ମହାପ୍ରଭୁଙ୍କ ପ୍ରତି ଅସମ୍ମାନ:ତୁଳସୀ ମାଳ ପକାଇ ଶ୍ରୀମନ୍ଦିର ପ୍ରରିକ୍ରମା କଲେ ସାଧୁ
ପୁରୀ ଅଫିସ, ୨୮ା୭: ଶ୍ରୀକ୍ଷେତ୍ର ମାଟିରେ ପୁଣି ଶ୍ରମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ। କଳା ଠାକୁରଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ତୁଳସୀ ମାଳକୁ ବେକରେ ଧାରଣ କରି ବଡ଼ଦେଉଳ ପରିକ୍ରମା କରିଛନ୍ତି ମହାରାଷ୍ଟ୍ରର ସାଧୁ ମହାମଣ୍ଡଳେଶ୍ୱର ଶାନ୍ତିଗିରିଜୀ ମହାରାଜ। କେବଳ…
ବୋହୂଙ୍କୁ ମାଡ଼ମାରି ଶ୍ୱଶୁର ଗିରଫ
ବାଲିଅନ୍ତା,୨୮।୭(ଡି.ଏନ୍.ଏ.)- ଘରୋଇ କଳହକୁ ନେଇ ବୋହୂଙ୍କୁ ଗାଳିଗୁଲଜ ସହ ମାଡ଼ମାରିବା ଅଭିଯୋଗରେ ବାଲିଅନ୍ତା ପୋଲିସ ରବିବାର ଜଣେ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭିଙ୍ଗାରପୁର ଜ୍ୟୋତିଷ ସାହିର ରଘୁନାଥ ସେନାପତି(୫୮)। ତଦନ୍ତକାରୀ ଅଧିକାରୀ ଏସଆଇ ତୃପ୍ତିମୟୀ ରାଉତଙ୍କ…
ଉଚ୍ଚଶିକ୍ଷାରେ ଅର୍ଥ ବାଧକ :ସହାୟତା ଅପେକ୍ଷାରେ ମେଧାବୀ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର
କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)- ପରିବାରର ଆର୍ଥିକ ଅନଟନ ଯୋଗୁ ନାନା ସମସ୍ୟା ମଧ୍ୟରେ ପାଠ ପଢୁଥିବା ମେଧାବୀ ତଥା ଭିନ୍ନକ୍ଷମ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର ଦେହୁରି ପରିସ୍ଥିତି ସହ ଲଢେଇ କରି ଚାଲିଛନ୍ତି। ହଦଗଡ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଏଥର…
ଅଗଷ୍ଟ ୮ରେ ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ‘ଭାରତ ରତ୍ନ’
ନୂଆଦିଲ୍ଲୀ, ୨୮।୭: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ରାଜନେତା ପ୍ରଣବ ମୁଖାର୍ଜୀଙ୍କୁ ଆସନ୍ତା ଅଗଷ୍ଟ ୮ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳିବ। ତାଙ୍କ ସହ ଦିବଂଗତ ସଂଗୀତକାର ଓ ଗାୟକ ଡ.ଭୂପେନ ହଜାରିକା ଓ ସାମାଜିକ…
ସଡ଼କ ଦୁର୍ଘଟଣାରେ ଉନ୍ନାଓ ବଳାତ୍କାର ପୀଡ଼ିତା ଗୁରୁତର, ୨ ମୃତ
ଲକ୍ଷ୍ନୌ, ୨୮।୭: ଉତ୍ତର ପ୍ରଦେଶର ରାଏବରେଲିରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଉନ୍ନାଓ ବଳାତ୍କାର ପୀଡିତା ଗୁରୁତର ଆହତ ହେବା ସହ ଜଣେ ଓକିଲ ଏବଂ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ଜେଲରେ ଥିବା ଜଣେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ…
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହିଁକି ଯୋଗୀଙ୍କୁ ଦିଆଯାଇଥିଲା, ଗୁମର ଖୋଲିଲେ ଶାହ
