Home

ରଜସଂକ୍ରାନ୍ତିରେ ମା’ ମଙ୍ଗଳାଙ୍କ ପୀଠ ଉତ୍ସବମୁଖର

କାକଟପୁର,୧୫ା୬(ଡି.ଏନ୍‌.ଏ.) : ପୁରୀ ଜିଲା କାକଟପୁର ମା’ ମଙ୍ଗଳାଙ୍କ ପୀଠ ରଜସଂକ୍ରାନ୍ତି ଅବସରରେ ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି ଝିଅବୋହୂମାନେ ନୂଆ ବସ୍ତ୍ର ପିନ୍ଧି ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଶନିବାର ପୂଜାପଣ୍ଡା ରଘୁନାଥ ଦୀକ୍ଷିତ ମା’ଙ୍କୁ ଚନ୍ଦନବେଶ କରିଥିବାବେଳେ ପ୍ରାତଃରୁ ମନ୍ଦିରରେ…

ଡାକ୍ତରଙ୍କ ଧର୍ମଘଟ: ମମତାଙ୍କୁ ରିପୋର୍ଟ ତଲବ୍‌ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୬: ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି। ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହରଡ଼ଘଣାରେ ପକାଇବାରେ ଲାଗିଛି। ରାଜ୍ୟରେ ରାଜନୈତିକ ହିଂସା ଉଗ୍ର ରୂପ ନେଇଥିବାବେଳେ ଏବେ ଡାକ୍ତରଙ୍କ ଧର୍ମଘଟ ସ୍ବାସ୍ଥ୍ୟ ସେବାରେ ପ୍ରଶ୍ନଚିହ୍ନ ଲଗାଇଛି। ପଶ୍ଚିମବଙ୍ଗ…

ବେନାମୀ କୃଷିଋଣରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ ନାଁରେ ବେନାମୀ କୃଷିଋଣ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।…

ବାଣ ଫୁଟି ଥାନା କର୍ମଚାରୀ ଗୁରୁତର

ମହାକାଳପଡ଼ା,୧୫।୬(ଡି.ଏନ୍‌.ଏ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜମ୍ବୁ ମେରାଇନ୍‌ ଥାନା ଅନ୍ତର୍ଗତ ଖରିନାସୀ ଜେଠୀ ନିକଟ ଷ୍ଟାଫ କ୍ୱାର୍ଟର୍ସରେ ରଜ ସଂକ୍ରାନ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଥାନା କର୍ମଚାରୀ ଭୂପତି ସାହୁ (୪୫) ଷ୍ଟାଫ…

କୃତୀ ଛାତ୍ରୀଙ୍କ ଇସ୍ରୋ ପରିଦର୍ଶନ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): ଟାଟାଷ୍ଟିଲର ଦ୍ୱାଦଶତମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ ୩୦୦ଟି ବିଦ୍ୟାଳୟର ୬୩ ହଜାର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଟପ୍‌-୨୦ରେ ପଞ୍ଚମସ୍ଥାନ ଅଧିକାର କରିଛନ୍ତି ଅମ୍ବିକା ନନ୍ଦ। ସେ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାର ଏକମାତ୍ର ପ୍ରତିଯୋଗୀ ଯେ କି,…

ମହାମୁକାବିଲା ପୂର୍ବରୁ ଭାରତ-ପାକିସ୍ତାନ ଭିତରେ ବିଜ୍ଞାପନ ଯୁଦ୍ଧ: ଭାରତ ନେଲା ଅଭିନନ୍ଦନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୫।୬: ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷୀତ ଆଇସିସି ଓ୍ବାଲ୍ଡ କପ୍‌ ମ୍ୟାଚ ରବିବାର ମେଞ୍ଚଷ୍ଟାରରେ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଗ୍ରାଉଣ୍ଡ ଫ୍ଲୋରରେ ମୁହାଁମୁହିଁ ହେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିଜ୍ଞାପନ ଜରିଆରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସୋସିଆଲ…

