ନିଯୁକ୍ତି ପରୀକ୍ଷା ବିଭ୍ରାଟକୁ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, କଡା କଡି ହେଲା ନିୟମ

ଭୁବନେଶ୍ୱର,୨୩।୯: ନିଯୁକ୍ତି ପରୀକ୍ଷା ବିଭ୍ରାଟ ଅନେକ ସମୟରେ ଖବରର ଶିରୋନାମା ମଣ୍ଡନ କରୁଥିବା ବେଳେ ଏବେ ଏହାକୁ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ନିୟମ ଅନୁଯାୟୀ ଏଣିକି କେବଳ ସରକାରୀ ପ୍ରେସରେ ଛପାଯିବ ପ୍ରଶ୍ନପତ୍ର। ପୋଲିସ ଓ…

ପୋଲିସ ଜୁଲୁମକୁ ବିରୋଧ: ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଚେତାବନୀ

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ନିର୍ମାଣ ପ୍ରତିଷ୍ଠାକୁ ନେଇ ପ୍ଲାଣ୍ଟ ବିରୋଧୀ ଓ ସପକ୍ଷବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ସର୍ବଦା ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳୁଛି। ରବିବାର ସକାଳେ ଅଚାନକ…

ଚାଲିଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର: ଶ୍ରୀମନ୍ଦିର ଭିତରକୁ ଗଲେ…

ପୁରୀ,୨୩।୯: ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ…

ବିଦା ହେଲେ ରିଷଭ ପନ୍ତ, ମିଳିଲା ନାହିଁ ଟିମରେ ସ୍ଥାନ, କାହିଁକି ନିଆଗଲା ଏମିତି ନିଷ୍ପତ୍ତି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡରେ ଟେଷ୍ଟ ସିରିଜ ସମୟରେ ସେ ଆଘାତ ପାଇଥିଲେ ଏବଂ ଏବେ ଅକ୍ଟୋବର ୨ରେ ଅହମଦାବାଦରେ ଆରମ୍ଭ ହେବାକୁ…

ମୁକୁଳିବେ ନାହିଁ ଆଜମ ଖାନ! କୋର୍ଟ ଜାରି କଲେ ନାହିଁ ରିଲିଜ ଓ୍ବାରେଣ୍ଟ

ମୋରାଦାବାଦ,୨୩।୯: ଜେଲରୁ ବାହାରି ପାରିବେ ନାହିଁ ଆଜମ ଖାନ। ମୋରାଦାବାଦ କୋର୍ଟ ଏପର୍ଯ୍ୟନ୍ତ ତାଙ୍କର ରିଲିଜ ଓ୍ବାରେଣ୍ଟ ଜାରି କରିନାହାଁନ୍ତି। ସେ ଛଜଲାଟ ମାମଲାରେ ତାଙ୍କର ଦୁଇ ବର୍ଷର ସଜା ପୂରଣ କରିଛନ୍ତି। ମଙ୍ଗଳବାର କୋର୍ଟ ଦ୍ୱାରା ରିଲିଜ ୱାରେଣ୍ଟ ଜାରି…

ଜନଜାତି ଯୁବତୀ-ଯୁବକଙ୍କ ଦକ୍ଷତା ବଢାଇବାକୁ ଅଣ୍ଟା ଭିଡ଼ିଲେ ବିଡିଓ

ଦାରିଙ୍ଗବାଡି, ୨୩।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁସୂଚିତ ଜନଜାତି ଯୁବତୀ ଏବଂ ଯୁବକ ମାନଙ୍କର ଦକ୍ଷତା ତଥା କ୍ଷମତାକୁ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା ଆଦି କର୍ମଯୋଗୀ ଅଭିଯାନର ଏକ ୨ ଦିନିଆ କର୍ମଶାଳା ଉଦଘାଟିତ…

ଦୁର୍ଗାପୂଜା ପୂର୍ବରୁ ଦାଉ ସାଧିଲା ବର୍ଷା, କରେଣ୍ଟ ଲାଗି ୭ ମୃତ

କୋଲକାତ,୨୩।୯: ସୋମବାର ରାତିରୁ ମଙ୍ଗଳବାର ପର୍ଯ୍ୟନ୍ତ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସହରରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?