କନଷ୍ଟେବଳ ନିଯୁକ୍ତି ମାମଲା: ମାର୍ଚ୍ଚ ୨୪ରେ ଚୂଡ଼ାନ୍ତ ଶୁଣାଣି

କଟକ,୨୦।୩: ବିଭିନ୍ନ ବାଟାଲିଆନରେ କନଷ୍ଟେବଳ ନିଯୁକ୍ତି ସମ୍ପର୍କିତ ମାମଲାରେ ଗୁରୁବାର ହାଇକୋର୍ଟ ଡିଭିଜନ ବେଞ୍ଚରେ ଶୁଣାଣି ଅସମାପ୍ତ ରହିଛି। ମାର୍ଚ୍ଚ ୨୪ ଅର୍ଥାତ୍‌ ଆସନ୍ତା ସୋମବାର ଚୂଡାନ୍ତ ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ବଳବତ୍ତର ରହିଛି।
ଓଭର ଏଜ ପିଲାଙ୍କୁ ସୁଯୋଗ ଦେବାକୁ ନେଇ ଏହି ମାମଲା ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ପୋଲିସ କନଷ୍ଟେବଳ ପଦବୀ ପାଇଁ ସର୍ବାଧିକ ବୟସ ସୀମା ଛଅ ବର୍ଷକୁ ଛାଡ଼ କରିଛନ୍ତି। ଏଥିପାଇଁ ଓଡ଼ିଶା ପୋଲିସ ରାଜ୍ୟ ଚୟନ ବୋର୍ଡ (OPSSB)କୁ ନୂତନ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ଓଡ଼ିଶାର ବିଭିନ୍ନ ବାଟାଲିୟନରେ ୧୩୬୦ ପୋଲିସ କନଷ୍ଟେବଳ ପଦବୀ ପୂରଣ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। କୋଭିଡ -୧୯ ମହାମାରୀ ପାଇଁ ନିଯୁକ୍ତିରେ ବାଧାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ବୟସ ସୀମାକୁ ଆହୁରି ଛଅ ବର୍ଷ କରିବାକୁ ଏକ ରାୟ ଦେଇଥିଲେ।

ଜାନୁଆରୀ ୧, ୨୦୨୪ ସୁଦ୍ଧା ୧୮ ବର୍ଷ କମ ବୟସ ସୀମା ଏବଂ ସର୍ବାଧିକ ୨୩ ବର୍ଷ ବୟସ ସୀମା ଥିବା ପ୍ରାର୍ଥୀମାନେ ପ୍ରକାଶିତ ପୂର୍ବ ବିଜ୍ଞପ୍ତିରେ ଯୋଗ୍ୟ ଥିଲେ। ରାୟ ପରେ, ସମସ୍ତ ପ୍ରାର୍ଥୀଙ୍କ ପାଇଁ ଛଅ ବର୍ଷ ବୟସ ଛାଡ଼ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ୨୦୧୮ରେ, ଓଡ଼ିଶା ପୋଲିସ କନଷ୍ଟେବଳ ନିଯୁକ୍ତି କରାଯାଇଥିଲା। ତେଣୁ କୋର୍ଟରେ ବାରମ୍ବାର ଆବେଦନ ପରେ ଏହି ବୟସ ଛାଡ଼ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ପୁଣି ଝଟ୍‌କା ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ, ୧୩।୧୧: ଆଜି ମହଙ୍ଗା ମାଡ଼ର ପ୍ରଭାବ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ରୋଷେଇ ଘରର ବଜେଟ ପର୍ଯ୍ୟନ୍ତ ପହଞ୍ଚିଛି। ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡରେ CNG…

‘ମୁଁ ଜଣେ ଖରାପ ଲୋକ…,’ ଏନଭିଡିଆ (Nvidia) ରୁ ଇସ୍ତଫା ଦେବାର ଶେଷ ମୁହୂର୍ତ୍ତରେ ନିଜକୁ ଏମିତି ନିନ୍ଦା କଲେ ଜେନସନ ହୁଆଙ୍ଗ

ଓ୍ବାଶିଂଟନ,୧୩।୧୧: ଏନଭିଡିଆର ସିଇଓ ଭାବରେ ଜେନସେନ ହୁଆଙ୍ଗଙ୍କ କାର୍ଯ୍ୟକାଳର ଶେଷ ଘଣ୍ଟା କ୍ଳାନ୍ତି, ଇସ୍ତଫା ଏବଂ ପରାଜୟର ଭାବନା ଦ୍ୱାରା ଚିହ୍ନିତ ହୋଇଥିଲା। ତାଙ୍କର ଆଚରଣ ମଧ୍ୟ…

ଦୁଇଟି ବିଲ ପାସ୍‌ କରିବା ପାଇଁ କେତେ ଭୋଟ ଆବଶ୍ୟକ? ସଂସଦରେ ସରକାରଙ୍କ ପାଖରେ କେତେ କ୍ଷମତା ରହିଛି? ଜାଣନ୍ତୁ ନମ୍ବର ଗେମ

ନୂଆଦିଲ୍ଲୀ,୧୩।୧୧: କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଏକ ସଂକ୍ଷିପ୍ତ ସ୍ବତନ୍ତ୍ର ଅଧିବେଶନ ଡାକିବା ବିଷୟରେ ବିଚାର କରୁଛନ୍ତି। ଏହି ସ୍ବତନ୍ତ୍ର ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ…

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର, ଟ୍ରେନ୍‌ରେ ବନ୍ଦ ହୋଇଯିବ RAC ଟିକେଟ୍‌!

ନୂଆଦିଲ୍ଲୀ,୧୩ା୧୧: ଟ୍ରେନ୍‌ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପରିବର୍ତ୍ତନ ଉପରେ ବିଚାର କରୁଛି ଭାରତୀୟ ରେଳବାଇ । ଦୀର୍ଘ ବର୍ଷ ଧରି ରେଳ ଟିକେଟ୍‌ ବ୍ୟବସ୍ଥାରେ…

ୱିଲ ୟଙ୍ଗଙ୍କ ଜବରଦସ୍ତ ଶତକ: ଭାରତକୁ ବିଶାଳ ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆ ସମ୍ମୁଖରେ ୩୩୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଗୋଟିଏ ସମୟରେ ନ୍ୟୁଜିଲାଣ୍ଡ…

ଡେବ୍ୟୁ ମ୍ୟାଚ୍‌ରେ ଚହଳ ପକାଇଲେ ଏହି ୨୧ ବର୍ଷୀୟ ବୋଲର୍‌: ମାତ୍ର ୨୮ ବଲ୍‌ରେ କଲେ କମାଲ୍‌

ପର୍ଥ,୧୩।୧୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୨୧ ବର୍ଷୀୟ ଯୁବ ଦ୍ରୁତ ବୋଲର ମାହଲି ବିୟର୍ଡମ୍ୟାନ ନିଜ ଡେବ୍ୟୁ ମ୍ୟାଚ୍‌ରେ…

ଟିମ ଇଣ୍ଡିଆରେ ୩ଟି ବଡ଼ ପରିବର୍ତ୍ତନ: ତଥାପି ସୁଯୋଗ ପାଇଲେନି ମହମ୍ମଦ ସିରାଜ; ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ନିଜ ପ୍ଲେଇଂ-୧୧ରେ…

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?