ସଫେଇ କର୍ମଚାରୀଙ୍କ ଧର୍ମଘଟ : ସହରରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସହରରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛିା ପ୍ରକାଶ ଯେ, ଭବାନୀପାଟଣା ସହରରେ ଗତ ୪ ଦିନ ଧରି ପୌରପରିଷଦର ସଫେଇ କର୍ମଚାରୀମାନେ ସେମାନଙ୍କ ଆକାଉଣ୍ଟରେ ଇପିଏଫ୍‌ ରାଶି…

ଜୀବନ ସାୟାହ୍ନରେ ଅବହେଳିତ: ଦେଶର ୮୯ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି

ନୂଆଦିଲ୍ଲୀ,୧୫।୬: ପ୍ରତିବର୍ଷ ଜୁନ୍‌ ୧୫ରେ ବିଶ୍ୱସ୍ତରରେ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର ସଚେତନତା ଦିବସ( ଓ୍ବାଲ୍ଡ ଏଲଡର ଆବ୍ୟୁଜ୍‌ ଆଓ୍ବାରନେସ୍‌ ଡେ) ପାଳନ କରାଯାଇଥାଏ। ୨୦୧୨ରେ ଜାତିସଂଘରେ ଏନେଇ ଏକ ପ୍ରସ୍ତାବ ଆସିଥିଲା। ଏହା ସପକ୍ଷରେ ଉପସ୍ଥିତ ୧୨୭ ସଦସ୍ୟଙ୍କ ମଧ୍ୟରୁ…

ସାବଧାନ,ନଜର ରଖୁଛି ସିସିଟିଭି: ରାସ୍ତାରେ ଛେପ ପକାଇଲେ ଦେବାକୁ ହେବ ଜରିମାନା

ବଡ଼ଦୋରା,୧୫।୬: ଗୁଜରାଟର ଅହମ୍ମଦାବାଦ୍‌ ଓ ରାଜକୋଟ ପରେ ଏବେ ବଡ଼ଦୋରାରେ ରାସ୍ତାରେ ଛେପ ପକାଉଥିବା ଏବଂ ପରିସ୍ରା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଜରିମାନା ଲାଗୁ ହୋଇଛି। ଏଭଳି କରୁଥିବା ଲୋକଙ୍କ ଫଟୋ ସିିସିଟିଭିରୁ ସଂଗ୍ରହ କରାଯାଇ ସେମାନଙ୍କ ପ୍ରତି ଦଣ୍ଡବିଧାନ…

ମୋଦିଙ୍କ ସମ୍ମାନରେ ଛତା ଧରିଲେ କିରଗିଜ୍‌ସ୍ଥାନ ରାଷ୍ଟ୍ରପତି

ବିଶକେକ୍‌,୧୫।୬: ଶୀଲଙ୍କା ପରେ ଏବେ କିରଗିଜ୍‌ସ୍ଥାନରେ ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ। ସେଠାକାର ରାଷ୍ଟ୍ରପତି ମୋଦିଙ୍କ ପାଇଁ ଛତା ଧରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ସଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ବୈଠକରେ ଯୋଗଦେବା ପାଇଁ ବିଶ୍‌କେକ୍‌ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ବଜେଟ ଅଧିବେଶନରେ ରହିବେନି କେହି ପୂର୍ବତନ ପ୍ରଧାନମନ୍ତ୍ରୀ: ମନମୋହନଙ୍କ ୨୮ ବର୍ଷର ରାଜ୍ୟ ସଭା କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ,୧୫।୬: ଜୁନ୍‌ ୧୭ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍‌ ଅଧିବେଶନରେ ଚଳିତଥର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀ ରହିବେ ନାହିଁ। ଦେଶରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଛନ୍ତି। ସେମାନେ ହେଉଛନ୍ତି ମନମୋହନ ସିଂ ଏବଂ ଦେବଗୌଡ଼ା। ଦେବଗୌଡ଼ା ଲୋକ ସଭା ନିର୍ବାଚନରେ…

ଯୌତୁକ ଦାବିରେ ସ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟଚାଲାଣ

ଛତ୍ରପୁର,୧୫।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗାଁରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ପୋଡ଼ାପଦର ଗାଁର ବି. ଗଣେଶ। ଶନିବାର ଗଣେଶଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?