ଲକ୍ଷ୍ନୌ, ୨୮।୭: ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପଛର ରହସ୍ୟ ଖୋଲିଛନ୍ତି ଭାଜପା ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର ଉତ୍ତରପ୍ରଦେଶରେ ୬୫ ହଜାର କୋଟି ଟଙ୍କାର ନିବେଶରେ ଏକ ପ୍ରକଳ୍ପର ଭୂମି ପୂଜନ ଅବସରରେ…
କାଉଡି ଯାତ୍ରାରେ ଗୋଲ୍ଡେନ୍ ବାବା
ମିରଟ: ଶିବଭକ୍ତମାନେ ଭଗବାନ ଶିକଙ୍କୁୁ ଜଳଲାଗି କରିବା ପାଇଁ କାଉଡି ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରରେ ସାମିଲ ହୋଇଥିବା ଗୋଲ୍ଡେନ ବାବା ଏବେ ଉତ୍ତରପ୍ରଦେଶ କାହଁିକି ସାରା ଭାରତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁଧୀର ମକରରୁ ବାବା ପାଲଟିଥିବା ଗୋଲ୍ଡେନ…
ରକ୍ତଚାପ କମାଏ କଖାରୁ ମଞ୍ଜି
୨୮ ଗ୍ରାମ୍ କଖାରୁ ମଞ୍ଜିରେ୧୫୧ କ୍ୟାଲୋରି,୧୭ ଗ୍ରାମ୍ ଫାଇବର, ୭ ଗ୍ରାମ୍ ପ୍ରୋଟିନ୍, ୪ ଗ୍ରାମ୍ ମନୋସାଚ୍ୟୁରେଟେଡ ଫ୍ୟାଟ୍,୬ ଗ୍ରାମ ଓମେଗା-୬ ଫ୍ୟାଟ୍, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଫସ୍ଫରସ ରହିଛି। ଏଥିରେ ଥିବା ଫାଇଟୋଷ୍ଟେରଲ ବ୍ଲଡ୍ କୋଲେଷ୍ଟରଲ୍ କମ କରିବାରେ ସାହାଯ୍ୟ କରେ।…
ଟିନି ଏୟାରଫ୍ରିଜ୍
ସ୍ବିଡେନ୍ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍ ମଧ୍ୟରୁ ଏହାର ଚାହିଦା ଏବେ ଶିଖରରେ। ଏହି ପୋର୍ଟେବଲ ଏୟାର କୁଲିଂ ବକ୍ସ ପୂରା…
ପେଟଯନ୍ତ୍ରଣା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତରଙ୍କ କଣ୍ଡୋମ୍ ମେଡିସିନ୍
ରାଞ୍ଚତ୍,୨୮।୭: ଝାଡ଼ଖଣ୍ଡର ଏକ ସରକାରୀ ଡାକ୍ତରଖାନାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି। ଏଠାକୁ ଜଣେ ମହିଳା ପେଟଯନ୍ତ୍ରଣା ଲାଘବ ପାଇଁ ଆସିଥିବାବେଳେ ଡାକ୍ତର ପ୍ରେସ୍କ୍ରିପ୍ସନରେ କଣ୍ଡୋମ ଲେଖି ଦେଇଥିଲେ। ସୂଚନାଯୋଗ୍ୟ, ମହିଳାଙ୍କ ଅସହ୍ୟ ପେଟଯନ୍ତ୍ରଣା ହେଉଥିବାରୁ ସେ ପଶ୍ଚିମ ସିଂହଭୂମ ଜିଲାରେ…
ମହିଳା ଓ ପୁରୁଷଙ୍କ ମଧ୍ୟରେ କିଏ ଅଧିକ ସୁସ୍ଥ ଓ ସୁଖୀ…
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସୁସ୍ଥ ଓ ଖୁସିରେ ରହିଥାଆନ୍ତିା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ ୨ ହଜାର ମହିଳା ଏବଂ ପୁରୁଷଙ୍କୁ ସାମିଲ୍ କରାଯାଇଥିଲା। ଜଣାପଡିଥିଲା ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ…
ମେଘାଳୟ ବାଚସ୍ପତିଙ୍କ ପରଲୋକ
ଗୁରୁଗ୍ରାମ, ୨୮।୭: ମେଘାଳୟ ବାଚସ୍ପତି ଡନ୍କୁପାର ରାୟଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୫୪ ନଭେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ଡନ୍କୁପାର୍ ମେଘାଳୟର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର…
Archives


