Home

ଜମ୍ମୁ-କଶ୍ମୀରରେ ମୌଳିକ ଅଧିକାରରୁ ଲୋକେ ବଞ୍ଚିତ: ବିରକ୍ତ ହୋଇ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର

ଥିରୁଭାନନ୍ତପୁରମ୍‌,୨୫।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଲୋକେ ସାମ୍ବିଧାନିକ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଜଣେ ଆଇଏଏସ୍‌ ଅଫିସର ଚାକିରିରୁ ଇସ୍ତଫା ଦେଇଛନ୍ତି। ୩୩ ବର୍ଷ ବୟସ୍କ ଆଇଏଏସ୍‌ ଅଫିସର କାନନ ଗୋପିନାଥ ଦାଦର ନଗର ହାବେଲିରେ…

ଓ୍ବିନ୍‌ଷ୍ଟନ ସାଲେମ୍‌ ଓପନ୍‌ : ହୁର୍‌କାଜଙ୍କୁ ପ୍ରଥମ ଏଟିପି ଟାଇଟଲ

ଲସ ଏଞ୍ଜେଲ୍ସ, ୨୫।୮(ଏଏଫ୍‌ପି)- ପୋଲାଣ୍ଡ ତରାକା ଟେନିସ ଖେଳାଳି ହୁବର୍ଟ ହୁର୍‌କାଜ ଏଠାରେ ଖେଳଯାଇଥିବା ଓ୍ବିନ୍‌ଷ୍ଟନ ସାଲେମ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ହୁରକାଜ୍‌ ଟପ୍‌ ସିଡ ମାନ୍ୟତା ପାଇଥିବା ଫ୍ରାନ୍ସର ବେନୋଇଟ୍‌ ପାଇରେଙ୍କୁ…

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କଲା ପଞ୍ଚାୟତ

ପାଟନା,୨୫।୮: ବିହାର ରାଧୋପୁର ସ୍ଥିତ ରସୁଖଦାର ଗଣେଶ ସ୍ବର୍ଣ୍ଣକାରରେ ଘଟିଛି ଏକ ଅଭାବନୀୟ ଘଟଣା। ୧୧ ବର୍ଷ ବୟସ୍କ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ କୌଣସି ଫଇସଲା ନେବାକୁ ମନା କରିବାରୁ ଏହାର ବିଚାର ପଞ୍ଚାୟତରେ ହୋଇଛି। ଗାଁ…

ମନବୋଧଙ୍କ ମୁହଁକୁ ଗ୍ରାସ କରିଚାଲିଛି ଟ୍ୟୁମର: ‘ସହାୟତା ନ ଦେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ’

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଯେଉଁ ବୟସରେ ରୋଜଗାର କରି ପରିବାର ପାଇଁ ସହାୟକ ହେବା କଥା, ସେହି ବୟସରେ ଜୀବନ ପାଲଟିଯାଇଛି ନର୍କ। କାରଣ ମୁହଁକୁ ଗ୍ରାସ କରିଚାଲିଛି ଏକ ଟ୍ୟୁମର। ତାହାର ପ୍ରଭାବରେ ଗୋଟିଏ ଆଖି ଆଉ ଦେଖାଯାଉନାହିଁ। ମୁହଁ କଦର୍ଯ୍ୟ ହୋଇଯାଇଥିବାରୁ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସୁଦର୍ଶନ ଓ ଦୂତୀ: ଛାତ୍ରୀଛାତ୍ରଙ୍କୁ କହିଲେ ନିଜ ସଂଘର୍ଷ କାହାଣୀ

ପୁରୀ ଅଫିସ, ୨୫।୮: ନିଜ ନିଜ କ୍ଷେତ୍ରରେ ବେଶ୍‌ ସଫଳତା ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ପାଲଟିଥିବା ୨ ଓଡ଼ିଆ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଦୌଡ଼ରାଣୀ ଦୂତୀ ଚାନ୍ଦ ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ…

ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଆସିଲା ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଛି। ଶେଷ ଦର୍ଶନ ପାଇଁ ରବିବାର ସକାଳେ ତାଙ୍କ ପାର୍ଥିବ ଶରୀରକୁ ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଉଛି। ଏହାପରେ ଅପରାହ୍ନରେ ନିଗମବୋଧ ଘାଟରେ ତାଙ୍କର…

ଦହିହାଣ୍ଡି ଭଙ୍ଗା ଉତ୍ସବରେ ୧୩୩ ଆହତ

ମୁମ୍ବାଇ, ୨୫।୮: ମହାରାଷ୍ଟ୍ର ମୁମ୍ବାଇରେ ଦହିହାଣ୍ଡି ଭଙ୍ଗା ଉତ୍ସବରେ ବିଭିନ୍ନ ସ୍ଥାନରେ ହ୍ୟୁମାନ ପିରାମିଡ୍‌ ଭାଙ୍ଗିଯିବାରୁ ୧୩୩ ଜଣ ଆହତ ହୋଇଛନ୍ତି। ମୁମ୍ବାଇରେ ୧୧୯ ଜଣ ଆହତ ହୋଇଥିବାବେଳେ ଥାନେ ଅଞ୍ଚଳରେ ୧୪ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ…

ପୁରୀରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଦିବାନା ବେହେରା ଗୁରୁତର; ପାଲଟା ଆକ୍ରମଣରେ ପୋଲିସ ଆହତ

ପୁରୀ ଅଫିସ,୨୫।୮: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ଆଶ୍ରମ ଛକରେ ଶନିବାର ବିଳମ୍ବିତ ରାତିରେ କୁମ୍ଭାରପଡା ଓ ବାସେଳି ସାହି ଥାନା ପୋଲିସ ପକ୍ଷରୁ ମିଳିତ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଏକାଧିକ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗୋଖା…

ଶ୍ରୀମନ୍ଦିରରେ ସରିଲା ନନ୍ଦୋତ୍ସବ: ଆଜି ଠାକୁରଙ୍କ ବନଭୋଜି ବେଶ

ପୁରୀ ଅଫିସ,୨୫।୮: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ। ଏହି ନୀତି ଦେଖିବା ଲାଗି ଭକ୍ତଙ୍କ ଭିଡ଼ ହୋଇଥିଲା। ରବିବାର ଠାକୁରଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ। ନନ୍ଦୋତ୍ସବ ଲାଗି ଶନିବାର ମଙ୍ଗଳ ଆଳତି ବଢିବା…

ପ୍ରତିଦ୍ୱନ୍ଦ୍ୱୀ ବିମୁଖ ରାଧିକା ମଦନ

ମୁମ୍ବାଇ: ବଲିଉଡରେ ବହୁ ନୂଆ ମୁହଁ ଆବିର୍ଭାବ ହେଉଥିଲେ ବି ଅଭିନେତ୍ରୀ ରାଧିକା ମଦନ ପ୍ରତିଦ୍ୱନ୍ଦ୍ୱିତାରେ ବିଶ୍ୱାସ କରନ୍ତି ନାହିଁ। ହିଟ୍‌ ଟିଭି ଶୋ’ ‘ମେରୀ ଆଶିକ୍‌ ତୁମ୍‌ ସେ ହୈ’ରେ ଅଭିନୟ କରିବା ଏବଂ ପରେ କିଛି ରିୟଲିଟି ଶୋ’ରେ…

ୟୁପିରେ ୪ ନକଲି ଖବରଦାତା ଗିରଫ

ଲକ୍ଷ୍ନୌ, ୨୫ା୮: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରୁ ପୋଲିସ ୪ ଜଣ ନକଲି ଖବରଦାତାଙ୍କୁ ଗିରଫ କରିଛି। ସେମାନେ ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଧମକଚମକ ଦେଇଆସୁଥିଲେ। ସେମାନଙ୍କ ବିରୋଧରେ ପୋଲିସରେ ବିଭିନ୍ନ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଏମାନଙ୍କୁ…

ବାଲି ବୋଝେଇ ୫ ହାଇୱା ଜବତ

ରଣପୁର,୨୫।୮(ସ୍ବ.ପ୍ର.)-ରଣପୁର ତହସିଲ ଅଞ୍ଚଳରେ ମାଙ୍କଡ଼ା ପଥର ଓ ବାଲି ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି । ତେବେ ତହସିଲ ଓ ପୋଲିସ ପକ୍ଷରୁ ମାଙ୍କଡା ପଥର ଗାଡ଼ିକୁ ଅନୁକମ୍ପା ଦେଖାଇ କେବଳ ବାଲି ବୋଝେଇ ଗାଡିକୁ ଧରପଗଡ଼ କରାଯାଉଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri