ପାଣିପାଗ ବିଭାଗର ସତର୍କ ସୂଚନା, ଆଜିଠାରୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୧।୧୦: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମଙ୍ଗଳବାରଠାରୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ। ଆସନ୍ତାକାଲି ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ…
ବିହାର ନିର୍ବାଚନ ପୂର୍ବରୁ ଭାଜପାର ଚାଣକ୍ୟ ଚଳାଇଲେ ଜବରଦସ୍ତ ଚାଲ, ବିଦ୍ରୋହୀଙ୍କର ବଢିଲା ଚିନ୍ତା
ନୂଆଦିଲ୍ଲୀ,୨୧।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ଭାରତୀୟ ଜନତା ପାର୍ଟି (ଭାଜପା)ର ଚାଣକ୍ୟ ଭାବରେ ଜଣାଶୁଣା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ସଫଳ ହୋଇଛି। ସେ ତିନି ଦିନିଆ ବିହାର ଗସ୍ତରେ…
କ୍ୱାଣ୍ଟମ୍ ଟନେଲିଂ
ଅଣୁ ପରମାଣୁ ଭଳି କ୍ଷୁଦ୍ର ବସ୍ତୁଗୁଡ଼ିକର ଆଚରଣ ଆମେ ଦୈନନ୍ଦିନ ଜୀବନରେ ଦେଖୁଥିବା ପଦାର୍ଥଗୁଡ଼ିକର ଆଚରଣ ଠାରୁ ଅନେକ ପୃଥକ। ପୁନଶ୍ଚ ପାରମ୍ପରିକ ପଦାର୍ଥ ବିଜ୍ଞାନର ନିୟମ ସେଗୁଡ଼ିକ ଆଚରଣକୁ ବୁଝାଇବାରେ ଅସମର୍ଥ। ଗତ ଶତାବ୍ଦୀର ଆରମ୍ଭରେ ବିକଶିତ ହୋଇଥିବା କ୍ୱାଣ୍ଟମ୍…
ଚାଇନ ଉପରେ ଲାଗିଥିବା ୧୦୦ ପ୍ରତିଶତ ଟାରିଫକୁ କମ କରିବ ଆମେରିକା? ଟ୍ରମ୍ପ ରଖିଲେ ଏମିତି ସର୍ତ୍ତ
ଓ୍ବାଶିଂଟନ/ବେଜିଂ,୨୦।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର (୧୯ ଅକ୍ଟୋବର, ୨୦୨୫) ସୂଚିତ କରିଛନ୍ତି ଯେ ଯଦି ଚାଇନା ଆମେରିକାର ସପକ୍ଷରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରେ ତେବେ ତାଙ୍କ ପ୍ରଶାସନ ଏହାର ଶୁଳ୍କ ନୀତିର ପୁନର୍ବିଚାର କରିପାରେ। ଟ୍ରମ୍ପ ପ୍ରଶାସନ…
‘ବିଜେଡି ଲଢ଼ିବା ଭଳି ଲାଗୁନି, କେବଳ ଫିଲ୍ ଇନ୍ ଦ ବ୍ଲାଙ୍କସ୍’
ଭୁବନେଶ୍ୱର,୨୦ା୧୦: ନୂଆପଡ଼ା ଉପନିର୍ବାଚନରେ ଭାଜପାର ବୃହତ ବିଜୟ ହେବ କହିଛନ୍ତି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ରାଜନୀତି ଯେଉଁଭଳି ମୋଡ଼ ନେଉଛି ବିଜେଡି ବିଲୁପ୍ତ ହେବ। ବିଜେଡିକୁ ବଞ୍ଚାଇ ରଖିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି। ଆମେ ମଧ୍ୟ…
ସଲମାନଙ୍କ ବୟାନକୁ ନେଇ କ୍ଷୁବ୍ଧ ପାକିସ୍ତାନୀ
ନୂଆଦିଲ୍ଲୀ,୨୦।୧୦: ବଲିଉଡର ଦବଙ୍ଗ ସଲମାନ ଖାନ ପ୍ରାୟତଃ ଶିରୋନାମାରେ ଥାଆନ୍ତି। ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସମ୍ପ୍ରତି, ଏହି ଅଭିନେତା ଏପରି କିଛି କହିଥିଲେ ଯାହା ତାଙ୍କୁ ତୁରନ୍ତ ଚର୍ଚ୍ଚାକୁ ଆଣିଥିଲା। ସାଉଦି ଆରବର ରିୟାଦରେ ଜୟ ଫୋରମ ୨୦୨୫ ଅନୁଷ୍ଠିତ…
ଖୋଲିଗଲା ପ୍ରତିରକ୍ଷାତନ୍ତ୍ରର ଗୁମର
ଫକ୍ସିପି ଜିନ୍ର ମ୍ୟୁଟେସନ୍ ଯୋଗୁ ହିଁ ରୋଗାକ୍ରାନ୍ତ ହୋଇପଡ଼ିଲେ ସ୍କର୍ଫି ମୂଷା। ଶିଶୁମାନଙ୍କୁ ହୋଇଥାଏ ‘ଆଇପେକ୍ସ’ ନାମକ ଏକ ଅଟୋଇମ୍ୟୁନ ରୋଗ। ଏହି ରୋଗ ହୋଇଥାଏ ଏକ୍ସ କ୍ରମୋଜୋମରେ ମ୍ୟୁଟେସନ ଯୋଗୁ। ବ୍ରଙ୍କୋ ଓ ରାମସଡେଲ ଶିଶୁ ରୋଗ ବିଶେଷଜ୍ଞଙ୍କ ସହାୟତାରେ…
ଗାଈକୁ ବଳାତ୍କାର କଲେ ଯୁବକ, ମାଲିକ ପହଞ୍ଚି ଯିବାରୁ…
ବାସୁଦେବପୁର,୨୦ା୧୦(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ଗ୍ରାମରେ ଗୋ’ମାତାଙ୍କୁ ବଳାତ୍କାର କରି ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ବାସୁଦେପୁର ପୌରାଞ୍ଚଳ ଅଧୀନ ଶାବରପୁରର ସେକ୍ ରାଜନ(୨୦)। ବିଦେଇପୁର ଅଞ୍ଚଳର ଏକ ଓ୍ବେଲ୍ଡିଂ ଦୋକାନରେ ସେ…
ଅସତୋ ମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ…
ଆଲୋକର ପର୍ବ ଦୀପାବଳି। ଏହି ଦିନଟିକୁ ସମସ୍ତେ ଦୀପ, ମହମବତି ଓ ବିଭିନ୍ନ ରଙ୍ଗବେରଙ୍ଗର ଲାଇଟ୍ ଜଳାଇ, ବାଣଫୁଟାଇ ବେଶ୍ ଧୁମଧାମରେ ପାଳନ କରିଥା’ନ୍ତି। ପିଠା, ମିଠା ବଣ୍ଟନର ଆନନ୍ଦରେ ବିଭୋର ହୋଇଥା’ନ୍ତି। ପ୍ରତିବର୍ଷ ଭାରତ ବର୍ଷରେ ଏହି ପର୍ବ ପାଳନ…
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ
ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ପୀଠ। ପ୍ରତିବର୍ଷ କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ସହ ମା’ଙ୍କର ସପ୍ତମାତୃକା ବେଶ ହୋଇଥାଏ। ଚଳିତବର୍ଷ ସୋମବାରଠାରୁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଇବେ। ଏଥିସହ…
ପରିବା କିଆରି ଉପରେ ଅପରାଧୀଙ୍କ ଲୋଲୁପ ଦୃଷ୍ଟି: ପୂର୍ବରୁ ମାରିଥିଲେ ଲଟାମରା ଔଷଧ, ଏବେ…
ବରଗଡ଼,୨୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ଚାଷୀଙ୍କ ପରିବା କିଆରି ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି ପଡ଼ିଛି। ପ୍ରଥମେ ବରଗଡ଼ ଜିଲା ଜମୁର୍ଡା ଗ୍ରାମରେ ଚାଷୀଙ୍କ କୋବି ଫସଲରେ ଦୁର୍ବୃତ୍ତମାନେ ଲଟାମରା ଔଷଧ ସିଞ୍ଚନ କରିଥିଲେ। ଫଳରେ ସେହି ଫସଲ…
ଦଲାଲ ସକ୍ରିୟ, ପନିପରିବା ଚାଷୀ ନିରାଶ, ୧୨୦ରୁ ଖସୁନି ଦର
ଦାରିଙ୍ଗବାଡ଼ି,୨୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ପନିପରିବା ଚାଷୀଙ୍କୁ ଦାଉ ସାଧିଛି। ଚଳିତ ବର୍ଷ ଅଦିନିଆ ବର୍ଷାରୁ ଆରମ୍ଭ ପରେ ମୌସମୀ ବର୍ଷା ଓ ବାରମ୍ବାର ଏକାଧିକ ଥର ଲଘୁଚାପ ଜନିତ ବର୍ଷା…

