ପୃଥ୍ବୀରାଜଙ୍କୁ ବଦ୍ରିଙ୍କ ଜବାବ: ଏତେଦିନ କେଉଁଠି ଶୋଇଥିଲ
ହାଟଡିହୀ,୧୯ା୩(ଶୁଭକାନ୍ତ ନାୟକ):ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ ସମବାୟ ସମିତିର ବହୁ କୋଟି ଟଙ୍କା ଆର୍ଥିକ ଅନିୟମିତତା ଘଟଣାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଗିରଫ ହୋଇଛନ୍ତି। ସେ ଗିରଫ ହେବା ପରେ ଘସିପୁରା ବିଜେଡି ବିଧାୟକ ତଥା…
ସାଂସ୍କୃତିକ ଚାପରେ ବିବାହ ଉତ୍ସବ
ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ବିବାହ ଭିଡିଓ ଦେଖିଲି। ବର ଓ କନ୍ୟା ଦୁଇଟି ବରଣମାଳା ଧରି ଏକ ସୁଦୃଶ୍ୟ ମଣ୍ଡପରେ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଓ ଶେଷରେ ଉଭୟ ଉଭୟଙ୍କ ବେକରେ ବରଣମାଳା ପକାଉଛନ୍ତି। ଭିଡିଓର…
ଜଙ୍ଗଲ ନିଆଁ
ଚଳିତ ବର୍ଷ ଜାନୁଆରୀରେ ଆମେରିକା ଭଳି ବିକଶିତ ଦେଶ ଲସ୍ଏଞ୍ଜେଲସ୍ର ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳହେବା ଦେଖାଯାଇଥିଲା। ଏଥିରେ ଅଧିକାଂଶ ଧନୀ ଓ ଗରିବ ପରିବାରଙ୍କ ଘର ପୋଡ଼ିଯିବା ସହ ୨୮ରୁ ଅଧିକଙ୍କ ମୃତ୍ୟୁ, ୩୧ ନିଖୋଜ ଏବଂ ୨…
ମିଛ କହୁଥିଲେ ଶରୀରର ଏହି ଅଂଶ ହୋଇଯାଏ ଗରମ: ରଖନ୍ତୁ ଧ୍ୟାନ
ଦୈନନ୍ଦିନ ଜୀବନରେ ମଣିଷକୁ ଟିକେ ମିଛ କହିବାକୁ ପଡ଼ିଥାଏ। ଯିଏ ଯେତେ ସଚ୍ଚୋଟ ହୁଅନ୍ତୁ ନା କାହିଁକି, ସେମାନେ ନିଶ୍ଚିତ ଭାବରେ ତାଙ୍କ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ ମିଛ କହିଥିବେ। କିନ୍ତୁ ମିଛ କହିବା ପରେ ଶରୀରର ଏମିତି…
Trump on Sunita Williams: ପ୍ରତିଶ୍ରୁତି ଦେଇଥିଲୁ, ପୂରଣ କଲୁ: ସୁନୀତା ୱିଲିୟମ୍ସ ଫେରିବା ପରେ ଆତ୍ମବିଭୋର ହେଲେ ଟ୍ରମ୍ପ
ଫ୍ଲୋରିଡା,୧୯।୩: ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୨୮୬ ଦିନ ପରେ ମହାକାଶରୁ ଫେରିଛନ୍ତି। ଦୁହେଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡା ସମୁଦ୍ରରେ ଅବତରଣ କରିଥିଲେ। ସୁନିତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
ଜୋଲକୋ ଚେକ୍ଡ୍ୟାମରୁ ଜଳସେଚନ ସୁବିଧା ପାଇ ଚାଷୀ ଖୁସି
କେସିଙ୍ଗା,୧୮ା୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜୋଲକୋ ଚେକ୍ଡ୍ୟାମ ମାଧ୍ୟମରେ ଜଳସେଚନ ସୁବିଧା ପାଇଁ ଚାଷୀମାନେ ଖୁସିବ୍ୟକ୍ତ କରିଛନ୍ତି। ସୂଚନା ଅନୁସାରେ ଅଞ୍ଚଳ ଦେଇ ପ୍ରବାହିତ ରେତନଦୀର ଉଭୟ ପାର୍ଶ୍ୱରେ ଥିବା ଚାଷଜମିକୁ ଚାଷୀମାନେ ଉଠା ଜଳସେଚନ ପଏଣ୍ଟ ସାହାଯ୍ୟରେ…
ପୃଥିବୀକୁ ଫେରି ପ୍ରଥମଥର ଏମିତି ପ୍ରତିକ୍ରିୟା ଦେଲେ ସୁନୀତା ୱିଲିୟମ୍ସ: ଭିଡିଓ ଦେଖିଲେ କହିବେ ବାଃ ବାଃ
ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ୨୮୬ ଦିନ ପରେ ପୃଥିବୀକୁ ଫେରିଛନ୍ତି। ମହାକାଶ ଏଜେନ୍ସି ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, ସୁନିତା ଏବଂ ବୁରି ୱିଲମୋରଙ୍କୁ ନେଇ ଫେରୁଥିବା ମହାକାଶଯାନ ବୁଧବାର ସକାଳ ୩.୨୭ରେ ଆମେରିକାର ଫ୍ଲୋରିଡାର ସମୁଦ୍ରତଟରେ…
Sunita Williams Return Video: ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ୍ସ: ଫ୍ଲୋରିଡା ଉପକୂଳରେ କଲେ ଅବତରଣ, ଦେଖନ୍ତୁ ଭିଡିଓ
ଫ୍ଲୋରିଡା,୧୯।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ ୱିଲ୍ମୋର ୯ ମାସ ପରେ ଶେଷରେ ପୃଥିବୀକୁ ଫେରିଛନ୍ତି। ଉଭୟ ମହାକାଶଚାରୀ ବୁଧବାର ଭାରତୀୟ ସମୟ ସକାଳ ସାଢ଼େ ୩ଟାରେ ସୁରକ୍ଷିତ ଭାବେ ଫ୍ଲୋରିଡା ଉପକୂଳରେ ଅବତରଣ କରିଥିଲେ।…
ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା
ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ରକରି ମଙ୍ଗଳବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି।…
ପାରଳାଖେମୁଣ୍ଡିରେ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଲେ ବିଧାୟକ
ଗଜପତି,୧୮।୩ି(ଗିରିଧାରୀ ପରିଛା): ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲୁ ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡିଠାରେ ଏକ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଛନ୍ତି। ଏଥିସହ ଗଜପତି ଜିଲାରେ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର…
ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା
ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ମଙ୍ଗଳବାର ଦେବୀଙ୍କ ଶୀତଳ ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ…
ଜଣେ କି ଦୁଇଜଣ ନୁହେଁ, ୧୩ ଖେଳାଳିଙ୍କୁ ବାହାର କରିଦେବ ପଞ୍ଜାବ କିଙ୍ଗ୍ସ; ଏଭଳି ହେବ…
ନୂଆଦିଲ୍ଲୀ,୧୮।୩: ଆଇପିଏଲ୍ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଗୋଟିଏ ବି ଖେଳାଳିଙ୍କୁ ରିଟେନ କରି ନ ଥିଲା। ଦଳ ମେଗା ନିଲାମରେ ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ପଞ୍ଜାବ ଫ୍ରାଞ୍ଚାଇଜ ମୋଟ ୨୫ ଜଣ ଖେଳାଳିଙ୍କୁ କିଣିଛି। କିନ୍ତୁ ଏବେ ସେମାନଙ୍କ ମଧ୍ୟରୁ…
Archives


