Home

ନିଜ ଅଜାଙ୍କ ପୁରୁଣା ଫଟୋକୁ ଶେୟାର କଲେ ଅମିତାଭ

ମୁମ୍ବାଇ,୨୪।୬: ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନ ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଫିଲ୍ମରେ ଅମିତାଭଙ୍କ ଚେହେରାର ଶୁଟିଂ ସମୟରେ ୧୪ ମିନିଟ୍‌ର ଲମ୍ବା ଡାଇଲଗ୍‌ ଚର୍ଚ୍ଚାକୁ ଆସିଥିଲା। ଆଉ…

ଋଷି କପୁରଙ୍କୁ ଭେଟିଲେ ଆଲିଆ, ଐଶ୍ଚର୍ଯ୍ୟା

ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର କର୍କଟ ଚିକିତ୍ସା ଲାଗି ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସହିତ ସ୍ତ୍ରୀ ନୀତୁ ସିଂହ ମଧ୍ୟ ସେଠାରେ ରହୁଛନ୍ତି। ପୁଅ ରଣବୀର କପୁର ମଧ୍ୟ ବାପାଙ୍କ ସ୍ବାସ୍ଥ୍ୟବସ୍ଥାର ଅପ୍ଡେଟ ରଖୁଛନ୍ତି। ମଝିରେ ମଝିରେ ଋଷିଙ୍କୁ ବଲିଉଡ…

ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିଲେ ସାମିଲ ହୋଇଥିଲେ ଅରବାଜଙ୍କ ପୂରା ପରିବାର। ସଲମାନ ନିଜ ତଥାକଥିତ ଗର୍ଲ…

ମନ୍ଦିର ଭିତରକୁ ପଶିଆସିଲା କୁମ୍ଭୀର: ଲୋକେ କଲେ ପୂଜାର୍ଚ୍ଚନା

ଅହମ୍ମଦାବାଦ, ୨୪।୬: ଗୁଜରାଟର ମହିସାଗର ଜିଲାରେ ଥିବା ଖୋଡିୟାର ମାତା ମନ୍ଦିର ଭିତରକୁ ଏକ କୁମ୍ଭୀର ପଶିଆସିଥିଲା। ଶ୍ରଦ୍ଧାଳୁ ମାତାଙ୍କ ରୂପ ଭାବ କୁମ୍ଭୀରକୁ ପୂଜାର୍ଚ୍ଚନା କରିବାକୁ ଲାଗିପଡିଲେ। ସ୍ଥାନୀୟ ଅଞ୍ଚଳରେ କୁମ୍ଭୀରକୁ ଦେଖିବା ପାଇଁ ଭିଡ ମଧ୍ୟ ଜମିଥିଲା। ବନ…

ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍‌କା ମ୍ୟାନ

ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍‌ ନଟରାଜନ୍‌ ଓରଫ୍‌ ମଟ୍‌କା ମ୍ୟାନ୍‌ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ। ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି ଟୋପାଏ ପାଇଁ ଛଟପଟ ହେଉଥିବାବେଳେ ନଟରାଜନ୍‌ଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇପାରିଛି। କ୍ୟାନସର୍‌ ରୋଗକୁ…

ଅମୀର ଶେଖଙ୍କ ପାଇଁ କାର ଚଳାଇ ଟ୍ରୋଲ ହେଲେ ଇମ୍ରାନ: ଲୋକେ କହିଲେ, ସବୁଠାରୁ ଦାମୀ ଡ୍ରାଇଭର

ଇସ୍‌ଲାମାବାଦ,୨୪।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି। ଇମ୍ରାନ ଖାଁ କତରର ଅମୀର ଶେଖ ତମିମ ବିନ ହମ୍ମାଦ ଅଲ-ଥାନୀଙ୍କୁ ନେବା ପାଇଁ ଯାଇଥିଲେ। ତାଙ୍କର ଏହି ଭିଡିଓ ପାକିସ୍ତାନରେ ଭାଇରାଲ ହେବା…

ମୋଦି ସରକାର ସୋନିଆ ଓ ରାହୁଲଙ୍କୁ ମଧ୍ୟ ମିଥ୍ୟା ଦୁର୍ନୀତି ମାମଲାରେ ଜେଲ୍‌ ପଠାଇବାକୁ ପଛାଇବେ ନାହିଁ: ଅଧୀର ରଞ୍ଜନ

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ମୋଦି ସରକାର ଚାହିଁଲେ ମିଥ୍ୟା ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେଲ୍‌ ପଠାଇବାକୁ ପଛାଇବେ ନାହିଁ। ମୋଦି ସରକାର ବିଭିନ୍ନ…

ପାକିସ୍ତାନ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଜଣେ ଭାରତୀୟ ଦର୍ଶକ

ଲଣ୍ଡନ,୨୪।୬: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଗତ ମ୍ୟାଚରେ ଭାରତଠାରୁ ପରାସ୍ତ ହେବାପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଦଳ ଏହି…

ଅପରେଶନ୍‌ ଅଲ୍‌ ଆଉଟ୍‌: ୬ ମାସରେ ୧୧୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍‌ ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍‌…

ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଓଡ଼ିଶାର ୩ ପ୍ରାର୍ଥୀ

ଭୁବନେଶ୍ୱର, ୨୪।୬: ଓଡ଼ିଶାରେ ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୩ ପ୍ରାର୍ଥୀ। ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଅମର ପଟ୍ଟନାୟକ, ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ୍‌ ପାତ୍ର ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ୱିନୀ…

ମହାକାଶରେ ପୁରୁଷଙ୍କ ବିନା ମହିଳା ହେବେ ସନ୍ତାନ ସମ୍ଭବା: ମଙ୍ଗଳରେ ମଣିଷ ଜନସଂଖ୍ୟା ବୃଦ୍ଧିରେ ହେବ ସହାୟକ

ଓ୍ବାଶିଂଟନ,୨୪।୬: ମହାକାଶରେ ପୁରୁଷଙ୍କ ବିନା ମହିଳା ସନ୍ତାନ ସମ୍ଭବା ହୋଇପାରିବେ। ଏହାଦ୍ୱାରା ଏବେ କେବଳ ଶୁକ୍ରାଣୁର ଉପଯୋଗ କରାଯାଇ ମହାକାଶରେ ଥିବା ମହିଳା ସନ୍ତାନଙ୍କୁ ଜନ୍ମ ଦେଇପାରିବେ। ୟୁରୋପିଆନ୍‌ ସୋସାଇଟି ଅଫ୍‌ ହ୍ୟୁମାନ୍‌ ରିପ୍ରଡକ୍‌ସନ୍‌ ଆଣ୍ଡ୍‌ ଏମ୍ବ୍ରିୟୋଲୋଜିର ବାର୍ଷିକ ବୈଠକରେ ଏନେଇ…

ଗେଣ୍ଡା ପାଇଁ ଅଟକିଲା ୨୬ ଟ୍ରେନ୍‌: ହଇରାଣ ହେଲେ ୧୨ ହଜାର ଯାତ୍ରୀ

ଟୋକିଓ,୨୪।୬: ଜାପାନର ଟ୍ରେନ୍‌ ସେବା ଅତି ଉଚ୍ଚକୋଟୀର। ଏଠାରେ ହୁଏତ ବିମାନ ଉଡ଼ାଣରେ ବିଳମ୍ବ ହୋଇପାରେ ମାତ୍ର ସମସ୍ତ ଟ୍ରେନ୍‌ର ଆସିବା ଏବଂ ଛାଡିବା ସମୟ ସବୁବେଳେ ଠିକ ଥାଏ। ଟ୍ରେନ୍‌ ସମୟ ଅନୁସାରେ ଲୋକେ ନିଜର ଘଣ୍ଟା ସମୟ ଯାଞ୍ଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?