ରୋହିତ ଶର୍ମାଙ୍କୁ କାହିଁକି ଅଧିନାୟକ ପଦରୁ ହଟାଗଲା, ଅସଲ କାରଣ କହିଲେ ଅଜିତ ଅଗରକର
ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ODI ଏବଂ T20 ସିରିଜ ପାଇଁ BCCI ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରୋହିତ ଶର୍ମାଙ୍କୁ ODI ଅଧିନାୟକ ପଦରୁ ହଟାଇ ଦିଆଯାଇଛି, ଏବଂ ଶୁବମନ ଗିଲଙ୍କୁ…
ବିଜୟଙ୍କ ସାହାରାରେ ତାମିଲନାଡୁରେ ଶାସନ ଭାର ହାତେଇବ କି ଭାଜପା? ରିପୋର୍ଟରେ ବଡ଼ ଦାବି
ଚେନ୍ନାଇ,୪।୧୦: କରୁର ଷ୍ଟାମ୍ପେଡ ଘଟଣାର କିଛି ଦିନ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ଦକ୍ଷିଣ ସୁପରଷ୍ଟାର ବିଜୟ ଥାଲାପତିଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ସହିତ ଯୋଗାଯୋଗ କରିଛି। ଭାଜପା ୨୦୨୬ତାମିଲନାଡୁ ବିଧାନସଭା ନିର୍ବାଚନରେ ନିଜର ସମ୍ଭାବନା ବୃଦ୍ଧି…
ଦଶହରାରେ ଏହି ରାଜ୍ୟରେ ମଦ ବିକ୍ରିରେ ହେଲା ରେକର୍ଡ, ୩ ଦିନରେ ବିକ୍ରିହେଲା ଏତେ କୋଟି ଟଙ୍କାର ମଦ
ହାଇଦ୍ରାବାଦ,୪।୧୦: ଦଶହରାର ଉତ୍ସବ ସମୟରେ କେଉଁଠି ରାବଣଙ୍କ ପ୍ରତିମୂର୍ତ୍ତି ପୋଡ଼ାଯାଉଥିବା ବେଳେ ଲୋକଙ୍କ ଗହଳି ଲାଗିଥିବା ବେଳେ, ତେଲଙ୍ଗାନାର ମଦ ଦୋକାନଗୁଡ଼ିକ ମଧ୍ୟ ଲୋକଙ୍କ ଗହଳି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରକୃତରେ, ଉତ୍ସବର ରଙ୍ଗାରଙ୍ଗ ପରିବେଶ ସହିତ, ମଦ ବିକ୍ରୟ…
ଯମୁନାରେ ବୁଡ଼ିଗଲେ ଭାଜପା ନେତା, ଉଦ୍ଧାର ପାଇଁ ଦମକଳ ଗାଡ଼ି ଯିବା ସମୟରେ ଘଟିଲା ଏମିତି ଦୁଇ ପରିବାର…
ନୂଆଦିଲ୍ଲୀ,୪।୧୦: ପୂର୍ବ ଦିଲ୍ଲୀର ସୋନିଆ ବିହାର ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ବରିଷ୍ଠ ଭାଜପା ନେତା ମାଛମାନଙ୍କୁ ଖାଇବାକୁ ଦେବା ସମୟରେ ଯମୁନା ନଦୀରେ ବୁଡ଼ି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ଅଗ୍ନିଶମ ବାହିନୀ ଗାଡ଼ି…
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ଗିଲ୍ଙ୍କୁ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରିଛି। ଶୁବମନ ଗିଲଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି। ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଶ୍ରେୟସ…
ପରିବେଶ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ନିହାତି ଜରୁରୀ
ପରିବେଶ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ। ତେବେ ପୃଥିବୀର ସ୍ଥାୟିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବସ୍ତ୍ୟ ହେଉଥିବା…
ମୁନିରଙ୍କ ବଡ଼ ଚାଲ୍: ଆମେରିକାକୁ ବଡ଼ ଅଫର୍ ଦେଲା ପାକିସ୍ତାନ
