Home

ଦୌଡକୁଦ ପ୍ରତିଯୋଗିତାରେ ପ୍ରୀୟଙ୍କାଙ୍କୁ ସଫଳତା: ରାଜ୍ୟସ୍ତରକୁ ମନୋନୀତ

ଲୋଇସିଂହା,୧୮।୧୦ (ସୁଶାନ୍ତ ବାରିକ)- ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ବେଲଗାଁ ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଗତ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜିଲା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତୀଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ତାରସିଂରେ ଖୋଲିବ ଦମକଳ କେନ୍ଦ୍ର: ୮୦୦ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ

ଭଞ୍ଜନଗର,୧୮/୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପରିସରରେ ରାସନ କାର୍ଡ ପ୍ରଦାନ, ପକ୍କା ଘର କାର୍ଯ୍ୟାଦେଶ ୱାର୍କ ଅର୍ଡର ପ୍ରଦାନ ଏବଂ ଭତ୍ତା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ…

ଗରିବ ରଥ ଏକ୍ସପ୍ରେସରେ ହଠାତ୍‌ ଲାଗିଲା ନିଆଁ: ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ଚଣ୍ଡିଗଡ଼,୧୮।୧୦: ପଞ୍ଜାବର ସିରହିନ୍ଦ ରେଳ ଷ୍ଟେଶନ ନିକଟରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଟଳି ଯାଇଛି। ଅମୃତସରରୁ ସହରସା ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ହଠାତ୍‌ ଅଗ୍ନିକାଣ୍ଡ ଘଟି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଟ୍ରେନଟି ଅମ୍ବାଲାରୁ ଅଧ କିଲୋମିଟର…

ଚର୍ଚ୍ଚାରେ ମୈଥିଲି ଠାକୁର: ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ସବୁଠାରୁ ଯୁବ ଭାଜପା ପ୍ରାର୍ଥୀ ଲୋକ ଗାୟିକା ମୈଥିଲି ଠାକୁରଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ ପାଇଛି। ତାଙ୍କ ନିର୍ବାଚନ ଶପଥପତ୍ର ଅନୁଯାୟୀ, ମୈଥିଲି ଠାକୁରଙ୍କ ପାଖରେ…

କ୍ୟାନ୍‌ସର ଆଶଙ୍କା ଦୂର କରେ ଏହି ଫଳ, ନିୟମିତ ଖାଆନ୍ତୁ…

ଅଙ୍ଗୁରରେ ଏଭଳି ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ଆଶଙ୍କାକୁ କେତେକାଂଶରେ ଦୂର କରିପାରେ। ଏଭଳି ମତବ୍ୟକ୍ତ କରିଛନ୍ତି ଇଂଲଣ୍ଡର କ୍ୟାନ୍‌ସର ବିଶେଷଜ୍ଞମାନେ। ନିକଟରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ‘କ୍ୟାନ୍‌ସର ଏବଂ ଅଙ୍ଗୁର’ ବିଷୟକୁ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ସମୟରେ…

ଭାରତକୁ ନେଇ ଏମିତି ଦାବି କଲେ ଟ୍ରମ୍ପ: ଉଡ଼ିଗଲା ରୁଷିଆର ହୋଶ୍‌

କିଭ୍‌,୧୮।୧୦: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଏକ ସାକ୍ଷାତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ମିଛ ଦାବିକୁ ପୁନର୍ବାର ଦୋହରାଇଛନ୍ତି। ସେ କହିଛନ୍ତି, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ…

ଅଧରାତିରେ ପାକିସ୍ତାନର ଘନ ଘନ ଆକ୍ରମଣ: ୩ କ୍ରିକେଟର୍‌ଙ୍କ ମୃତ୍ୟୁ, ସିରିଜ୍‌ ବାତିଲ୍‌

ଇସଲାମାବାଦ,୧୮।୧୦: ଗତ କିଛି ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ଚାଲିଛି। ଗତ ସପ୍ତାହରେ ଇସଲାମାବାଦ କାବୁଲରେ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ସ୍ଥାନ ଉପରେ ଆକ୍ରମଣ କରିବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଅକ୍ଟୋବର ୮…

ନୂଆପଡ଼ା ଉପନିର୍ବାଚନ: କିଏ ଜିତିବ ବାଜି, ପ୍ରମୁଖ ଦଳ ପାଇଁ ଅଗ୍ନିପରୀକ୍ଷା

ନୂଆପଡ଼ା,୧୮ା୧୦ (ମକାରୁ ବେମାଲ):ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ଦଳର ପ୍ରାର୍ଥୀ ଘୋଷଣା ସରିଛି। ପ୍ରଥମେ ଜାତୀୟ କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଳମ୍ବରେ ଭାଜପା ଜୟ ଢୋଲକିଆ ଓ ବିଜେଡି…

ଦୀପାବଳି ଛୁଟି ୨୦ ନା ୨୧: ସରକାରଙ୍କ ପକ୍ଷରୁ ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୧୮ା୧୦(ରବିନାରାୟଣ ଜେନା):ଚଳିତବର୍ଷ ଦୀପାବଳି ପାଇଁ ସରକାରୀ ଛୁଟିର ତାରିଖ ପରିବର୍ତ୍ତନ ହୋଇପାରେ। ଏସଂକ୍ରାନ୍ତରେ ଏକ ଫାଇଲ ରାଜସ୍ବ ବିଭାଗ ପକ୍ଷରୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସରକାରଙ୍କ ଅନୁମୋଦନ ପରେ ଦୀପାବଳି ଛୁଟି ସେପ୍ଟେମ୍ବର ୨୧(ମଙ୍ଗଳବାର) ପରିବର୍ତ୍ତେ ୨୦ ତାରିଖ(ସୋମବାର)କୁ ଘୋଷଣା…

ବନ୍ଦ ହୋଇଯିବ Messenger App, ଏହି ତାରିଖ ପରେ କରିପାରିବେ ନାହିଁ ବ୍ୟବହାର 

ନୂଆଦିଲ୍ଲୀ,୧୭।୧୦: ଯଦି ଆପଣ ମେଟା କମ୍ପାନୀର ମେସେଞ୍ଜର ଆପ ବ୍ୟବହାର କରୁଛନ୍ତି, ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ବିଶେଷ। କମ୍ପାନୀ ନିକଟରେ ଘୋଷଣା କରିଛି ଯେ ମେସେଞ୍ଜର ଆପ୍‌ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଉପଭୋକ୍ତାମାନଙ୍କୁ ସତର୍କ କରିବା…

ବେଆଇନ ବାଲିଘାଟକୁ ବିରୋଧ: ତହସିଲଦାରଙ୍କୁ ହାଣି ମାରିଦେବାକୁ ଧମକ, ସେପଟେ ଧାରଣାରେ ବସିଲେ…

ଆନନ୍ଦପୁର/ହାଟଡିହୀ,୧୭।୧୦(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ତହସିଲ ଅନ୍ତର୍ଗତ କରଗୋଳା ଗ୍ରାମକୁ ଲାଗିଥିବା ବୈତରଣୀ ନଦୀର ବାଲି ଉତ୍ସକୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚଢା ଦରରେ ବିକ୍ରି କରାଯାଉଛି। ବାଲିଘାଟ ପାଇଁ ଗ୍ରାମବାସୀଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?