Home

ଆଧାର ତ୍ରୁଟି ପାଇଁ ବିବାହ ବନ୍ଦ

ଆନ୍ଧ୍ରପ୍ରଦେଶ,୨୫।୬: ଆଧାରକାର୍ଡରେ ତ୍ରୁଟି ଯୋଗୁ ଯୁବକ ଯୁବତୀଙ୍କ ଭାଙ୍ଗିଲା ବିବାହ। ଏହାପରେ ନ୍ୟାୟ ପାଇଁ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ ଗୁନ୍ତୁରରେ। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଝିଅ ବିବାହ…

ପିଓକେରେ ୩ ଶହ ଆତଙ୍କବାଦୀଙ୍କୁ ଏକତ୍ରିତ କରିଛି ପାକିସ୍ତାନ ସୈନ୍ୟ ବାହିନୀ: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୨୫।୬: ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ପୁଣି ପାକିସ୍ତାନ ସୈନ୍ୟ ବାହିନୀ ଆରମ୍ଭ କରିଛି ଆତଙ୍କବାଦୀ ଅନୁପ୍ରବେଶ ପ୍ରସ୍ତୁତି। ଏଠାରେଥିବା ୧୧ଟି ଲଞ୍ଚ୍‌ପ୍ୟାଡ୍‌ରେ ୩ ଶହରୁ ଅଧିକ ଆତଙ୍କବାଦୀଙ୍କୁ ଏକତ୍ରିତ କରାଯାଇଛି। ସୁଯୋଗ ଦେଖି ଭାରତରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି।…

ମହଙ୍ଗା ପଡ଼ିଲା ମୃତ ବ୍ୟକ୍ତିଙ୍କ ଏକ୍ସରେ କରିବା: ୧୧ଡାକ୍ତରଙ୍କୁ ନୋଟିସ

ଲକ୍ଷ୍ନୌ,୨୫।୬: ଉତ୍ତରପ୍ରଦେଶର ଜାଗୃତି ବିହାର ସେକ୍ଟରରେ ଥିବା ଏକ ହସ୍ପିଟାଲରେ ଜଣେ ଚିକିତ୍ସିତ ବ୍ୟକ୍ତିଙ୍କ ଏକ୍ସରେ ଘଟଣାରେ ୧୧ଜଣ ଡାକ୍ତରଙ୍କୁ ଜବାବ ତଲବ ପାଇଁ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଜାଗୃତି ବିହାର ସେକ୍ଟର ନିକଟରେ ଦୃତ…

ଲିଚୁ ଯୋଗୁ ହୋଇନି ମସ୍ତିଷ୍କ ଜ୍ୱର: ଗବେଷକଙ୍କ ମତ

ନୂଆଦିଲ୍ଲୀ,୨୫।୬: ବିହାରରେ ମସ୍ତିଷ୍କ ଜ୍ୱର ଶିଶୁ ମୃତ୍ୟୁ ଘଟଣା ପାଇଁ କେତେକ ଲିଚୁକୁ ଦାୟୀ କରିଥିଲେ। ତେବେ ଏଥି ପାଇଁ ଲିଚୁର କୌଣସି ସମ୍ପର୍କ ନାହିଁ ବୋଲି କେତେକ ଗବେଷକଙ୍କ ମତ ଦେଇଛନ୍ତି। ଏନେଇ ନ୍ୟାସନାଲ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡ.…

୪ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଗିରଫ

କୋଲକତା,୨୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମି ନ ଥିବାବେଳେ ଏବେ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା କୁହାଯାଉଛି। ସ୍ପେଶାଲ ଟ୍ୟାକ୍ସ୍‌ ଫୋର୍ସ ପକ୍ଷରୁ କୋଲକତାର ସିଆଲଦା ରେଳ ଷ୍ଟେଶନର ପାର୍କିଂ ଅଞ୍ଚଳରେ ଚଢ଼ାଉ କରାଯାଇ ୪ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।…

ଗତ ୫ ବର୍ଷ ଧରି ଦେଶରେ ମୋଦି ସରକାର ଲାଗୁ କରିଛନ୍ତି ସୁପର ଏମରଜେନ୍ସି: ମମତା ବାନାର୍ଜୀ

କୋଲକତା,୨୫।୬: ଆଜିକୁ ୪୪ ବର୍ଷ ତଳେ ୧୯୭୫ ଜୁନ୍‌ ୨୫ ମଧ୍ୟରାତ୍ରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଏମରଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏ ସମ୍ପର୍କରେ ଜୁନ୍‌ ୨୬ ସକାଳେ ରେଡିଓରେ ଇନ୍ଦିରା ଦେଶବାସୀଙ୍କୁ ଅବଗତ…

କୈଳାସ ମାନସରୋବର ଯାତ୍ରା: ନେପାଳ ହିଲ୍‌ସାରେ ଫସିଛନ୍ତି ୪୪ ଭାରତୀୟ

କାଠମାଣ୍ଡୁ,୨୫।୬: ନେପାଳର ଉତ୍ତର ପଶ୍ଚିମରେ ଥିବା ହିଲସା ନିକଟରେ ତେଲେଙ୍ଗାନାର ପ୍ରାୟ ୪୪ ଜଣ ଭାରତୀୟ ତୀର୍ଥଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ଏମାନେ କୈଳାସ ମାନସରୋବର ଯାତ୍ରାରୁ ଫେରିବା ସମୟରେ ଫସି ରହିଥିବା ସୂଚନା ମିଳିଛି। ଯେଉଁ ଟ୍ରାଭେଲ ଏଜେନ୍ସିରେ…

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ;ଚୋକ୍‌ସିଙ୍କ ମେଡିକାଲ ରିପୋର୍ଟ ଯାଞ୍ଚ କରିବେ ବିଶେଷଜ୍ଞ ଦଳ

ମୁମ୍ବାଇ,୨୫-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ମେଡିକାଲ ରିପୋର୍ଟ ପରୀକ୍ଷା ପାଇଁ ବମ୍ବେ ହାଇକୋର୍ଟ ସୋମବାର ଏକ ବିଶେଷଜ୍ଞ ଦଳ ଗଠନ…

ସଚେତନ ପରେ ପଲିଥିନ ଚଢ଼ାଉ:ଜରିମାନା ଆଦାୟ କଲା ପୌର ପ୍ରଶାସନ

ଅନୁଗୋଳ ଅଫିସ, ୨୫ା୬ଅନୁଗୋଳ ସହରରେ ପଲିଥିନ ବ୍ୟାନ କରାଯାଇଥିଲେ ବି ବହୁ ବ୍ୟବସାୟୀ ଏହାର ଉଲ୍ଲଂଘନ କରି ପଲିଥିନ ବ୍ୟବହାର କରୁଛନ୍ତି। ଗତ ତିନି ଦିନ ଧରି ପୌର ପ୍ରଶାସନ ପକ୍ଷରୁ ସହରର ଗଳି କନ୍ଦିରେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବା…

ଜୟଶଙ୍କର ଭାଜପା ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୋମବାର ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହେବାର କିଛି ସମୟ ପରେ ତାଙ୍କୁ ଗୁଜରାଟରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଗୁଜରାଟରେ ଖାଲି ପଡିଥିବା ୨ଟି ରାଜ୍ୟ ସଭା ଆସନ ଲାଗି ଜୁଲାଇ ୫ରେ…

ଝାଡ଼ଖଣ୍ଡ ଭିଡ଼ହତ୍ୟା ମାମଲା: ୫ ଗିରଫ, ୨ ପୋଲିସ ନିଲମ୍ବିତ

ରାଞ୍ଚତ୍,୨୫।୬: ମୋଟରସାଇକେଲ ଚୋରି ଅଭିଯୋଗରେ ଝାଡଖଣ୍ଡର ଷଢ଼େଇକଳା ଖରସୁଆଁ ଅଞ୍ଚଳରେ ଜଣେ ମୁସଲିମ୍‌ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଏହି ସମ୍ବେଦନଶୀଳ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବାବେଳେ କର୍ତ୍ତବ୍ୟରେ…

ଏହି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ…

ଡାଇବେଟିସ୍‌ ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ହୋଇଥାଏ। ତେବେ କେତେକଙ୍କଠାରେ ଏହା ଦେଖାଯାଇ ନ ଥାଏ। ଅପରପକ୍ଷରେ କେତେକଙ୍କ ଠାରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। ଏଥି ପାଇଁ ବ୍ଲଡ୍‌ ଗ୍ରୁପ୍‌ ମଧ୍ୟ ଦାୟୀ ବୋଲି ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?