Home

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ: ଗଞ୍ଜାମରେ ୯୦୫ ଜଣଙ୍କ ଡିଏଲ୍‌ ରଦ୍ଦ

ଛତ୍ରପୁର,୧୫।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ବେପାରୁଆ ଗାଡ଼ିଚାଳନା, ହେଲ୍‌ମେଟ ନ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ା ଉଭୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଛି…

ମୋଦି ଏବଂ ଯୋଗୀଙ୍କ ନେତୃତ୍ୱରେ ହେବ ରାମ ମନ୍ଦିର ନିର୍ମାଣ: ସଞ୍ଜୟ ରାଓ୍ବତ

ମୁମ୍ବାଇ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଶିବସେନା ଏମ୍‌ପି ସଞ୍ଜୟ ରାଓ୍ବତ ମତପୋଷଣ କରିଛନ୍ତି। ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହିତ ଦଳର ନବନିର୍ବାଚିତ…

ସମୁଦ୍ର କୂଳରେ ବସି ଭିଡିଓ କରୁଥିଲା ପରିବାର: ଅଚାନକ୍‌ ଆସିଲା ଢ଼େଉ…

ଗାନ୍ଧୀନଗର,୧୫।୬: ସମୁଦ୍ର କୂଳରେ ଥିବା ଏକ ମନ୍ଦିର ନିକଟରେ ଗୋଟିଏ ପରିବାର ବସି ମଜାମସ୍ତି କରୁଥିଲେ। ସେହି ସମୟରେ ହଠାତ୍‌ ଏକ ଉଚ୍ଚ ଢ଼େଉ ଆସି ତାଙ୍କୁ ପାଣି ଭିତରକୁ ଟାଣିନେଇଥିଲା। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ପର୍ଯ୍ୟଟନସ୍ଥଳ କେନ୍ଦ୍ର…

ଡ୍ରାଗନ୍‌ର ନୂଆ ଯୋଜନା: ନେପାଳ ସ୍କୁଲରେ ଚାଇନା ଭାଷା ବାଧ୍ୟତାମୂଳକ

କାଠମାଣ୍ଡୁ,୧୫।୬: ନେପାଳରେ ନିଜର ପତିଆରା ବୃଦ୍ଧି ପାଇଁ ଚାଇନା ନୂଆ ଯୋଜନା କରିଛି। ଏହି ଯୋଜନା ଅନ୍ତର୍ଗତ ନେପାଳ ସ୍କୁଲରେ ଚାଇନା ଭାଷାକୁ ବାଧ୍ୟତାମୂଳକ କରାଯାଇଛି। ଚାଇନା ଭାଷା ପଠାଉଥିବା ଶିକ୍ଷକଙ୍କୁ ଚାଇନା ସରକାରଙ୍କ ପକ୍ଷରୁ ଅଧିକ ଦରମା ଦିଆଯିବାର ବ୍ୟବସ୍ଥା…

ରେଳଯାତ୍ରୀଙ୍କ ସୁରକ୍ଷା ନେଇ ଟୋଲ୍‌ ଫ୍ରି ନମ୍ବର ଜାରି

ବଅଁରପାଳ,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଳଷ୍ଟେଶନଠାରେ ରେଳଯାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଶନିବାର ପୋଲିସ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହ ଏକ ଟୋଲ୍‌ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଯଦି କୌଣସି ଯାତ୍ରୀ ମହିଳା ବା ଶିଶୁ…

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା:କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବ ଚାଷୀ ସଂଘ

ଛେଣ୍ଡିପଦା,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଶୀତଳୀକରଣ କେନ୍ଦ୍ର କ୍ଷୀର ଚାଷୀଙ୍କଠାରୁ କ୍ଷୀର ନେବା ସହିତ ୧୦ ଦିନରେ ଥରେ ଚାଷୀଙ୍କୁ ପଇସା ଦେଇଥାଆନ୍ତି। ମାତ୍ର ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ଏହି କ୍ଷୀରକୁ ନିମ୍ନମାନର ଦର୍ଶାଇବା ସହିତ ଓଜନରେ ମଧ୍ୟ ଠକୁୁଥିବା ଚାଷୀମାନେ କହିଛନ୍ତି।…

ସ୍ମାର୍ଟଫୋନ୍‌ ବ୍ୟବହାର ନ କଲେ କମ୍ପାନୀ ଦେଉଛି ମାଗଣା ପିଜା

ସ୍କାରାମେଣ୍ଟୋ, ୧୫।୬: ଏବେ ପୃଥିବୀରେ ସ୍ମାର୍ଟଫୋନ୍‌ ବ୍ୟବହାର ବଢ଼ିବାରେ ଲାଗିଛି। ତେବେ ଏହାଦ୍ୱାରା ପିଲାଙ୍କଠାରୁ ବୟସ୍କଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡୁଛି ବୋଲି କାର୍ଲିଫର୍ନିଆର ଏକ ଫୁଡ୍‌ କମ୍ପାନୀ ଅଭିଯୋଗ କରିଛି। ଲୋକଙ୍କ ସଚେତନ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ…

ଅଧିକ ଟଙ୍କା ରୋଜଗାର ଆଶାରେ କୁଏତ୍‌ ଯାଇ ହଟହଟା: ଖାଇବାକୁ ମିଳୁନି ଦୁଇବେଳା; ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ଅଧିକ ଟଙ୍କା ରୋଜଗାର ଆଶାରେ କେତେକ ଭାରତୀୟ ଯୁବକ ବିଦେଶରେ ଚାକିରି କରିବାକୁ ଯାଉଛନ୍ତି। ତେବେ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓ ଏଭଳି ଯୁବକଙ୍କ ବିଦେଶରେ ଚାକିରି କରିବା ନିଶାରେ ସୃଷ୍ଟି କରିଛି ବାଧା। ପଞ୍ଜାବରୁ…

ଜମି ବିକ୍ରି ବିରୋଧରେ ଭାଜପାର ଧାରଣା: ନେତାଙ୍କ ସହ ତଳେ ଶୋଇଲେ ୟଦିରୁପ୍ପା

ବେଙ୍ଗାଲୁର,୧୫।୬: କର୍ନାଟକରେ ଜେଏସ୍‌ଡବ୍ଲୁ ଭୂମିର ଡିଲକୁ ନେଇ ରାଜନୀତି ସରଗରମ ହୋଇଛି। କର୍ନାଟକର ଜିନ୍ଦଲ ଷ୍ଟିଲ ଗ୍ରୁପ୍‌କୁ ୩ହଜାର ୬ଶହ ୬୭ ଏକର ଜମି ରାଜ୍ୟସରକାର ବିକ୍ରି କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାକୁ ବିରୋଧ କରି ଶୁକ୍ରବାର ବେଙ୍ଗାଲୁରର…

କେନ୍ଦ୍ର ସରକାରଙ୍କ ଛାତ୍ରବୃତ୍ତି ଯୋଜନା: ୮୮ ଲକ୍ଷ ମୁସଲମାନ ଛାତ୍ରୀଛାତ୍ର ଉପକୃତ; ହିନ୍ଦୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫ ଲକ୍ଷ ୨୦ ହଜାର

ନୂଆଦିଲ୍ଲୀ,୧୫।୬: କେନ୍ଦ୍ର ସରକାରଙ୍କ ଛାତ୍ରବୃତ୍ତି ଯୋଜନା ଅନ୍ତର୍ଗତ ୨୦୧୮-୧୯ ବର୍ଷରେ ମୋଟ ଏକ କୋଟି ୮ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମୁସଲମାନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୮୮ ଲକ୍ଷ ଥିବାବେଳେ ହିନ୍ଦୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫ ଲକ୍ଷ ୨୦…

ମହିଳାଙ୍କୁ ରାସ୍ତାରେ ପିଟିଲେ କଂଗ୍ରେସ ନେତାଙ୍କ ଭାଇ: ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ନେତା ତ ନେତା ତାଙ୍କ ଭାଇଙ୍କ ପାଓ୍ବାର ମଧ୍ୟ ଅଧିକ। ବେଳ ପଡ଼ିଲେ ସେ ଆଇନକୁ ମଧ୍ୟ ହାତକୁ ନେଇ ପାରିବେ। ପଞ୍ଜାବ ମକ୍ତସର ଜିଲାରେ ଘଟିଛି ଏଭଳି ଏକ ଘଟଣା। ଏଠାରେ କଂଗ୍ରେସ ପାର୍ଷଦ ରାକେଶ ଚୌଧୁରୀଙ୍କ ଭାଇ…

ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ଏହି ଫ୍ରିଜର ଅଚଳ ହେବା ପଛରେ ଯେଉଁ ସବୁ କାରଣ ରହିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?