Home

ସାନ ଭାଇଙ୍କୁ ମାରି ପୋତିଦେଲେ ବଡ଼ ଭାଇ: ମାସେ ପରେ ଫିଟିଲା ରହସ୍ୟ

ଟିଟିଲାଗଡ, ୯।୮(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ହାଟପଦା ପଡାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ୨୦ ଦିନ ହେବ ନିଖୋଜ ଥିବା ଜଣେ ନାବାଳକଙ୍କ ସନ୍ଧାନ ମିଳିଛି। ତାଙ୍କୁ ତାଙ୍କ ବଡ଼ ଭାଇ ମାରି ପୋତି ଦେଇଥିବା ଜଣାପଡ଼ିଛି। ଉଭୟଙ୍କ…

ଜୟପୁରରେ ରୋଚକ ଦୃଶ୍ୟ: ତାରାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପ୍ରଭାତୀ

ଭୁବନେଶ୍ୱର,୯।୮: ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ଏମିତି କିଛିି ରୋଚକ ଦୃଶ୍ୟ ମିଳିଛି କୋରାପୁଟର ଜୟପୁରରେ। ଯେଉଁଠି ଭାଜପା ନେତ୍ରୀ ପ୍ରଭାତୀ ପରିଡ଼ା…

୧୦ ହଜାରରୁ ସିଧା ୫୦ ହଜାର ହେଲା ମିନିମନ ବାଲନ୍ସ! ଗ୍ରାହକଙ୍କୁ ଝଟକା ଦେବ କି ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୯।୮: ଘରୋଇ କ୍ଷେତ୍ରର ବଡ଼ ବ୍ୟାଙ୍କ ICICI, ଏବେ ସାଧାରଣ ଲୋକଙ୍କ ପାଇଁ ତାର ଦ୍ୱାର ବନ୍ଦ କରିଦେଉଥିବା ପରି ମନେ ହେଉଛି। ବ୍ୟାଙ୍କ ଦ୍ୱାରା ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ହାରାହାରି ସର୍ବନିମ୍ନ ବାଲାନ୍ସରେ ସମ୍ପ୍ରତି ହୋଇଥିବା ବିଶାଳ ବୃଦ୍ଧି…

ପୁଟିନଙ୍କ ସହ ସାକ୍ଷାତ ପୂର୍ବରୁ ବଡ଼ ଝଟକା ଦେଲେ ଟ୍ରମ୍ପ, ଦୁଇ ଶତ୍ରୁ ଦେଶଙ୍କୁ କଲେ ଏକାଠି

ଓ୍ବାଶିଂଟନ,୯।୮: ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ଆମେରିକାର ମଧ୍ୟସ୍ଥତାରେ ଆଜରବାଇଜାନ ଏବଂ ଆର୍ମେନିଆ ଏକ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଶାନ୍ତି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ବିବାଦର ଅନ୍ତ…

ଚର୍ଚ୍ଚାରେ କଂଗ୍ରେସ ନେତାଙ୍କ ବୟାନ, କହିଲେ ବାଟ ହୁଏତ ଦେଖାଇପାରିବେ ମେଲାନିଆ

ନୂଆଦିଲ୍ଲୀ,୯।୮: ବରିଷ୍ଠ କଂଗ୍ରେସ ନେତା ଏବଂ ଏମପି ଶଶି ଥରୁର ତାଙ୍କ ବୟାନ ପାଇଁ ସବୁବେଳେ ଖବରରେଥାଆନ୍ତି। ଏବେ କଂଗ୍ରେସ ନେତା ଏକ ବ୍ୟଙ୍ଗାତ୍ମକ ସ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଶଶି ଥରୁର ମଜା କରି କହିଛନ୍ତି…

ମେଟଲ ମିଟ ୨୦୨୫: ପ୍ରିଲିମ ରାଉଣ୍ଡ ଆରମ୍ଭ

ଭୁବନେଶ୍ୱର,୯।୫: ଦୈନିକ ଇଂରାଜୀ ଖବର କାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜ ମହାକୁମ୍ଭ ‘ମେଟଲ ମିଟ ୨୦୨୫’ର ସପ୍ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଆଜି…

ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଲଞ୍ଚ୍‌

କୃଷ୍ଣପ୍ରସାଦ,୯।୮(କୈଳାଶ ଚନ୍ଦ୍ର ପଟନାୟକ): ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦକୁ ଯାତ୍ରୀ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଦୀର୍ଘ ସମୟ ଅଟକିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ, ଲଞ୍ଚରେ ଆସୁଥିବା ବରିଷ୍ଠ ସମାଜ ସେବୀ ନାଲୁ ପାହାଣ…

ଭଣଜାଙ୍କୁ ନେଇ ଯାଉଥିଲେ ମାମୁ, ପିଟିଲା ଟ୍ରକ: ଆଉ ତା’ପରେ…

ନୂଆପଡା,୯।୮ (ମକାରୁ ବେମାଲ): ରାୟପୁର-ଗୋପାଳପୁର ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ କୋମନା ଥାନା କ୍ରିଷ୍ନା ଛକ ସ୍ଥିତ ତେତେଲବନ୍ଧ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ମାମୁ ଭଣଜାଙ୍କ ମୃତ୍ୟୁ ଘଟିଛି। ମୃତକ କୋମନା ଥାନା…

ମହିମା ଧର୍ମାବଲମ୍ବୀଙ୍କ ନବାନ୍ନଭକ୍ଷଣ: ଯୋଗଦେଲେ ସାଧୁବାବା

କର୍ଲାମୁଣ୍ଡା,୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର ମହିମା ଧର୍ମୀମାନଙ୍କ ନବାନ୍ନଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜପୁର ପଞ୍ଚାୟତର ବାଞ୍ଜିପଦରଠାରେ କୁମୁଦ କାନ୍ତ ବାବା, ମହେନ୍ଦ୍ର ରଣା, ଭରତ ରଣା, ଟୁପିଲାଲ ରଣା,କିଶୋର…

ରାଖୀ ପୂର୍ଣ୍ଣିମାରେ ଅଘଟଣ: କାଉଡ଼ିଆ ଜଳ ଲାଗି ସମୟରେ ଭାସିଗଲେ ୨ ଭଉଣୀ

ଜଳେଶ୍ୱର,୯।୮:(ନବୀନ ସାହୁ):ରାଖୀ ପୂର୍ଣ୍ଣିମାରେ ଅଘଟଣ। ସୁବର୍ଣ୍ଣରେଖାରେ କାଉଡ଼ିଆ ଭାବେ ପାଣି ଲାଗି କରୁଥିବାବେଳେ ହଠାତ୍‌ ପାଣି ସୁଅରେ ଭାସିଗଲେ ଦୁଇ ଭଉଣୀ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଶିଖରପୁର ପଂଚାୟତର ସୁବର୍ଣ୍ଣରେଖା ଘାଟରେ ଚକହରି ଗ୍ରାମର…

କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’ର ରେଜିଷ୍ଟ୍ରେସନ ଆରମ୍ଭ

ଭୁବନେଶ୍ୱର,୯।୮: ‘ମେଟଲ ମିଟ୍‌’ର ସପ୍ତମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ସକାଳ ୮.୩୦ରୁ ଏହି କୁଇଜ୍‌ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ…

ଟ୍ରମ୍ପଙ୍କ ଟାରିଫ୍‌ ମାଡ଼ ପରେ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବାତିଲ୍‌ ହେଲା…

ନୂଆଦିଲ୍ଲୀ,୯ା୮:ଭାରତରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ୫୦% ଟାରିଫ୍‌ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନେକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଏହାର ପ୍ରତିବାଦରେ କେନ୍ଦ୍ର ଆମେରିକାରୁ ଅସ୍ତ୍ରଶସ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri