ଭଲ ପିଚ୍ ଟେଷ୍ଟ କ୍ରିକେଟକୁ ଆଗକୁ ନେବ: ସଚିନ
ମୁମ୍ବାଇ, ୨୫।୮(ପି.ଟି.): କ୍ରିକେଟର ସବୁ ଲମ୍ବା ଫର୍ମାଟ କୁହାଯାଉଥିବା ଟେଷ୍ଟର ଲୋକପ୍ରିୟତାକୁ ବଞ୍ଚାଇ ରଖିବାକୁ ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପ୍ରୟାସ ଜାରି ରଖିଛି। କ୍ରିକେଟ ଆଇକନ୍ ସଚିନ ତେନ୍ଦୁଲକର ମଧ୍ୟ ଏ ନେଇ ନିଜର ପରାମର୍ଶ ଦେଇଛନ୍ତି। ଟେଷ୍ଟ…
ପୋଲ ତଳକୁ ଖସିଲା ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ : ଡ୍ରାଇଭର ଆହତ
କୋରୁକୋଣ୍ଡା,୨୫।୮(ଡି.ଏନ୍.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ପୋଲ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଖସିପଡ଼ିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ମିିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ ଏକ ଟ୍ରକ୍ରେ (ଓଆର ୨୫ – ଏ- ୩୮୮୧) ପିଡିଏସ୍ ଚାଉଳ ବୋଝେଇ…
ବ୍ରିଟେନ୍ରେ ବଢୁଛି ଏସିଡ୍ ଆଟାକ୍
ବ୍ରିଟେନ୍ରେ ଏସିଡ୍ ଆତଙ୍କ ବଢୁଛି ବୋଲି ଏକ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଯେଉଁ ପରିସଂଖ୍ୟାନ ନେଇଛି ତାହା ଅତ୍ୟନ୍ତ ଉଦ୍ବେଗଜନକ। ପ୍ରତି ସପ୍ତାହରେ ବ୍ରିଟେନରେ ୧୫ଜଣ ଏସିଡ୍ ଆକ୍ରମଣର ଶିକାର ହେଉଛନ୍ତି। ତେବେ ଏହାଠୁ ବଳି ବଡ଼ ଉଦ୍ବେଗଜନକ…
୧୬-ସାଇକ୍ ଗ୍ରହାଣୁରେ ଭରି ରହିଛି ଟନ୍ ଟନ୍ ସୁନା ଓ ପ୍ଲାଟିନମ୍
ଓ୍ବାଶିଂଟନ୍,୨୫।୮: ପୃଥିବୀ ନିକଟକୁ ଗ୍ରହାଣୁ ଆସିଲେ ମହାକାଶ ବିଜ୍ଞାନୀଙ୍କ ମନରେ ଶଙ୍କା ଜାତ ହୋଇଥାଏ। ଯଦି ଦୈବାତ୍ ଏହା ପୃଥିବୀ ସହ ଧକ୍କା ଲାଗିଲା ତେବେ ବହୁ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଥାଏ। ତେବେ ମଙ୍ଗଳ ଏବଂ ବୃହସ୍ପତି…
ବରଗଡ଼ ନୂତନ ଜିଲାପାଳଙ୍କ ଯୋଗଦାନ
ବରଗଡ଼ ଅଫିସ,୨୫।୮: ବରଗଡ଼ ଜିଲାର ନୂତନ ଜିଲାପାଳ ଭାବେ ରବିବାର ଜ୍ୟୋତିରଞ୍ଜନ ପ୍ରଧାନ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଝାରସୁଗୁଡ଼ା ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ପ୍ରକାଶଥାଉ କି, ବରଗଡ଼ ପୂର୍ବତନ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଓଡ଼ିଶା ରାଜ୍ୟ ଯୋଗାଣ…
ଏମିତି ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ଅମୀରଙ୍କ ଝିଅ ଇରା
ଅମୀର ଖାନ୍ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ ଡ୍ରେସ୍ ପିନ୍ଧିବାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ…
ବିଅର ଗ୍ରିଲ୍ସ କେମିତି ବୁଝୁଥିଲେ ମୋଦିଙ୍କ ହିନ୍ଦୀ
ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନତାଙ୍କ ମନରେ ଉଙ୍କି ମାରୁଥିବା ଏକ ବଡ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଅନେକ ଲୋକ ଭାବୁଥିଲେ ବିଅର ଗ୍ରିଲ୍ସ କେମିତି ତାଙ୍କ ହିନ୍ଦୀ ବୁଝି ପାରୁଥିଲେ।…
ତୈମୁର ଭାଙ୍ଗିଲେ ଦହିହାଣ୍ଡି: ଭିଡ଼ିଓ ଭାଇରାଲ
ମୁମ୍ବାଇ,୨୫।୮: ଜନ୍ମାଷ୍ଟମୀରେ ଦହିହାଣ୍ଡି ଭଙ୍ଗା ପରମ୍ପରା ଦେଶବ୍ୟାପି ପାଳିତ ହୋଇଥିବାବେଳେ ବଲିଉଡ୍ ଅଭିନେତା ଶୈଫ୍ ଅଲ୍ଲୀ ଖାଁ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାଁ ଏହି ଉତ୍ସବ ପାଳନ କରିଛନ୍ତି। ସେ ଦହିହାଣ୍ଡି ବେଶ୍ ଆନନ୍ଦରେ ଭାଙ୍ଗିଛନ୍ତି। ଏହାର…
ବାହାରିନ୍ର ୨ ଶହ ବର୍ଷ ପୁରାତନ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ମୋଦି
ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିନ୍ ଗସ୍ତରେ ଯାଇଛନ୍ତି। ସେ ରବିବାର ରାଜଧାନୀ ମାନାମାଠାରେ ଥିବା ୨ଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି। ଏହାର ନିର୍ମାଣ ୧୮ ଶତାବ୍ଦୀର ଦ୍ୱିତୀୟ ଦଶକରେ…
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଜାରି ରହିଛି: ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଲେ ମୋଦି
ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅଲ୍ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ହେଉଥିବା ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଜାରି ରହିଛି। ଏହା ଦେଶର ଏକ…
ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ଏକ ଲକ୍ଷ ଟଙ୍କାର କଏନ୍ ନେଇ ପହଞ୍ଚିଲେ ବ୍ୟବସାୟୀ
କୋରବା,୨୫।୮: ଛତିଶଗଡ଼ରେ ଜଣେ ବ୍ୟବସାୟୀ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ଏକ ଲକ୍ଷ ଟଙ୍କାର କଏନ୍ ବସ୍ତା ନେଇ ଅଫିସରେ ପହଞ୍ଚିଛନ୍ତି। ତେବେ ଏହାକୁ ଗଣିବା ପାଇଁ ସମୟ ଲାଗିବ ବୋଲି କହି ବିଦ୍ୟୁତ୍ କର୍ମଚାରୀ ବ୍ୟବସାୟୀଙ୍କୁ ଫେରାଇ ଦେଇଛନ୍ତି। କୋରବା…
ୟୁଏସ୍ ଓପନ୍ରୁ ଓହରିଲେ ଆଣ୍ଡରସନ
ନ୍ୟୁୟର୍କ, ୨୫।୮(ଏଏଫ୍ପି)- ୨ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବିଶ୍ୱର ୧୭ ନମ୍ବର ଖେଳାଳି ଦକ୍ଷିଣ ଆଫ୍ରିକାର କେଭିନ୍ ଆଣ୍ଡରସନ ଏଥର ୟୁଏସ୍ ଓପନ୍ରୁ ଓହରିଯାଇଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍ ଓପନ୍ର ମୁଖ୍ୟ ଡ୍ର ସୋମବାରଠାରୁ…
Archives