ଇସଲାମାବାଦ୍,୪।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାକୁ ବିଶ୍ୱର ପ୍ରମୁଖ ଦେଶମାନେ ପ୍ରଶଂସା କରିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ପ୍ରାରମ୍ଭରେ ଏଥିରେ ସହମତ ହୋଇଥିଲେ। କିନ୍ତୁ, ଯେତେବେଳେ ଦେଶ…
ଭାରତର ଜବରଦସ୍ତ ବିଜୟ: ଅହମ୍ମଦାବାଦ୍ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍ ଚିତ୍ପଟାଙ୍ଗ
ଅହମ୍ମଦାବାଦ,୪।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତିନେଇଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇ ଏହି ଟେଷ୍ଟକୁ ଟିମ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୧୪୦ ରନ ବ୍ୟବଧାନରେ ଜିତିଛି। ଭାରତୀୟ ଦଳ…
ବ୍ଲକ ପ୍ରଶାସନର ବଡ଼ ପଦକ୍ଷେପ: ନୂଆ ଦିବ୍ୟାଙ୍ଗ ହେବେ ଚିହ୍ନଟ, ପୁରୁଣାଙ୍କର ହେବ ଅନ୍ଲାଇନ୍ ପଞ୍ଜୀକରଣ
ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କେହି ନିଜକୁ ହୀନ ମନେ କରିବେ ନାହିଁ। ଜଣେ ସୁସ୍ଥ ମଣିଷ ଯେମିତି ସମସ୍ତ ସୁବିଧା ପାଉଛନ୍ତି, ସେହିପରି ଜଣେ ଦିବ୍ୟାଙ୍ଗ ମଧ୍ୟ ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେଇପାରିବେ। ଦିବ୍ୟାଙ୍ଗମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର…
ଜାଣନ୍ତି କି ପାସ୍ବୁକ୍ ଅପ୍ଡେଟ୍ଠାରୁ ଆରମ୍ଭ କରି ଟଙ୍କା ଉଠାଣ ପର୍ଯ୍ୟନ୍ତ କେତେ ଟଙ୍କା ନିଏ ବ୍ୟାଙ୍କ…
ନୂଆଦିଲ୍ଲୀ,୪ା୧୦: ପ୍ରତିଦିନ ଦେଶର ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କର ବିଭିନ୍ନ ସେବା ବ୍ୟବହାର କରୁଛନ୍ତି। ଯଦି ଆମେ ସେ ବିଷୟରେ କଥା ହେବା ତେବେ ପାସବୁକ୍ ଅପ୍ଡେଟ୍ କରିବାଠାରୁ ଆରମ୍ଭ କରି ମୋବାଇଲ ନମ୍ବର ପରିବର୍ତ୍ତନ, ଚେକ୍ ବୁକ୍ ଅର୍ଡର କିମ୍ବା…
ନଦୀ ପାର୍ବେଳେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ
ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଖପରାପଲ୍ଲୀ ଗ୍ରାମର ବିଶୁ ନାୟକ ଗତ ୨ ତାରିଖ ଦିନ ବଡ଼ନଦୀରେ ଭାସି ଯାଇଥିଲେ। ଶୁକ୍ରବାର ରାତିରେ ତାଙ୍କ ମୃତଦେହକୁ କୁଲାଡ଼ ନିକଟରୁ ଉଦ୍ଧାର କରାଯାଇଛି। ପୋଲିସ ରାତିରେ ମୃତଦେହ ଜବତ…
କ୍ୟାନସର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ, ୧୮ ହସ୍ପିଟାଲରେ ହେବ ପ୍ରାଥମିକ ଚିକିତ୍ସା
ମୁମ୍ବାଇ,୪ା୧୦: ମହାରାଷ୍ଟ୍ର ସରକାର କ୍ୟାନସର ନିୟନ୍ତ୍ରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର କ୍ୟାବିନେଟ୍ ଏକ କ୍ୟାନସର ଚିକିତ୍ସା ନୀତିକୁ ଅନୁମୋଦନ କରିଛି। ବର୍ତ୍ତମାନ ରାଜ୍ୟର ୧୮ଟି ହସ୍ପିଟାଲରେ ପ୍ରାଥମିକ ଭାବରେ କ୍ୟାନସର ଚିକିତ୍ସା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

