Home

ଗାଁର ସମସ୍ୟା ହେବ ଦୂର, ଏମିତି ପ୍ରତିଶ୍ରୁତି ଦେଇ ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଲେ…

ଦିଗପହଣ୍ଡି,୧୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ କଳିଙ୍ଗ ଯୁବ ନାଟ୍ୟ ସଂସଦ ପକ୍ଷରୁ ନାଟ୍ୟକାର ସୁଶାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘କଟି କଟି ଡବଲ କଟି’ ନାଟକ ମଞ୍ଚସ୍ଥ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡ.…

ଦିଲ୍ଲୀ କ୍ୟାପିଟାଲ୍ସରେ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? କେବଳ ଏଇଠି ଅଟକିଛି ଡିଲ୍‌  

ନୂଆଦିଲ୍ଲୀ,୧୫।୧୦: ଆଇପିଏଲ ୨୦୨୬ ସିଜନ ପୂର୍ବରୁ ସଞ୍ଜୁ ସାମସନ ଏବଂ ରାଜସ୍ଥାନ ରୟାଲ୍ସ ଦଳ ଚର୍ଚ୍ଚାକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ଦଳ ପରିଚାଳନାକୁ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ସେ ପରବର୍ତ୍ତୀ ସିଜନ୍‌ ଦଳରେ ରହିବେ ନାହିଁ। ଏହାପାଇଁ…

ମନ୍ଦିରରେ ଅଚିହ୍ନା ହାଡ଼ ମିଳିବା ଘଟଣା: ତଦନ୍ତ ପାଇଁ ପହଞ୍ଚିଲେ ଏସ୍‌ପି

ମୋହନା,୧୫ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡ଼ି ଗାଁରେ ଥିବା ବହୁ ପୁରାତନ ମା’ ବ୍ରାହ୍ମଣୀଦେଇ ମନ୍ଦିରରେ ମଙ୍ଗଳବାର ସକାଳେ ମନ୍ଦିରର ପୂଜାରୀ ନରେନ୍ଦ୍ର ପାଇକ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ମନ୍ଦିର ପରିସରକୁ ସଫା କରିବା…

ସଦସ୍ୟଙ୍କୁ ବଡ଼ ଝଟ୍‌କା ଦେଲା EPFO: ଏଣିକି ଚାକିରି ଯିବା ପରେ ପରେ କାଢ଼ି ପାରିବେ ନାହିଁ PFର…

ନୂଆଦିଲ୍ଲୀ,୧୫।୧୦: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଏହାର ସଦସ୍ୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଏବେ ବେରୋଜଗାର ସଦସ୍ୟମାନେ ସେମାନଙ୍କର ଭବିଷ୍ୟ ନିଧି (ଇପିଏଫ୍‌) ଓ ପେନସନ୍‌ ଖାତା (ଇପିଏସ୍‌)ରୁ ସମ୍ପୂର୍ଣ୍ଣ ରାଶି ନିକାସୀ ପୂର୍ବ ଅପେକ୍ଷା…

ବାଇକ୍‌ରେ ନେଉଥିଲେ ବାଣ, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଭୁବନେଶ୍ୱର,୧୫ା୧୦: ରାଜଧାନୀ ଭୁବନେଶ୍ବରରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ବାଇକ୍‌ରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ହେବାରୁ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଜୟଦେବ ବିହାର ଓଭର ବ୍ରିଜ୍‌ ଉପରେ ଚଳନ୍ତା ବାଇକ୍‌ରେ ବାଣ ଫୁଟିବାରୁ ରାସ୍ତା ଉପରେ ହୁତୁହୁତୁ ହୋଇ…

ମନ୍ଦିର ପରିସରରେ ଗୋଟିଏ ଶାଢ଼ିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ, ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ…

ଜୟପୁର,୧୫ା୧୦(ପବନ ପାଣିଗ୍ରାହୀ): ଜୟପୁର ଗୋପବନ୍ଧୁ ନଗରରେ ଝୁଲନ୍ତା ଅବସ୍ଥା ୨ ଜଣଙ୍କ ମୃତଦେହ ଜବତ କରିଛି ଟାଉନ ପୋଲିସ। ଗୋପବନ୍ଧୁ ନଗରରେ ଥିବା କନକଦୁର୍ଗା ମନ୍ଦିର ପରିସରରେ ୨ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା। ମୃତକ ଦ୍ୱୟ ହେଲେ ମନ୍ଦିରର ପୂଜକ…

ଖୋଲିବ ଶିମିଳିପାଳ, ସୁବିଧାରେ ବୁଲିପାରିବେ ପର୍ଯ୍ୟଟକ

ବାରିପଦା,୧୫ା୧୦: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଜୁଲାଇ ୧ରୁ ଶିମିଳିପାଳ ଉପରେ କଟକଣା ଲାଗୁ ହୋଇଥିଲା। ଏବେ କଟକଣା ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ମଜା ନେଇପାରିବେ। ଆସନ୍ତା ୧୮…

ଗଜପତିରୁ ଉତ୍ତରପ୍ରଦେଶକୁ ଲମ୍ବିଛି ଗଞ୍ଜେଇ ଚେର, ପାଟ୍ରୋଲିଂ ବେଳେ ଜଣାପଡ଼ିଲା ସବୁ ସତ

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ସଦର ରେଞ୍ଜ ଏସ୍‌ପି ପ୍ରବୀଣ କୁମାର ପ୍ରଧାନଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ସ୍ନେହଲତା ନାୟକ ଓ କୁମୁଦ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ବୁଧବାର…

କଂଗ୍ରେସ ଭବନ ବାହାରେ ହାଇଡ୍ରାମା, ପିସିସି ସଭାପତି କହିଲେ ନାଣ୍ଡୁ ଧଳଙ୍କୁ ଦଳରେ…

ଭୁବନେଶ୍ୱର,୧୫ା୧୦: କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତି ସ୍ପଷ୍ଟମତ ରଖିଛନ୍ତି। ସେ ଖୋଲାଖୋଲି ଭାବରେ କହିଛନ୍ତି ଯେ, ନାଣ୍ଡୁ ଧଳ ଜଣେ ଆପରାଧିକ ଚରିତ୍ରର ବ୍ୟକ୍ତି। ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ। ସଦସ୍ୟତା ମଗା ଯାଏ, ଛଡ଼ାଇକି…

ଅଫିସରେ ଲାଞ୍ଚ ନେଉଥିଲେ ମହିଳା ଡାଟାଏଣ୍ଟ୍ରି ଅପରେଟର, ରେଡ୍‌ହ୍ୟାଣ୍ଡ୍‌ରେ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାହୋଇଛନ୍ତି ସ୍ମୃତି। ଖୋର୍ଦ୍ଧା ଓ ଭିଜିଲାନ୍ସ ଟିମ୍‌…

ରୋହିତଙ୍କ ପଛେ ପଛେ ଗିଲ୍‌…ଏମିତି ଅନ୍ଦାଜ୍‌ରେ ଅଷ୍ଟ୍ରେଲିଆ ଗଲା ଟିମ୍‌ ଇଣ୍ଡିଆ

ସିଡନୀ,୧୫।୧୦:ଭାରତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ଖେଳିବ। ସିରିଜ ଦିନିକିଆ ସିରିଜ ସହିତ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଅକ୍ଟୋବର ୧୯ରେ ପର୍ଥରେ ଅନୁଷ୍ଠିତ ହେବ। ସମସ୍ତେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆଗମନକୁ…

ଭାଜପା ବିରୋଧରେ ବଲାଙ୍ଗୀର ବିଜେଡିର ଗର୍ଜନ, ପଦଯାତ୍ରା କରି…

ବଲାଙ୍ଗୀର,୧୫ା୧୦(ସୁନିଲ କୁମାର ମହାନ୍ତି): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ୯ରୁ ନଭେମ୍ବର ୯ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ବଲାଙ୍ଗୀରରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗୀରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?