ଶିକ୍ଷକଙ୍କ ସହାୟତା ପାଣ୍ଠି ବଢ଼ାଇଲେ ସରକାର, ଜାଣନ୍ତୁ କେତେ ବଢ଼ାଇଲେ…
ଲକ୍ଷ୍ନୌ,୭ା୩: ଉତ୍ତର ପ୍ରଦେଶର ଶିକ୍ଷକମାନଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ଜାତୀୟ ଶିକ୍ଷକ କଲ୍ୟାଣ ପ୍ରତିଷ୍ଠାନର ନିୟମ ଏବଂ ନିୟମାବଳୀରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ସରକାର ଶିକ୍ଷକ ସହାୟତା ପାଣ୍ଠି ବୃଦ୍ଧି କରିଛନ୍ତି। ଏହି…
ଓଜନ କମାଇବା ପାଇଁ ସକାଳେ ନା ସନ୍ଧ୍ୟାରେ ଚାଲିବା ହିତକର, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ…
ଆଜିକାଲି ଚାକିରି କିମ୍ବା ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁ ଲୋକମାନେ ନିଜ ପ୍ରତି ଧ୍ୟାନ ଦେଇ ପାରୁନାହାନ୍ତି, ଯେଉଁଥିପାଇଁ ଲୋକମାନେ ବହୁତ କମ୍ ବୟସରେ ମାରାତ୍ମକ ରୋଗର ଶିକାର ହେଉଛନ୍ତି। ତଥାପି ଲୋକମାନେ ଓଜନ ହ୍ରାସ କରିବା ପାଇଁ ସବୁଠାରୁ ଅଧିକ ଚିନ୍ତିତ…
ପ୍ରଫୁଲ୍ଲଙ୍କ ଘର ଉପରେ ଚଢ଼ାଉ: ଚିରା କାଠ ଜବତ
କେନ୍ଦୁଝର,୭।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଅତିରିକ୍ତ ବନ ସଂରକ୍ଷକ ନାଗାରାଜୁ କୋଣ୍ଡେନାଙ୍କ ନେତୃତ୍ୱରେ ବନ ବିଭାଗ ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ବାଂଶପାଳ ବ୍ଲକ ଉପର ରାଇଗୋଡା ପଞ୍ଚାୟତ ଦୁଧପଶି ଗ୍ରାମର ପ୍ରଫୁଲ୍ଲ ବାରିକ ଙ୍କ ଘର୍ ଉପରେ ଚଢ଼ାଉ…
IND vs NZ Final: ଗୋଲଡେନ୍ ବ୍ୟାଟ-ବଲ୍ ରେସ୍ରେ ଅଛନ୍ତି ଏହି ଖେଳାଳି
ଦୁବାଇ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମାର୍ଚ୍ଚ ୯ରେ ଖେଳାଯିବ। ଏହା ପୂର୍ବରୁ ଗୋଲଡେନ୍ ବ୍ୟାଟ ଏବଂ ବଲ ଜିତିବା ରେସ୍ରେ ଥିବା ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଚାମ୍ପିଅନ୍ସ ଟ୍ରଫିରେ ଯେଉଁ ବ୍ୟାଟସମ୍ୟାନ ସର୍ବାଧିକ…
୩ ଦିନ ହେଲା ଜଳୁଛି ପାହାଡ଼: ଲୋକେ ଭୟଭୀତ
ଆସିକା,୭।୩(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ବୁଗୁଡ଼ା ବନଖଣ୍ଡ ଅଧିନସ୍ତ ଆସିକା ବ୍ଲକର ଭେଜିପୁଟ ନିକଟସ୍ଥ ଷଣ୍ଢଝୁଳିଆ ପାହାଡ଼ରେ ନିଆଁ ଲାଗିଛି l ଗତ ତିନି ଦିନ ଧରି ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗ ଶୋଇଛି। ନିଆଁ ଧୀରେ ପାହାଡ଼ର…
ନିୟମ କଡ଼ାକଡ଼ି କଲା YouTube: ଏମିତି କଣ୍ଟେଣ୍ଟ କ୍ରିଏଟ୍ କଲେ ବ୍ୟାନ୍ ହୋଇଯିବ ଆକାଉଣ୍ଟ, ଏହି ତାରିଖରୁ ଲାଗୁ ହେବ ନିୟମ
ଅନ୍ଲାଇନରେ କଣ୍ଟେଣ୍ଟ କ୍ରିଏଟ୍ କରୁଥିବା କ୍ରିଏଟରଙ୍କ ବିରୋଧରେ YouTube କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। କମ୍ପାନୀ ଘୋଷଣା କରିଛି ଯେ, ଯେଉଁ କ୍ରିଏଟରମାନେ ଅନ୍ସାର୍ଟିଫାଏଡ୍ ଗାମ୍ବଲିଂ ଏବଂ ଓ୍ବେବସାଇଟକୁ ପ୍ରୋତ୍ସାହିତ କରନ୍ତି ସେମାନଙ୍କୁ ପ୍ଲାଟଫର୍ମରୁ ବ୍ୟାନ୍ ବା ନିଷିଦ୍ଧ କରାଯିବ। ଏହା…
ଘରୋଇ ଅନୁଷ୍ଠାନରେ ଫି’ ଦେଇ ନ ପାରି ପରୀକ୍ଷାରୁ ବଞ୍ଚିତ ଘଟଣା: ୫ ଦିନ ପରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଦେବାକୁ ମିଳିଲା ସୁଯୋଗ
ଦାରିଙ୍ଗବାଡି, ୭।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ସିମନବାଡି ପାଦ୍ରୀପିଓ ଇଂରାଜୀ ମିଡିୟମ ବିଦ୍ୟାଳୟରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଘଟଣା ଇତିମଧ୍ୟରେ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ଦାରିଙ୍ଗବାଡି ବିଇଓ ହାଡ଼ିବନ୍ଧୁ ବେହେରାଙ୍କ…
ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଭାରତ ଆଣିବା ରାସ୍ତା ପରିଷ୍କାର: ଆମେରିକା ସୁପ୍ରିମକୋର୍ଟରେ ପ୍ରତ୍ୟର୍ପଣ ରୋକିବା ଦାବି ଖାରଜ
ଓ୍ବାଶିଂଟନ/ମୁମ୍ବାଇ,୭।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ତହଉରଙ୍କ ଭାରତ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ତହଉର କୋର୍ଟର…
ଆଜିଠୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ
ଭୁବନେଶ୍ୱର,୭ା୩(ସୁନିତ୍ ମିଶ୍ର):ସପ୍ତଦଶ ବିଧାନସଭାର ୩ୟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହେବ। ଏପ୍ରିଲ ୫ ପର୍ଯ୍ୟନ୍ତ ସପ୍ତଦଶ ଅଧିବେଶନ ଚାଲିବାକୁ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଟାର୍ଗେଟ କରିବା ଲାଗି ବିରୋଧୀ ସଜବାଜ…
ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ଚାଲିଗଲା ଜୀବନ
ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ବାଇକ ଧକ୍କାରେ ଗୁରୁତର ଆହାତ ସୀମା ସେଠୀ ନାମକ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଅନଙ୍ଗପୁର ଗ୍ରାମର ସୀମା…
ଏକୁଟିଆ ହୋଇଗଲେ ମେୟର: ପ୍ରତିବାଦ ସ୍ଥଳରେ ନ ଥିଲେ ବାରବାଟୀ-କଟକର ଆଗଧାଡ଼ିର ନେତା
କଟକ,୭।୩(ଶିଳ୍ପା ପ୍ରିୟଦର୍ଶିନୀ): ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ଓ ଛୁଟି ବାତିଲକୁ ନେଇ ଗୁରୁବାର ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରିଛି। ଏହି ଅବସରରେ ବାରବାଟୀ-କଟକ ବିଜେଡି ପକ୍ଷରୁ ସିଡିଏସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ପ୍ରତିବାଦ…
ଅତାବିରାରେ ସିବିଆଇର ପୁଣି ତନାଘନା: ଗୃହକର୍ତ୍ତା ଫେରିବା ପରେ ଚାଲିଲା ଯାଞ୍ଚ
ବରଗଡ଼, ୭।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରାରେ ଶୁକ୍ରବାର ସିବିଆଇ ପୁଣି ତନାଘନା ଚଲାଇଛି। ଅତାବିରା ଶାନ୍ତିପଡା ନିବାସୀ ଜି. ନରସିଂହ ମୂର୍ତ୍ତିଙ୍କ ବାସଭବନରେ ଏହା ଚାଲିଛି। ଗତ ବୁଧବାର ସିବିଆଇର ୨ଟିମ ଏଠାକୁ ପହଞ୍ଚି ଥିଲେ। କିନ୍ତୁ ସେତେବେଳେ ନରସିଂହ ମୂର୍ତ୍ତି…
Archives


