Home

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କର୍ମଚାରୀଙ୍କୁ ଦେବେ ୨୫ ପ୍ରତିଶତ ମହଙ୍ଗା ଭତ୍ତା, ଜାଣନ୍ତୁ କାହିଁକି…

କୋଲକାତା,୧୬ା୫: ପଶ୍ଚିମବଙ୍ଗ ସରକାର କର୍ମଚାରୀଙ୍କୁ ୨୫ ପ୍ରତିଶତ DA ଅର୍ଥାତ୍‌ ମହଙ୍ଗା ଭତ୍ତା ଦେବାକୁ ସୁପ୍ରିମକୋର୍ଟ ମମତା ବାନାର୍ଜୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କାରୋଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାରଙ୍କୁ…

ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ: କହିଲେ, ଏହା କେବଳ ଟ୍ରେଲର, ପୂରା ଫିଲ୍ମ ବାକି ଅଛି

ଗାନ୍ଧୀନଗର,୧୬।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଗୁଜରାଟର ଭୁଜ ବାୟୁସେନା ଷ୍ଟେଶନ ପରିଦର୍ଶନ କରିଛନ୍ତି। ଗତ ସପ୍ତାହରେ ପାକିସ୍ତାନୀ ସେନା ଦ୍ୱାରା ଏହି ଏୟାରବେସକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଥିଲା। ସେମାନଙ୍କର ଘୃଣ୍ୟ ଯୋଜନାକୁ ଭାରତୀୟ ସଶସ୍ତ୍ର ବାହିନୀ ପଣ୍ଡ…

ଦାରିଙ୍ଗବାଡ଼ିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ଚାଷୀ ଭାଇଙ୍କ ମୁହଁରେ ହସ ଫୁଟିଥିବାବେଳେ ଗରମରୁ ଲୋକେ ଆଶ୍ୱସ୍ତି ପାଇଛନ୍ତି। ଅଞ୍ଚଳରେ କୂଅ, ପୋଖରୀ, ନାଳ ଶୁଖିଯାଇଥିବା ବେଳେ ଏହି ବର୍ଷା ପରେ…

ଏଣିକି ଫୋନ୍‌ ଚୋରି କଲେ ଧରାପଡ଼ିବେ ଚୋର, ଜାଣନ୍ତୁ କେମିତି…

ଗୁଗ୍‌ଲ ଏବେ ଚୋରଙ୍କ ଜୀବନ କଷ୍ଟକର କରିବାକୁ ପ୍ରସ୍ତୁତ ହେଉଛି, କମ୍ପାନୀ ନୂଆ ଆଣ୍ଡ୍ରଏଡ ୧୬ ଅପରେଟିଂ ସିଷ୍ଟମରେ ଏପରି ଏକ ଚମତ୍କାର ଫିଚର ଯୋଡ଼ିଛି ଯାହା ଦ୍ୱାରା ଚୋର ଆପଣଙ୍କ ଆଣ୍ଡ୍ରଏଡ ଫୋନ୍‌ ଚୋରି କରିବା ପରେ ପଶ୍ଚାତାପ କରିବେ।…

ଟ୍ରମ୍ପଙ୍କୁ ନେଇ କ’ଣ ଏମିତି ଟୁଇଟ୍‌ କରିଦେଲେ କଙ୍ଗନା ରାଣାୱତ, ଫୋନ୍‌ କରି ଜେପି ନଡ୍ଡା କହିଲେ ତୁରନ୍ତ କାଟ

ବଲିଉଡ ଅଭିନେତ୍ରୀ ତଥା ଭାଜପା ଭାଜପା ଏମ୍‌ପି କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ପୋଷ୍ଟ କରି ସେ ଫସିଯାଇଛନ୍ତି। ଏଥିରେ ସେ ଭାରତରେ ଆପଲ ଫୋନ ନିର୍ମାଣ ସମ୍ପର୍କରେ ଟ୍ରମ୍ପଙ୍କ…

ବହୁଚର୍ଚ୍ଚିତ ସୁରେଶ ଶବର ହତ୍ୟା ଘଟଣା: ୧୫ ଦିନ ପରେ ଅଭିଯୁକ୍ତ ଗିରଫ

ଦେବଗଡ,୧୬।୫(ଶଶାଙ୍କ ଶେଖର ଝାଙ୍କର):ଗତ ଏପ୍ରିଲ ୩୦ ତାରିଖ ରାତ୍ରୀରେ ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯)ହତ୍ୟା ଘଟଣାର ଅଭିଯୁକ୍ତକୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହତ୍ୟାକାରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗ୍ରାମକୁ ଦିଆଗଲା ପାଣି: ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ନିଆଗଲା ପଦକ୍ଷେପ

ଭଞ୍ଜନଗର,୧୬।୫(ବାବୁଲା ପ୍ରଧାନ):ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ନୂଆଗାଁକୁ ପାଇପ ଯୋଗେ ପାଣି ଯୋଗାଣ ୫ ଦିନ ଧରି ବନ୍ଦ ଥିଲା। ଏନେଇ ଧରିତ୍ରୀ ପୋର୍ଟାଲରେ ବୁଧବାର ଏବଂ ପତ୍ରିକାରେ ଗୁରୁବାର ଖବର ପ୍ରକାଶିତ…

ପାକିସ୍ତାନର ନୂଆ ଚାଲ୍‌: POKକୁ ବଞ୍ଚାଇବା ପାଇଁ ଚାଇନା ସହ ମିଶି କରୁଛି ବଡ଼ ଗେମ୍‌ ପ୍ଲାନିଂ

ଇସଲାମାବାଦ୍‌,୧୬।୫: ପାକିସ୍ତାନ ଅଧିକୃତ କାଶ୍ମୀର (POK) ଉପରେ ଭାରତର ଦାବି ମଧ୍ୟରେ ପାକିସ୍ତାନ ଚାଇନାକୁ କଶ୍ମୀର ବିବାଦରେ ପ୍ରବେଶ କରିବାକୁ ଅନୁମତି ଦେଇଛି। ପାକିସ୍ତାନ କହିଛି ଯେ. କେବଳ ଭାରତ ଏବଂ ପାକିସ୍ତାନ ନୁହେଁ ବରଂ ଚାଇନା ମଧ୍ୟ କାଶ୍ମୀର ବିବାଦର…

ମୁହଁରେ କଳା କପଡ଼ା ବାନ୍ଧି ବୁଲୁଛନ୍ତି ୨ ଯୁବକ: ଲୋକେ ଆତଙ୍କିତ

ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ମୁଖାଧାରୀ ଯୁବକ ଘୁରି ବୁଲୁଥିବା ଦେଖି ସାଧାରଣରେ ଆତଙ୍କିତ ହୋଇପଡୁଛନ୍ତି। ଗୋଟିଏ ପଟେ ଗଞ୍ଜାମ ପୋଲିସର ସ୍ପେସିଆଲ ଡ୍ରାଇଭରେ ଧରପଗଡ଼ ଚାଲିଥିବା ବେଳେ ପୂର୍ବରୁ କନ୍ଧମାଳ ଜିଲାରେ ମଧ୍ୟ…

ଆସିଲାଣି କରୋନାର ନୂଆ ଲହର! ଏସବୁ ଏସୀୟ ଦେଶରେ ଲୋକେ ଭୟଭୀତ

ନୂଆଦିଲ୍ଲୀ,୧୬।୫: କ’ଣ ବିଶ୍ୱରୁ କରୋନା ଭାଇରସ ସମ୍ପୂର୍ଣ୍ଣ ଲୋପ ପାଇଗଲା? ଯଦି ଆପଣ ଭାବୁଛନ୍ତି ଯେ ସାରା ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଥିବା କୋଭିଡ-୧୯ ଶେଷ ହୋଇଯାଇଛି, ତେବେ ଏହା ଆପଣଙ୍କର ଭୁଲ ଧାରଣା। ହଁ, ପୁଣିଥରେ ସାରା ବିଶ୍ୱରେ ଧୀରେ…

ଜଙ୍ଗଲରେ କ୍ୟାମ୍ପ ଠାବ: ଛତ୍ରଭଙ୍ଗ ଦେଲେ ମାଓବାଦୀ

ବଲାଙ୍ଗୀର,୧୬।୫(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲାର ଛତରଦାଣ୍ଡି ଓ ଗନ୍ଧମାର୍ଦନ ପାହାଡ଼ରେ ଦୁଇଟି ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ଖପ୍ରାଖୋଲ, ଲାଠୋର ଓ ତୁରେକେଲା ଥାନା ଅଞ୍ଚଳର ଡିଭିଏଫ ଟିମ ପକ୍ଷରୁ ସ୍ବତନ୍ତ୍ର ସର୍ଚ୍ଚ ଅପରେଶନ ବେଳେ ଏହି ଦୁଇ ମାଓବାଦୀ କ୍ୟାମ୍ପ…

ପାକିସ୍ତାନୀଙ୍କୁ ନେଇ ଭାରତ ଆସିଲା ଇରାକ ଜାହାଜ, କଡ଼ା ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି, କିନ୍ତୁ ତଥାପି ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ସେମାନଙ୍କ ପକ୍ଷରୁ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା ଜାରି ରହିଛି। ଗତ ତିନି ଦିନରେ ସେନା ଅନେକ ଆତଙ୍କବାଦୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri