ନବୀନ ବେଳେ ଥିଲା ମୋହନ ବେଳେ କଟିଲା: ଏନ୍ଏସି ଘୋଷଣାରେ କଳାହାଣ୍ଡି ନାଁ ନାହିଁ, ବଢ଼ୁଛି…
ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ): ରାଜ୍ୟରେ ନୂଆ ଏନ୍ଏସି ପାଇଁ ଶନିବାର ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି। ଏଥିରେ ୭ ଜିଲାରେ ୧୨ ଏନଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଏହି ବିଜ୍ଞପ୍ତିରେ…
ପୁରୁଣା ବାଇକ୍ ବିକିବା ପୂର୍ବରୁ କଦାପି କରନ୍ତୁ ନାହିଁ ଏଭଳି ଭୁଲ୍, ନଚେତ କୋର୍ଟ-କଚେରୀ ଦୌଡ଼ି ଦୌଡ଼ି ଥକିବେ!
ନୂଆଦିଲ୍ଲୀ,୧୭।୮: ଯଦି ଆପଣ ଆପଣଙ୍କର ପୁରୁଣା ବାଇକ ବିକ୍ରି କରିବାକୁ ଭାବୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। କାରଣ ଅନେକ ଲୋକ ବାଇକ ବିକ୍ରୟ କରିବା ପରେ ଅସାବଧାନ ହୋଇଯାଆନ୍ତି। ଆବଶ୍ୟକୀୟ କାଗଜପତ୍ର ପୂରଣ କରନ୍ତି ନାହିଁ, ଯାହା ପରେ…
ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସପିଟାଲରେ ଭର୍ତ୍ତି
ଭୁବନେଶ୍ୱର,୧୭।୮: ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ଯୋଗୁ ସେ ଅପରାହ୍ନ ୫ଟା ୧୫ରେ ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।…
କିଲର ହ୍ବେଲ ସହିତ ଷ୍ଟଣ୍ଟ କରୁଥିବା ବେଳେ ମାରିନ ଟ୍ରେନରଙ୍କ ମୃତ୍ୟୁ, ଭିଡିଓ ହେଉଛି ଭାଇରାଲ, ଏବେ ଖୋଲିଛି ରହସ୍ୟ
ସମ୍ପ୍ରତି, ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ଯେ ‘ଜେସିକା ରାଡକ୍ଲିଫ’ ନାମକ ଜଣେ ସାମୁଦ୍ରିକ ପ୍ରଶିକ୍ଷକଙ୍କୁ ଏକ ଶୋ’ ସମୟରେ ପାଣି ଭିତରେ ଟାଣି ନେଇ ଏକ ଅର୍କା (ହତ୍ୟାକାରୀ ତିମି) ହତ୍ୟା…
PF ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏଭଳି ସହଜ ଉପାୟ, ମୋବାଇଲରେ ହିଁ…
ନୂଆଦିଲ୍ଲୀ,୧୭।୮: ଯଦି ଆପଣ ଚାକିରି କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ଆପଣଙ୍କ ପିଏଫ ଆକାଉଣ୍ଟରେ ଜମା ହେଉଥିବା ପିଏଫ ବିଷୟରେ ଅବଗତ ରହିବା ଆବଶ୍ୟକ। ପ୍ରାୟତଃ ଲୋକମାନେ ସେମାନଙ୍କ ପିଏଫ୍ ବାଲାନ୍ସ ବିଷୟରେ ସୂଚନା ପାଇବା ପାଇଁ ଅଫିସ କିମ୍ବା…
ଟ୍ରମ୍ପଙ୍କୁ ମୋଦିଙ୍କ କଡ଼ା ବାର୍ତ୍ତା, କହିଲେ ଯଦି ଦେଶରେ ଅଛ ତେବେ ମେଡ ଇନ ଇଣ୍ଡିଆ…
ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ-ଏନସିଆରରେ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପର ଉଦଘାଟନ କରିଥିଲେ। ପ୍ରକଳ୍ପର ଉଦଘାଟନ ପରେ ସେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଅଭିଭାଷଣ ସମୟରେ ସେ ‘ଭୋକାଲ ଫର୍ ଲୋକାଲ’ ମନ୍ତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ…
ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ପଡ଼ିବ: ଇସି
ନୂଆଦିଲ୍ଲୀ,୧୭।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଭୋଟ ଚୋରି ଅଭିଯୋଗକୁ ନେଇ ରବିବାର (୧୭ ଅଗଷ୍ଟ ୨୦୨୫) ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସ୍ପଷ୍ଟ ଜବାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…
ରାହୁଲଙ୍କୁ ନିର୍ବାଚନ କମିଶନଙ୍କ କଡ଼ା ଜବାବ, କହିଲେ ମିଛକୁ ଡରେନାହିଁ…
ନୂଆଦିଲ୍ଲୀ,୧୭।୮: ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସମ୍ପର୍କରେ ନିର୍ବାଚନ କମିଶନ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସମେତ ଅନେକ ଅଧିକାରୀ ଏଥିରେ ଉପସ୍ଥିତ ଅଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ‘ଭାରତର…
ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଲେ ଟ୍ରମ୍ପ, କହିଲେ ଲୋକଙ୍କ ଜୀବନ ବଞ୍ଚାଇବା ମୋର ପ୍ରାଥମିକତା
ଓ୍ବାଶିଂଟନ,୧୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବିଷୟରେ କହିଥିଲେ। ସେ କହିଥିଲେ ଯେ ମୁଁ ଦୁଇଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ମଧ୍ୟରେ ସାମରିକ ସଂଘର୍ଷ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…
ଭାରତକୁ ଚାରିପଟୁ ଘେରିବାକୁ ପ୍ଲାନ କରିଥିଲେ ଟ୍ରମ୍ପ! ସବୁ ଖେଳ ବିଗାଡି ଦେଲେ ମୋଦିଙ୍କ ବନ୍ଧୁ
ଓ୍ବାଶିଂଟନ,୧୭।୮: ଡୋନାଲ୍ଡ ଟ୍ରମ୍ପ ସବୁବେଳେ ଆମେରିକୀୟ ରାଜନୀତିରେ ତାଙ୍କର ଆକ୍ରମଣାତ୍ମକ ରଣନୀତି ପାଇଁ ଜଣାଶୁଣା। ଏଥର ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆଲାସ୍କା ଡାକି ଏକ ବଡ଼ ଖେଳ ଖେଳିବାକୁ ଚେଷ୍ଟା କରିଥିଲେ। ତାଙ୍କର ଯୋଜନା ଥିଲା ଭାରତ ଉପରେ…
ଦଣ୍ଡ ଦେବାକୁ ଯାଇ ମାଆକୁ ୨ ଥର ବଳାତ୍କାର କଲା ପୁଅ! ତା’ ପରେ ଯାହା କଲା…
ନୂଆଦିଲ୍ଲୀ,୧୭।୮: ଦିଲ୍ଲୀର ହୌଜ କାଜି ଅଞ୍ଚଳରୁ ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଜଣେ ୩୯ବର୍ଷୀୟ ଯୁବକ ନିଜ ମାଆଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ତାଙ୍କ ସ୍ବାମୀ…
ବିଜେଡି ଛାଡିଲେ ଶତାଧିକ କର୍ମୀ, ବଢୁଛି କଂଗ୍ରେସର ଦବଦବା
କଟକ,୧୭।୮: ଦିନକୁ ଦିନ ବିଜୁ ଜନତା ଦଳ(ବିଜେଡି)ର ସ୍ଥିତି ଦୁବଳ ହେବା ପରି ମନେ ହେଉଛି। ଏପଟେ କଂଗ୍ରେସ ତା’ର ସ୍ଥିତି ମଜଭୁତ କରିବାରେ ଲାଗିପଡିଛି। ରବିବାର ସାଲେପୁର ଅଂଚଳର ଶତାଧିକ କର୍ମୀ ବିଜେଡି କର୍ମୀ ଦଳ ଛାଡିଛନ୍ତି। ଏମାନେ ପିସିସି…
Archives


