ବିବାଦରେ ମାରିଆ କୋରିନା, କାହିଁକି ନୋବେଲ ଶାନ୍ତି ପୁରସ୍କାର ଫେରାଇବାକୁ ହେଉଛି ଦାବି? ଜାଣନ୍ତୁ…
ଷ୍ଟକହୋମ,୧୧।୧୦: ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି। ତଥାପି, ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ପରଠାରୁ ତାଙ୍କ ନାମକୁ ନେଇ ବିବାଦ ଲାଗି ରହିଛି। ତାଙ୍କୁ ଗାଜାରେ ଇସ୍ରାଏଲର ବୋମାମାଡ଼ର ଜଣେ ଦୃଢ଼…
ଟାପୁରେ ଫସିଲେ ୩୦ ହାତୀ, ଦେଖିବାକୁ ନଦୀକୂଳରେ ଲାଗିଛି ପ୍ରବଳ ଭିଡ଼
କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୈତରଣୀ ଟାପୁରେ ଫସିଛନ୍ତି ୩୦ ହାତୀ। ବୈତରଣୀ ନଦୀ ପାର ହୋଇ କେନ୍ଦୁଝରରୁ ମୟୂରଭଞ୍ଜ ଜିଲାକୁ ଯାଉଥିବା ବେଳେ ଲୋକଙ୍କ ଘେରାଉ କାରଣରୁ ମଝିରେ ଏକ ଟାପୁରେ ଅଟକି ଯାଇଛନ୍ତି। ସେମାନଙ୍କୁ ଦେଖିବାକୁ ନଦୀକୂଳରେ ଭିଡ଼ ଜମିଛି।…
ବୟଫ୍ରେଣ୍ଡଙ୍କ ସହ ଗୁପ୍ଚୁପ୍ ଖାଇବାକୁ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଫେରିବା ବେଳେ ଗଣବଳାତ୍କାର
ଜଳେଶ୍ୱର,୧୧ା୧୦(ନବୀନ ସାହୁ): ପଶ୍ଚିମବଙ୍ଗରେ ଆରଜି କର୍ ମେଡିକାଲ କଲେଜ ଘଟଣାର ହୋଇଛି ପୁନରାବୃତ୍ତି। ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ହୋଇଛି ଗଣବଳାତ୍କାର। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ବୋଲି ସୂଚନା ମିଳିଛି।…
ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ
ଥୁଆମୂଳ ରାମପୁର,୧୧ା୧୦(ଦୁର୍ଗା କୀର୍ତ୍ତି): ଗୋଟିଏ ନୁହେଁ କି ଦୁଇଟି ନୁହେଁ ବାରମ୍ବାର ଏହି ବ୍ଲକଠାରେ ଖଟିଆରେ ଏବଂ ଭାରରେ ଗର୍ଭବତୀ ମହିଳା ବୁହା ହେବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଏକ ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି…
ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା, ଦଳ ଛାଡୁଛନ୍ତି ନେତା
ପାଟନା,୧୧।୧୦: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ଝଟକା ପାଇଛି। ପ୍ରକୃତରେ, ଦରଭଙ୍ଗା ଜିଲାର ଆଲିନଗର…
ଚମତ୍କାର ଶତକ ହାସଲ କଲେ ଗିଲ୍: ରୋହିତଙ୍କୁ ପଛରେ ପକାଇଦେଲେ
ନୂଆଦିଲ୍ଲୀ,୧୧।୧୦: ଟିମ ଇଣ୍ଡିଆର ଯୁବ ଅଧିନାୟକ ଶୁବମନ ଗିଲ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସେ ତାଙ୍କର ଦଶମ ଟେଷ୍ଟ ଶତକ ହାସଲ କରିଥିଲେ। ଏହି ଶତକ…
ଟ୍ରମ୍ପଙ୍କ ବୟସଠାରୁ ୧୪ ବର୍ଷ ସାନ ତାଙ୍କ ହାର୍ଟ, ଜାଣନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ଅପଡେଟ୍ସ
ଓ୍ବାଶିଂଟନ,୧୧।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସ୍ବାସ୍ଥ୍ୟାବସ୍ଥା କୁ ନେଇ ବହୁତ ଦିନ ଧରି ଖବରରେ ଅଛନ୍ତି। ତାଙ୍କ ସ୍ବସ୍ଥ୍ୟାବସ୍ଥାକୁ ନେଇ ନିରନ୍ତର ପ୍ରଶ୍ନ ଉଠିଛି। ୭୯ ବର୍ଷୀୟ ଟ୍ରମ୍ପଙ୍କର ସମ୍ପ୍ରତି ଏକ ମେଡିକାଲ ଚେକଅପ ହୋଇଥିଲା, ଯାହା ପରେ…
ରାହୁଲଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର, କଂଗ୍ରେସ ନେତାଙ୍କ ଦାବି ପରେ ଭାଜପା କଲା କଟାକ୍ଷ
ନୂଆଦିଲ୍ଲୀ,୧୧।୧୦: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ନୋବେଲ ପୁରସ୍କାର ଘୋଷଣା ପରେ, କଂଗ୍ରେସ ଦଳ ଭେନେଜୁଏଲାର ମୁଖ୍ୟ ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋଙ୍କୁ ଲୋକ ସଭାର…
ବଡ଼ ରେକର୍ଡ କଲେ ଶୁବମନ ଗିଲ: ହେଲେ ନମ୍ବର-୧
ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ ନିକଟରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ଗସ୍ତ ପରେ ତାଙ୍କୁ ପୁଣି ଟେଷ୍ଟ ଦଳରେ ନିଯୁକ୍ତି ଦିଆଯାଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଫର୍ମ ଜାରି ରହିଛି। ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର…
ଟାପୁରେ ଫସିଛନ୍ତି ୩୦ ଟିକିଆ ବଣୁଆ ହାତୀପଲ: ସ୍କୁଲ ଘର ଭାଙ୍ଗିଲା ଗୋଠଛଡା ଦନ୍ତା
ପାଟଣା,୧୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇ ଟାଙ୍ଗିରି ସେକ୍ସନ ବୈତରଣୀ ନଦୀର ୩ ଧାରିଆ ଟାପୁରେ ଶୁକ୍ରବାର ବିଳମ୍ବିତ ରାତ୍ରିରୁ ୩୦ ଟିକିଆ ବଣୁଆ ହାତୀପଲ ଅଟକି ରହିଛନ୍ତି । ନଦୀର ଉଭୟ ପାର୍ଶରେ ପ୍ରଖର ସ୍ରୋତ…
ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ବିଜୁଳି, ଘଡ଼ଘଡ଼ି ସହ ବହିବ ପବନ
ଭୁବନେଶ୍ୱର,୧୧।୧୮: ରାଜ୍ୟର ଅନେକ ସ୍ଥାନରେ ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର। ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ…
ବିଜେଡିକୁ ବଡ଼ ଝଟ୍କା! ଭାଜପା ପୋଷ୍ଟରରେ ଜୟ ଢୋଲକିଆ
ଭୁବନେଶ୍ୱର,୧୧।୧୦: ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ। ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ବଡ଼ ଟ୍ବିଷ୍ଟ। ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ…

