ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ ଅଧିନାୟକଙ୍କୁ ପ୍ରଥମେ କିଏ ଫୋନ କରିଥିଲେ ଜାଣନ୍ତୁ
ଲଣ୍ଡନ, ୧୯।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି ଏବଂ ପାକିସ୍ତାନ ମିଡିଆ। ସୋସିଆଲ ମିଡିଆଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ପାକିସ୍ତାନ ଟିମ…
ବିହାର ଶିଶୁ ମୃତ୍ୟୁ ଘଟଣା: ତେଜସ୍ବୀ ଉଭାନ୍, ଆରଜେଡି କହିଲା ବିଶ୍ୱକପ୍ ଦେଖିବାକୁ ଯାଇଛନ୍ତି
ପାଟଣା, ୧୯।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଛି। ଏପର୍ଯ୍ୟନ୍ତ ୧୧୨ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି। ଘଟଣାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏହି ସମୟରେ ରାଜ୍ୟର ପ୍ରମୁଖ ରାଜନୈତିକ…
୨,୨୨୦ ନାବାଳକ ଗାଡ଼ି ଚାଳକଙ୍କୁ ଧରିଲା ପୋଲିସ
ହାଇଦ୍ରାବାଦ,୧୯।୬: ଦେଶରେ ବେପାରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିଦିନ ଅଧିକ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ହାଇଦ୍ରାବାଦ ସହରରେ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ବିନା ଲାଇସେନ୍ସଧାରୀ ଗାଡ଼ି ଚାଳକଙ୍କ…
୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ। ଅପରାହ୍ନ ୩.୩୦ରେ ସୂଚନା ଭବନ ପରିସରରେ ଥିବା ଗୀତ ଗୋବିନ୍ଦ ସଦନରେ ଏହା ଘୋଷଣା…
୧୦ କୋଟି ଟଙ୍କାରେ ଜେଡିଏସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ଭାଜପା: କୁମାରସ୍ବାମୀ
ବେଙ୍ଗାଲୁରୁ, ୧୯।୬: ଭାଜପା ଉପରେ ପୁଣି ବର୍ଷିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ। ଭାଜପା ଜେଡିଏସ ବିଧାୟକଙ୍କୁ ୧୦ କୋଟି ଟଙ୍କାରେ କିଣିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି। ପାର୍ଟିର ଜଣେ ବିଧାୟକ ତାଙ୍କୁ ଫୋନ୍ ଯୋଗେ ଏପରି କହିଥିବା…
ଟିଫିନ ସଫାକୁ ନେଇ ଏୟାର ଇଣ୍ଡିଆ ପାଇଲଟ-କ୍ର୍ୟୁ ମେମ୍ବର ହାତାହାତି
ନୂଆଦିଲ୍ଲୀ,୧୯।୬: ଏୟାର ଇଣ୍ଡିଆରେ ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ଭିତରେ ହୋଇଥିବା ଝଗଡାର ଏକ ମାମଲା ସାମ୍ନାକୁ ଆସିଛି। ଏହାପରେ ବିମାନ ଏଆଇ-୭୭୨ର ପାଇଲଟ ଓ କେବିନ କ୍ର୍ୟୁ ମେମ୍ବରଙ୍କୁ ଏୟାର ଇଣ୍ଡିଆ କାର୍ଯ୍ୟରୁ ବାହାର କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର…
ବିବାଦରେ ଫିଲ୍ମ ‘ଆର୍ଟିକଲ ୧୫’
ମୁମ୍ବାଇ: ଫିଲ୍ମ ‘ଆର୍ଟିକଲ ୧୫’ ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି ଅଖିଳ ବ୍ରହ୍ମାଣ୍ଡ ଏକତା ପରିଷଦ ଅଭିଯୋଗ କରିଛି। ଏଥିସହ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ…
ରାହୁଲଙ୍କ ବଡ଼ ପଦକ୍ଷେପ: ଭଙ୍ଗ କଲେ କର୍ନାଟକ କାର୍ଯ୍ୟକାରିଣୀ
ନୂଆଦିଲ୍ଲୀ,୧୯।୬: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ନେଇଛନ୍ତି ବଡ଼ ପଦକ୍ଷେପ। ସେ କର୍ନାଟକର କଂଗ୍ରେସ କାର୍ଯ୍ୟକାରିଣୀକୁ ଭଙ୍ଗ କରିଛନ୍ତି। ତେବେ ପ୍ରଦେଶ ଅଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ପ୍ରଦେଶ ଅଧ୍ୟକ୍ଷ ପୂର୍ବପରି କାର୍ଯ୍ୟ କରିବେ।…
ଅନନ୍ତନାଗରେ ଓଡ଼ିଆ ଯବାନ ଶହୀଦ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଜମ୍ମୁ କଶ୍ମୀରର ଅନନ୍ତନାଗରେ ଓଡ଼ିଆ ଯବାନ ଅଜିତ ସାହୁ ଶହୀଦ ହେବା ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ସେ ଶହୀଦଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା…
ଏସ୍ପି ନେତା ସନ୍ତୋଷ ପୁନେମ୍ଙ୍କୁ ଅପହରଣ କରି ହତ୍ୟା କଲେ ମାଓବାଦୀ
ରାୟପୁର,୧୯।୬: ଛତିଶଗଡ଼ ବିଜାପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସମାଜବାଦୀ ପାର୍ଟି(ଏସ୍ପି)ନେତା ସନ୍ତୋଷ ପୁନେମ୍ଙ୍କୁ ଅପହରଣ କରି ମାଓବାଦୀମାନେ ହତ୍ୟା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୁନେମ୍ଙ୍କୁ ମାରିମାଲ୍ଲା ଗାଁ ସ୍ଥିତ ଏକ ନିର୍ମାଣ ଅଞ୍ଚଳଠାରୁ କିଛି ମାଓବାଦୀ ଅପହରଣ…
ସରକାରୀ ନିର୍ଦ୍ଦେଶକୁ ଅବମାନନା: ଖରାଛୁଟି ଅବଧି ବୃଦ୍ଧି ସତ୍ତ୍ୱେ ରାଜଧାନୀର କିଛି ଘରୋଇ ସ୍କୁଲ ଖୋଲା
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଙ୍ଗଳବାର ଖରାଛୁଟି ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ଏହାନୁଯାୟୀ ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକୁ ୨୫ ତାରିଖ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ରାଜଧାନୀର କିଛି ଘରୋଇ ସ୍କୁଲ ବୁଧବାର ଖୋଲିଥିବା…
ପଶ୍ଚିମବଙ୍ଗରେ ଆଉ ଜଣେ ଭାଜପା କର୍ମୀଙ୍କୁ ହତ୍ୟା
କୋଲକାତା, ୧୯।୬: ନିର୍ବାଚନ ଶେଷ ହେବା ପରେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ରାଜ୍ୟର କୁଚ ବିହାରରେ ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଆନନ୍ଦ ପାଲ(୨୮)। ସେ ଭାଜପା ଯୁବ ଶାଖା ପକ୍ଷରୁ…

