Home

ମହିଳା କିଣିବେ କାର୍‌, ଟଙ୍କା ଦେବେ ସରକାର! ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୪।୧୦: ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫ୍ଲାଗ୍‌ସିପ୍‌ ଯୋଜନା ସୁଭଦ୍ରା ସାରା ରାଜ୍ୟରେ ଚର୍ଚ୍ଚା ସାଉଁଟିଥିଲା । ଏବେ ମହିଳାଙ୍କ ପାଇଁ ଆଉ ଏକ ବଡ଼ ଯୋଜନା ଆସିବାକୁ ଯାଉଛି । ମହିଳାଙ୍କୁ…

ସରକାରୀ ଅର୍ଥ ଚଳୁ କରିଦେଲେ କିରାଣି, ସିଧା ନିଲମ୍ବିତ

ଅନୁଗୋଳ,୧୪ା୧୦(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ ହୋଇଛନ୍ତି। କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ସିଡିଏମଓ ନିଲମ୍ବନ କରିଛନ୍ତି। ତେବେ ୨.୩୮ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିଡିଏମ୍‌ଓ ନିଲମ୍ବିତ କରିଛନ୍ତି। ନିଜେ ନିଜ…

ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୧୪।୧୦: ଭାରତୀୟ ଜନତା ପାର୍ଟି ମଙ୍ଗଳବାର ବିହାର ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ କରିଛି। ତାଲିକା ଅନୁଯାୟୀ ନନ୍ଦ କିଶୋର ଯାଦବଙ୍କ ଟିକେଟ ଦିଆଯାଇନାହିଁ। ଏହି ତାଲିକାରେ ମୋଟ ୭୧ ଜଣ ପ୍ରାର୍ଥୀ ନାମିତ ହୋଇଛନ୍ତି। ଏନଡିଏ ଆସନ ବଣ୍ଟନ…

ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ବାରଣ ହେବ ଫୋନ୍‌, ଓ୍ବାକିଟକି ବ୍ୟବସ୍ଥା କରି…

ପୁରୀ,୧୪ା୧୦: ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ। କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ। ଆଗକୁ ଓ୍ବାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବ୍‌କମିଟି ମୁଖ୍ୟ। ବୈଠକ ପରେ ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର…

Google CEO ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା: ଭାରତରେ ହେବ…

ନୂଆଦିଲ୍ଲୀ,୧୪।୧୦: ଗୁଗଲ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ହବ୍‌ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏହି ପଦକ୍ଷେପ ପାଇଁ କମ୍ପାନୀ ୧୫ ବିଲିୟନ ଡଲାର ନିବେଶ କରିବ। ପିଚାଇ କହିଛନ୍ତି,…

ହାତ ଯୋଡିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, ୩ ଦିନ ପରେ ବି ମିଳିଲା ନାହିଁ ଭିଜା

ଇସଲାମାବାଦ,୧୪।୧୦: ଆଫଗାନିସ୍ତାନ ଉଚ୍ଚସ୍ତରୀୟ ପାକିସ୍ତାନୀ ପ୍ରତିନିଧି ଦଳକୁ କାବୁଲ ଗସ୍ତ କରିବା ପାଇଁ ବାରମ୍ବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଆସିଛି। ଗତ ତିନି ଦିନ ମଧ୍ୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ, ଆଇଏସଆଇ ମୁଖ୍ୟ ଅସୀମ ମାଲିକ ଏବଂ ଅନ୍ୟ…

Xiaomi କାରରେ ହଠାତ ଲାଗିଲା ନିଆଁ, ଡୋର ଲକ ହେବାରୁ ଜୀବନ୍ତ ଜଳିଗଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ

ବେଜିଂ,୧୪।୧୦: ଚାଇନାରେ ଏକ କାର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ମଝିରେ ହଠାତ ଏକ କାର ନିଆଁରେ ଜଳିଯାଇଛି। କାରଟି ହେଉଛି ଚାଇନା ଶାଓମି କାର୍‌। ଏଥିରେ ନିଅଁ ଲାଗିବା ପରେ ହଠାତ ଡୋର୍‌ ଲକ୍‌ ହୋଇଯାଇଥିଲା, ଯାହା ଫଳରେ…

କୋର୍ଟ ପରିସରରେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ, ଲୋକେ ଭୟଭୀତ

ପିଲଭୀତ,୧୪।୧୦: ଉତ୍ତର ପ୍ରଦେଶର ପିଲିଭୀତ କୋର୍ଟ ପରିସରରେ ମଙ୍ଗଳବାର ସକାଳେ ଜଣେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କୁ ରକ୍ଷା କରିବାକୁ ଆସିଥିବା ଇନ୍ସପେକ୍ଟର ମଧ୍ୟ ଏଥିରେ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ଆକ୍ରମଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ…

ଭାରତ ପାଇଁ ଖୁସିଖବର: ଅଷ୍ଟ୍ରେଲିଆକୁ ଝଟ୍‌କା

ନୂଆଦିଲ୍ଲୀ,୧୪।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅକ୍ଟୋବର ୧୯ରେ ପର୍ଥରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଦୁଇଟି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇସାରିଛି। ପ୍ରମୁଖ ସ୍ପିନର…

ଗୋଟିଏ ବଲରେ ୨୮୬ ରନ୍‌: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ, ଜାଣନ୍ତୁ କେମିତି ହେଲା ସମ୍ଭବ

ସିଡନୀ,୧୪।୧୦: କ୍ରିକେଟ୍‌ ଦୁନିଆରେ ଅନେକ ରେକର୍ଡ ରହିଛି। କିଛି ରେକର୍ଡ କ୍ରିକେଟର୍‌ଙ୍କ ଦ୍ୱାରା ଭାଙ୍ଗିଛି। ଆଉ କିଛି ରେକର୍ଡ ଅତୁଟ ରହିଛି। ଅଷ୍ଟ୍ରେଲିଆରେ ଥରେ ଘଟିଥିବା ଏକ ଚମତ୍କାର ପରି, ଯେତେବେଳେ ଗୋଟିଏ ବଲ୍‌ରେ ୨୮୬ରନ କରାଯାଇଥିଲା। ଜାନୁଆରୀ ୧୫, ୧୮୯୪ରେ,…

ଧୋକା ଦେଲେ BSF ଯବାନ: ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ ସ୍ତ୍ରୀ

କାଲିମେଳା,୧୪।୧୦(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ନଲାଗଣ୍ଠି ପଞ୍ଚୟତ ଏମ.ଭି ୭୨ ଗାଁରେ ସ୍ତ୍ରୀ ନିଜ ଅଧିକାର ପାଇ ସ୍ବାାମୀ ଘର ଆଗରେ ଧାରଣା ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି…

ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ସେନା ଉପରେ ଦେଇଥିବା ମନ୍ତବ୍ୟ ମାମଲାରେ ଲକ୍ଷ୍ନୌ କୋର୍ଟର ଶୁଣାଣି ଉପରେ ରହିତାଦେଶ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୧୦: ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି। ଏହି ମାମଲା ୨୦୨୨ ମସିହାରେ କଂଗ୍ରେସ ଦଳର ଭାରତ ଯୋଡୋ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?