Home

ଜଳିଗଲା ୧୭୨ ଯାତ୍ରୀଥିବା ବିମାନ, ଡେନଭର ବିମାନ ବନ୍ଦରରେ ଭୟର ବାତାବରଣ, ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆମେରିକୀୟ ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିବା ପରେ ଏଠାରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ବିମାନରେ ଥିବା ୧୭୨ ଜଣ ଯାତ୍ରୀଙ୍କୁ ଶୀଘ୍ର ବାହାରକୁ ବାହାର କରାଯାଇଥିଲା।…

ଶିକ୍ଷକଙ୍କ ସହ ପ୍ରାତଃ ଭ୍ରମଣ ରୋକିବ ଛାତ୍ର ଆତ୍ମହତ୍ୟା

ନୂଆଦିଲ୍ଲୀ,୧୪ା୩ (ପି.ଟି.): ଦେଶରେ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବାବେଳେ ଏହାକୁ ରୋକିବା ଏବଂ ଛାତ୍ରୀଛାତ୍ରଙ୍କ ମାନସିକ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଆଇଆଇଟି-ଗୁଆହାଟୀ ଏକ ଯୋଜନା ପ୍ରସ୍ତୁତ…

୨ ପୁଅ, ସ୍ତ୍ରୀଙ୍କ ସହ ଡାକ୍ତରଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୪।୩: ତାମିଲନାଡ଼ୁର ଚେନ୍ନାଇସ୍ଥିତ ଆନ୍ନା ନଗର ଅଞ୍ଚଳରେ ଗୁରୁବାର ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ତଥା ସୋନୋଲୋଜିଷ୍ଟ ବାଲା ମୁରୁଗାନ (୫୨), ତାଙ୍କ ଆଇନଜୀବୀ ସ୍ତ୍ରୀ ସୁମାଥି(୪୭) ଏବଂ ତାଙ୍କର ୨ ପୁଅ ଜଶଓ୍ବନ୍ତ କୁମାର…

କୁର୍କ୍ସର ସର୍ବବୃହତ୍‌ ସହରକୁ ପୁଣି ଦଖଲକଲା ରୁଷିଆ

ମସ୍କୋ,୧୪।୩ ୟୁକ୍ରେନ୍‌ ଯୁଦ୍ଧର ଅବସାନ ନିମନ୍ତେ ଆଲୋଚନା ପାଇଁ ଆମେରିକାର ପ୍ରତିନିଧିମାନେ ମସ୍କୋ ଗସ୍ତରେ ଯାଉଥିବାବେଳେ ରୁଷିଆ ଗୁରୁବାର କୁର୍କ୍ସର ସର୍ବବୃହତ୍‌ ସହରକୁ ପୁନର୍ବାର ନିଜ ଦଖଲକୁ ନେଇଛି। ରୁଷିଆ ସୈନ୍ୟମାନେ କୁର୍କ୍ସ ସୀମାବର୍ତ୍ତୀ ସୁଦ୍‌ଝା ସହରରୁ ୟୁକ୍ରେନ୍‌ ସୈନ୍ୟଙ୍କୁ ତଡ଼ିଦେବା…

ରୋଶନୀ ନାଦର ମାଲ୍‌ହୋତ୍ରା ଭାରତର ତୃତୀୟ ସବୁଠୁ ଧନୀ

ମୁମ୍ବାଇ, ୧୪।୩: ଭାରତରେ ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶ୍ରେଣୀରେ ରୋଶନୀ ନାଦର ମାଲହୋତ୍ରାଙ୍କର ନାମ ଯୋଡ଼ି ହୋଇଛି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ବିଲୟନେୟାର ବ୍ୟବସାୟୀ ଗୌତମ ଆଦାନୀଙ୍କ ପରେ ସେ ଭାରତର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।…

ବିଳମ୍ବ ହେବ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ୍‌, ୧୪।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ସାଥୀ ନାସା ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋରଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବିତ ହୋଇଛି। ଉଭୟଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍‌ ଏକ୍ସ’ର ‘କ୍ରିଉ ୧୦ ମିଶନ’କୁ ଆମେରିକୀୟ ସମୟ…

ପୁନଃ ଅବସ୍ଥାନ ପାଇଁ ଆଇସ୍‌ଲାଣ୍ଡ ପ୍ରଥମ ପସନ୍ଦ

ଓ୍ବାଶିଂଟନ୍‌, ୧୪।୩: ଆମେରିକୀୟ ଅନ୍‌ଲାଇନ ରେମିଟାନ୍ସ କମ୍ପାନୀ ରେମିଟ୍‌ଲି ପକ୍ଷରୁ ଗୁରୁବାର ‘ରେମିଟ୍‌ଲି ଇମିଗ୍ରେଶନ ଇଣ୍ଡେକ୍ସ ୨୦୨୫’ ଜାରି ହୋଇଛି। ଏହି ସୂଚକାଙ୍କ ଅନୁଯାୟୀ, ୨୦୨୫ରେ ପୁନଃ ଅବସ୍ଥାନ ପାଇଁ ସର୍ବୋତ୍ତମ ଦେଶଗୁଡ଼ିକର ତାଲିକାରେ ଆଇସ୍‌ଲାଣ୍ଡ ସର୍ବାଗ୍ରେ ରହିଛି। ଭାରତ ଏହି…

ଅସ୍ତ୍ରବିରତି ପାଇଁ ରୁଷିଆ ପ୍ରସ୍ତୁତ, ହେଲେ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଦେଲେ ପୁଟିନ୍‌, ବିଶ୍ୱରେ ହଇଚଇ

ମସ୍କୋ,୧୩।୩: ୟୁକ୍ରେନ ସହିତ ଶାନ୍ତି ଚୁକ୍ତିନାମା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭ୍ଲାଦିମିର ପୁଟିନ୍‌ କହିଛନ୍ତି ଯେ ରୁଷିଆ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ। ତଥାପି, ସେ ଅସ୍ତ୍ରବିରତି…

IPL 2025: DCର ଅଧିନାୟକତ୍ୱ ବିତର୍କ ମଧ୍ୟରେ ବଡ଼ ବୟାନ ହେଲେ KL Rahul

ନୂଆଦିଲ୍ଲୀ,୧୩।୩: କେଏଲ ରାହୁଲ ଆଇପିଏଲର ଆଗାମୀ ୧୮ତମ ସିଜିନରେ ତାଙ୍କର ପଞ୍ଚମ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ପ୍ରସ୍ତୁତ। ୧୩୨ ଆଇପିଏଲ ମ୍ୟାଚ ଏବଂ ୪୬୮୩ ରନର ଅଭିଜ୍ଞତା ସାଙ୍ଗରେ ଆଣିଥିବା ଏହି ଖେଳାଳି ମେଗା ନିଲାମରେ ଫ୍ରାଞ୍ଚାଇଜ ଦ୍ୱାରା…

କେତେ ଉପକାରୀ ଦଲିଆ

ଏବେ ଆମମାନଙ୍କର ଅନିୟମିତ ଜୀବନଶୈଳୀ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଠିକ୍‌ ସମୟରେ ଠିକ ଖାଦ୍ୟ ନ ଖାଇବା ଦ୍ୱାରା ବି ଆମେ ଅନେକ ରୋଗର ଶିକାର ହେଉଛୁ। ଯାହାକୁ ଚିହ୍ନଟ କରିବା ବେଳେ ବେଳେ କଷ୍ଟକର ବି…

Holiରେ କାହା ଉପରେ ରଙ୍ଗ ପକାଇଲେ ହେବ ଆକ୍ସନ! ରଙ୍ଗ ଖେଳିବା ପାଇଁ ଜାରି ହେଲା ଗାଇଡଲାଇନ

ହାଇଦ୍ରାବାଦ,୧୩।୩: ଆସନ୍ତାକାଲି ୧୪ ମାର୍ଚ୍ଚରେ ସାରା ଦେଶରେ ହୋଲି ପର୍ବ ପାଳନ କରାଯିବ। ଏଥର ହୋଲି ସମ୍ପର୍କରେ ଅନେକ ଭିନ୍ନ ଭିନ୍ନ ବକ୍ତବ୍ୟକୁ ନେଇ ବହୁତ ବିବାଦ ହୋଇଥିଲା। ଏବେ ହାଇଦ୍ରାବାଦ ପୋଲିସ ଦ୍ୱାରା ହୋଲି ସମ୍ପର୍କରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ…

‘୧୦ ଜଣ ପୁରୁଷଙ୍କୁ ବିବାହ କରିପାରିବେ ଉତ୍ତର ଭାରତର ମହିଳା’, ଷ୍ଟାଲିନଙ୍କ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୩।୩: ହିନ୍ଦୀ ଏବଂ ସୀମା ନିର୍ଦ୍ଧାରଣକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ମଧ୍ୟରେ, ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଉତ୍ତର ଭାରତୀୟ ସଂସ୍କୃତିରେ ଏକାଧିକ ସ୍ବାମୀ-ସ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri