ନିଜକୁ ଗୁଳି ମାରିଲେ ପୂର୍ବତନ ବିଧାୟକ: ସରକାରୀ ବଙ୍ଗଳାରେ ନେଲେ ଚରମ ପଦକ୍ଷେପ
ଶ୍ରୀନଗର,୨୦।୩: ଜମ୍ମୁ-କଶ୍ମୀରର ପୂର୍ବତନ ଭାଜପା ବିଧାୟକ ଫକିର ମହମ୍ମଦ ଖାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଫକୀର ମହମ୍ମଦଙ୍କୁ ଜମ୍ମୁ ଓ କଶ୍ମୀର ଭାଜପାର…
ନବୀନଙ୍କୁ ଗୋଇଠା ମାରୁଥିଲେ ପାଣ୍ଡିଆନ୍: ସାଙ୍ଘାତିକ ଗୁମର ଖୋଲିଲେ ଭାଜପା ବିଧାୟକ
ଭୁବନେଶ୍ୱର,୨୦।୩: ୨୦୨୪ ନିର୍ବାଚନରେ ବିଜେଡି ନେତା ଭି କେ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଥମିବାର ନାଁ ଧରୁନି। ଅଧିକାଂଶ ସମୟରେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି।…
ଏହି କୁକୁରର ଦାମ୍ ଜାଣିଲେ ପାଦତଳୁ ଖସିଯିବ ମାଟି, ମାଲିକ କୁହନ୍ତି…
ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି କୁକୁରର ଦାମ୍ ଜାଣିଲେ ପାଦତଳୁ ମାଟି ଖସିଯିବ। ତେବେ ଏହି କୁକୁରର ଦାମ୍ ୫.୭ ନିୟୁତ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୫୦ କୋଟି…
‘ଗୋପାଳ ପ୍ରକୃତ ଦୋଷୀ ନୁହେଁ, ତାକୁ ବେଲ୍ରେ ଛାଡ଼’
ଭୁବନେଶ୍ୱର,୨୦।୩: ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ବୁଧବାର ତାଙ୍କ ପତ୍ନୀ ମୀନତି ଦାସ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଏବେ ସରକାରଙ୍କୁ…
ଓଡ଼ିଶାରେ ରହିଛି ଭରପୂର ସୁନା; ବିଧାନସଭାରେ ଉତ୍ତର ରଖି ଖଣି ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୨୦।୩: ଓଡ଼ିଶାରେ ଭରପୂର ସୁନା ରହିଛି। ଦେବଗଡ଼, କେନ୍ଦୁଝର ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଏବଂ ବୌଦ୍ଧ ଜିଲାରେ ବି ସୁନା ଖଣି ରହିଛି। ସେହିଭଳି ମୟୂରଭଞ୍ଜ ଜିଲାର ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଏବଂ…
ବାସି ମୁହଁରେ ପାଣି ପିଇଲେ ମିଳିଥାଏ ଏହି ୪ ବଡ଼ ଲାଭ, ପ୍ରଭାବ ଜାଣିଲେ…
ସକାଳର ଏମିତି କିଛି ଅଭ୍ୟାସ, ଅନେକ ଦିଗରେ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ଯଦି ଖାଦ୍ୟ ଠିକ୍ ଥାଏ, ତେବେ ସ୍ବାସ୍ଥ୍ୟ ଭଲ ରହିଥାଏ; କିନ୍ତୁ ଯଦି ସଠିକ୍ ଅଭ୍ୟାସ ଗ୍ରହଣ କରା ନ ଯାଏ ତେବେ ଏହା କେବଳ ଗୋଟିଏ ନୁହେଁ…
କନଷ୍ଟେବଳ ନିଯୁକ୍ତି ମାମଲା: ମାର୍ଚ୍ଚ ୨୪ରେ ଚୂଡ଼ାନ୍ତ ଶୁଣାଣି
କଟକ,୨୦।୩: ବିଭିନ୍ନ ବାଟାଲିଆନରେ କନଷ୍ଟେବଳ ନିଯୁକ୍ତି ସମ୍ପର୍କିତ ମାମଲାରେ ଗୁରୁବାର ହାଇକୋର୍ଟ ଡିଭିଜନ ବେଞ୍ଚରେ ଶୁଣାଣି ଅସମାପ୍ତ ରହିଛି। ମାର୍ଚ୍ଚ ୨୪ ଅର୍ଥାତ୍ ଆସନ୍ତା ସୋମବାର ଚୂଡାନ୍ତ ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ…
ଖୁବ୍ଶୀଘ୍ର Pi Coinରୁ କରିପାରିବେ ଶପିଂ! ଆମାଜନ୍, Ebay ଏବଂ Apple Pay ଉପରେ କରିପାରିବେ ଖର୍ଚ୍ଚ
ନୂଆଦିଲ୍ଲୀ,୨୦।୩: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି Pi Networkର Pi Coin। ଏହି କଏନ ସମ୍ପର୍କରେ ନୂତନ ଅପଡେଟ୍ ସାମ୍ନାକୁ ଆସୁଛି। ଏହି ସମୟରେ ପିଆଇ କଏନ୍ ମାଧ୍ୟମରେ ପେମେଣ୍ଟ ଉପରେ ଏକ ନୂତନ ରିପୋର୍ଟ ମଧ୍ୟ ସାମ୍ନାକୁ…
ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଚାଇନାଠାରୁ ଫାଇଟର୍ ଜେଟ୍ କିଣିଲା ପାକିସ୍ତାନ
ଇସଲାମାବାଦ,୨୦।୩: ଭାରତ ବିରୋଧରେ ସେନା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ଚାଇନା ଏବଂ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ଶେହବାଜ ସରକାର ଚାଇନାଠାରୁ କିଣିଥିବା ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ J-35ର ତଥ୍ୟ ଲିକ ହୋଇଯାଇଛି। ଚାଇନାର ଗୋଇନ୍ଦା…
ପଖାଳ ଦିବସର ମଜା ଉଠାଇଲେ ଲୋକେ
ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କ୍ୟାଣ୍ଟିନରେ ଗୁରୁବାର ବିଶ୍ବ ପଖାଳ ଦିବସ ପାଳିତ ହୋଇଛି। ଏଥିରେ କଲେଜ ଅଧ୍ୟାପିକା, ଅଧ୍ୟାପକମାନେ ଯୋଗଦେଇ ପଖାଳ ଭାତ ତା’ର ମଜା ଉଠାଇଥିଲେ। ପଖାଳ ଭାତ ହେଉଛି…
ଟ୍ରେନ୍ ଛାଡ଼ିବାର ୧୦ ମିନିଟ୍ ପୂର୍ବରୁ ମିଳିଯିବ କନ୍ଫର୍ମ ଟିକେଟ, ସେ ବି Tatkalରୁ କମ୍ ଦାମ୍ରେ; ଜାଣନ୍ତୁ ଉପାୟ…
ନୂଆଦିଲ୍ଲୀ,୨୦।୩: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ପର୍ବପର୍ବାଣୀ ସମୟରେ ଏହି ସଂଖ୍ୟା କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ଯାଏ। ଏପରି ପରିସ୍ଥିତିରେ ଏକ କନ୍ଫର୍ମ ଟ୍ରେନ୍ ଟିକେଟ୍ ପାଇବା ସହଜ ନୁହେଁ। ଅନେକ ଲୋକ ଯାତ୍ରାର…
Ram Mandir Donation: ୨ ମାସରେ ରାମ ମନ୍ଦିରକୁ ବିଦେଶରୁ ମିଳିଛି ବିପୁଳ ଦାନ, ଜାଣନ୍ତୁ କେତେ ହୋଇଛି ରୋଜଗାର…
ଲକ୍ଷ୍ନୌ,୨୦।୩: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ସଂଗ୍ରହ ଅଭିଯାନ ଅର୍ଥାତ ପାଣ୍ଠି ସଂଗ୍ରହ ଅଭିଯାନ ଏବେ ବି ଜାରି ରହିଛି। ଜାନୁଆରୀ ୧୪, ୨୦୨୧ଠାରୁ ଏପର୍ଯ୍ୟନ୍ତ, ସାରା ବିଶ୍ୱର ରାମ ଭକ୍ତମାନେ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟକୁ ଦାନ…
Archives


