ସମାଜ ପରିବର୍ତ୍ତନରେ ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନସିଟି ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ। ଟୁଇନସିଟିରେ ଅପରାଧ ନିୟନ୍ତ୍ରଣ, ନିଶା କାରବାରରେ ରୋକ, ଟ୍ରାଫିକ୍ ସୁପରିଚାଳନା, ନିରପେକ୍ଷ ତଥ୍ୟଭିତ୍ତିକ ତଦନ୍ତ, ଜନସାଧାରଣଙ୍କୁ ପୋଲିସର…
ଦରମା ବଢ଼ାଇବାରେ ଘରୋଇ କମ୍ପାନୀ କୁଣ୍ଠିତ
ନୂଆଦିଲ୍ଲୀ,୨୨।୮: ଚଳିତ ବର୍ଷ କମ୍ ଲୋକଙ୍କ ଦରମା ସେମାନଙ୍କ ମନମୁତାବକ ବଢ଼ିଛି। ଅର୍ଥନୀତିର ଅବସ୍ଥା ବିଗିଡିଯିବା କାରଣରୁ ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ହାତ ଖୋଲା ଦରମା ବଢ଼ାଇନାହାନ୍ତି। ସେଣ୍ଟର ଫର୍ ମନିଟରିଂ ଅଫ୍ ଇଣ୍ଡିଆନ ଇକୋନୋମୀ(ସିଏମ୍ଆଇଇ) ତଥ୍ୟରୁ ଜଣାପଡୁଛି ଯେ,…
ହାଇଦ୍ରାବାଦରେ କନ୍ସଲ ଜେନେରାଲ ଜୋଏଲ୍
ହାଇଦ୍ରାବାଦ, ୨୨ା୮: ହାଇଦ୍ରାବାଦରେ ଆମେରିକାର ନୂଆ ବାଣିଜି୍ୟକ ରାଷ୍ଟ୍ରଦୂତ ଭାବେ ଜୋଏଲ ରେଫ୍ମ୍ୟାନ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ହାଇଦ୍ରାବାଦରେ ପହଞ୍ଚିବା ପରେ ଏହି ଅଞ୍ଚଳ ଲାଗି ଭାରତ-ଆମେରିକା ମଧ୍ୟରେ ସମ୍ପର୍କର ନିବିଡ଼ତା ରହିଥିବା ସେ କହିଛନ୍ତି। ଭାରତ- ଆମେରିକା ଶିଳ୍ପ,…
ସିଜେଆଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ: ତଦନ୍ତ ଶେଷ, ସେପ୍ଟେମ୍ବରରେ ରିପୋର୍ଟ
ନୂଆଦିଲ୍ଲୀ,୨୨ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣିକିଆ କମିଟି ଏହାର କାର୍ଯ୍ୟ ଶେଷ କରିଛି ଏବଂ ସେପ୍ଟେମ୍ବର ମଧ୍ୟଭାଗରେ ରିପୋର୍ଟ ଦାଖଲ କରିପାରନ୍ତି ବୋଲି ଜଣାପଡିଛି।…
କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ହେବା ଦରକାର: ସେହ୍ବାଗ
ନୂଆଦିଲ୍ଲୀ, ୨୨।୮ (ପି.ଟି.)- ଖେଳାଳିଙ୍କ ମନୋବଳ ବଢ଼ାଇବାର ଦକ୍ଷତା କିମ୍ବଦନ୍ତୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନିକଟରେ ରହିଛି। ତେଣୁ ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ କୁମ୍ବଲେ ଜଣେ ଉପଯୁକ୍ତ ପାର୍ଥୀ। କିନ୍ତୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ…
ଭାରତ-ଜାମ୍ବିଆ ୬ ଚୁକ୍ତି ସ୍ବାକ୍ଷରିତ
ନୂଆଦିଲ୍ଲୀ,୨୨ା୮: ଭାରତ ଓ ଜାମ୍ବିଆ ମଧ୍ୟରେ ବୁଧବାର ୬ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ବାଣିଜ୍ୟ, ପୁଞ୍ଜିନିବେଶ, ଖଣି ସମ୍ପଦ, ପ୍ରତିରକ୍ଷା ସହଯୋଗ ଓ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାମ୍ବିଆ ରାଷ୍ଟ୍ରପତି ଏଡ୍ଗାର ଛାଗ୍ଓ୍ବା…
ୟୁପିରେ ୧୫୦ ମେଡିିକାଲ ଛାତ୍ରଙ୍କୁ ର଼୍ୟାଗିଂ : ଲଣ୍ଡାକରି ରାସ୍ତାରେ ବୁଲାଇଲେ
ଲକ୍ଷ୍ନୌ, ୨୨ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ସଇଫାଇଠାରେ ଥିବା ମେଡିକାଲ ସାଇନ୍ସ ବିଶ୍ୱବିଦ୍ୟାଳୟରେ ନବାଗତ ୧୫୦ ମେଡିକାଲ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଛି। ବରିଷ୍ଠ ଛାତ୍ରମାନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ବର୍ଷର ଏହି ଛାତ୍ରମାନେ ଲଣ୍ଡାହୋଇ ରାସ୍ତାରେ ମୁଣ୍ଡ ନୁଆଇଁ ମାର୍ଚ୍ଚ କରିଛନ୍ତି। ଏହାର ଭିଡିଓ…
ଝୁଲେନବର ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ନିୟମିତ ଆସୁନାହାନ୍ତି ଶିକ୍ଷକ; ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି
କୋକସରା,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନ ଆମପାଣି କ୍ଳଷ୍ଟରର ବଣପାହାଡ଼ ଘେରା ଦୁର୍ଗମ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ ବହୁଳ ଗ୍ରାମରେ ୧୯୭୫ରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟକୁ ନିୟମିତ ଶିକ୍ଷକ ଆସୁ ନ…
ଦାୟିତ୍ୱ ଗ୍ରହଣ କଲେ ପୋଲିସ କମିଶନର
ଭୁବନେଶ୍ୱର,୨୨ା୮(ବ୍ୟୁରୋ): କଟକ ଓ ଭୁବନେଶ୍ୱର ଦୈତ୍ୟନଗରୀର ନୂତନ ପୋଲିସ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ। ଭୁବନେଶ୍ୱରସ୍ଥିତ କମିଶନରେଟ ପୋଲିସ ମୁଖ୍ୟାଳୟରେ ପୂର୍ବତନ ପୋଲିସ କମିଶନର ସତ୍ୟଜିତ ମହାନ୍ତି ବିଧିବଦ୍ଧଭାବେ ତାଙ୍କୁ ଦାୟିତ୍ୱ…
ପୌରାଞ୍ଚଳରେ ପଲିଥିନ ନିଷେଧ: ଅକ୍ଟୋବର ୨ରୁ ସାରା ରାଜ୍ୟରେ ଲାଗୁ ହେବ
ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସମସ୍ତ ପୌରାଞ୍ଚଳରେ ପଲିଥିନ ଉପରେ ଲାଗିବ କଟକଣା। ସବୁ ସହରକୁ ପଲିଥିନ ମୁକ୍ତ କରାଯିବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…
ବିଦ୍ୟୁତ୍ ଚୋରି ରୋକିବାକୁ ପ୍ରିପେଡ୍ ସ୍ମାର୍ଟ ମିଟର ପ୍ରଚଳନ ନିଷ୍ପତ୍ତି: ‘ପ୍ରଥମେ ସରକାରୀ ସ୍ତରରେ ଲାଗୁ ହେଉ’
ଓଡ଼ଗାଁ, ୨୨।୮(ସ୍ବ.ପ୍ର.): ସମ୍ପ୍ରତି ରାଜ୍ୟରେ ବିଦ୍ୟୁତ୍ ଚୋରି ରୋକିବାକୁ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରିପେଡ୍ ସ୍ମାର୍ଟ ମିଟର ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକ୍ଷାଧିକ କୋଠଘର, କ୍ଲବ ଘର, ସରକାରୀ ଦପ୍ତର, କ୍ୱାର୍ଟର୍ସ ଓ ଛୋଟବଡ କଳକାରଖାନା ହୁକିଂରେ…
ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଲା ଭାଜପା: ମିଠା ବାଣ୍ଟି ଖୁସି ମନାଇଲେ ରସୁଲପର ବ୍ଲକ ଅଞ୍ଚଳର ଦଳୀୟ କର୍ମୀ
ରସୁଲପୁର,୨୨ା୮(ଡି.ଏନ୍.ଏ.): ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ବୁଧବାର ସରିଛି।ଦୀର୍ଘଦିନ ଧରି ଲାଗିରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ନିର୍ବାଚନ ଫଳ ଭାଜପା ସପକ୍ଷରେ ଯାଇଛି। ସୁଭାସିନୀ ନାଥଶର୍ମା ଅଧ୍ୟକ୍ଷା ହୋଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ୪,୦୩୪ଖଣ୍ଡ କମ୍ ଭୋଟରେ…
Archives


