ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଗୁପ୍ତ ବିଧି
ପୁରୀ ଅଫିସ,୨୯ା୭:ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ସେଠାରେ ଶ୍ରଦ୍ଧାଳୁମାନେ ଠାକୁରମାନଙ୍କୁ ଉପାସନା କରୁଛନ୍ତି। ଏମିତି କି ଅନେକ ଦେଶରେ ରଥଯାତ୍ରା ବି ଅନୁଷ୍ଠିତ ହେଉଛି। ହେଲେ ଶ୍ରୀମନ୍ଦିରରେ ଦାରୁବିଗ୍ରହଙ୍କ ସେବାପୂଜା, ରୀତିନୀତି ଯେଉଁଭଳି…
ରୋଗୀଙ୍କୁ ମିଳୁନି ଚିକତ୍ସା ସେବା
କପ୍ତିପଦା,୨୯ା୭(ଡି଼.ଏନ୍.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପଯର୍ୟସ୍ତ ହୋଇପଡିଛି। ଡାକ୍ତରଙ୍କ ଅଭାବ ସାଙ୍ଗକୁ ପରିଚାଳନାଗତ ଅବ୍ୟବସ୍ଥା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସବୁବେଳେ ଚର୍ଚ୍ଚାରେ ରଖି ଆସିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ପୋଡ଼ାଡ଼ିହା, ନଛିପୁର, ଶାଳଚୁଆ, କଟୁରିଆ, ଶରତ…
ଢାବାରେ ନାବାଳକଙ୍କ ମୃତଦେହ ମିଳିବା ଘଟଣା: ଏଚ୍ଆରପିସି ଟିମ୍ର ତଦନ୍ତ ଆରମ୍ଭ
ବାଲିଆପାଳ, ୨୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଇଡ୍କୋ ଛକସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାରେ ରବିବାର ମାନବାଧିକାର ସୁରକ୍ଷା କମିଶନ (ଏଚଆରପିସି) ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଟିମ୍ର ମୁଖ୍ୟ ଭାବେ ଅତିରିକ୍ତ ଏସ୍ପି ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ୫ଜଣିଆ…
ଅନ୍ଧବିଶ୍ୱାସ ବିରୋଧରେ ଅଣ୍ଟା ଭିଡ଼ିଲେ କଳାକାର : ଫିଲ୍ମ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ
ନୟାଗଡ଼ ଅଫିସ,୨୮ା୭- ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଏବେ ବି ଅନ୍ଧବିଶ୍ୱାସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି କରିଥିଲେ ସୁଦ୍ଧା ଲୋକମାନେ ଏହା କବଳରେ କବଳିତ ହେଉଛନ୍ତି। ଚୋରି ହେଉ କି ସେଭଳି କିଛି…
ଗାଁମୁହାଁ ବଣୁଆ ହାତୀ, ଲୋକେ ଆତଙ୍କିତ
ନୂଆଗାଁ,୨୯ା୭ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ତଥା ମହିପୁର ବନାଞ୍ଚଳ ଅଧୀନରେ ଥିବା ଜାକେଡା ପଞ୍ଚାୟତର ବିଭିନ୍ନ ଗ୍ରାମ ନିକଟକୁ ଫସଲ ଖାଇବା ପାଇଁ ବଣୁଆ ହାତୀ ପଶି ଆସୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଜାକେଡା ପଞ୍ଚାୟତର ଅନେକ…
ସଦ୍ୟ ନିୟମିତ ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ରଣପୁର,୨୯ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରବିବାର ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦ୍ୟ, ନିୟମିତଥିବା ୨୦୧୧ ବ୍ୟାଚ୍ର ୬୧ଜଣ ଶିକ୍ଷା ସହାୟକ,…
କୁଟୁରା ମାଂସ ଜବତ, ୩ ଗିରଫ
ରଣପୁର,୨୯ା୭ (ସ୍ବ.ପ୍ର.): ଖୋର୍ଦ୍ଧା ବନଖଣ୍ଡ ରଣପୁର ବନ ବିଭାଗ ଅଧୀନ ଆଖୁପଦରଠାରେ ବିଭାଗୀୟ କର୍ମଚାରୀମାନେ ରବିବାର ଚଢ଼ାଉ କରି ପ୍ରାୟ ୫ କେଜି କୁଟୁରା ମାଂସ ଓ ଏକ ମୋଟର ସାଇକେଲ ଜବତ କରିଛନ୍ତି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ…
୫୫ ବର୍ଷ ପରେ ପାକିସ୍ତାନ ଗସ୍ତ: ଅଗଷ୍ଟ ୫ରେ ଭାରତୀୟ ଡେଭିସ୍ କପ୍ ଦଳ ଘୋଷଣା
କୋଲକାତା, ୨୯।୭(ପି.ଟି.)- ସେପ୍ଟେମ୍ବର ୧୪ ଓ ୧୫ରେ ପାକିସ୍ତାନର ଇସ୍ଲାମାବାଦ୍ଠାରେ ଏସିଆ/ଓସେନିଆ ଡେଭିସ୍ କପ୍ ମ୍ୟାଚ୍ (ଗ୍ରୁପ୍-୧) ଅନୁଷ୍ଠିତ ହେବ। ଏଥିଲାଗି ଗୋଟିଏ ମାସ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୫ରେ ଭାରତୀୟ ଦଳ ଘୋଷଣା କରାଯିବ ବୋଲି ସର୍ବଭାରତୀୟ ଟେନିସ୍ ଆସୋସିଏଶନ…
ପ୍ରଚୁର ଜଳ ଉତ୍ସ ସତ୍ତ୍ୱେ ହେଉନି ସଂରକ୍ଷଣ : ଜାରି ରହିଛି ମହାନଦୀ ଜଳ ବିବାଦ
ଖଣ୍ଡପଡ଼ା,୨୯ା୭-ଦେଶ ସ୍ବାଧୀନ ହେବାର ୧ ବର୍ଷ ପରେ ଅର୍ଥାତ୍ ୧୯୪୮ ମସିହାରୁ ଓଡିଶାରେ କୃଷିର ଉନ୍ନତି ପାଇଁ ଜଳସେଚନ ଏବଂ ବିଦ୍ୟୁତ୍ ଦେଖାଦେଇଛି। ଉତ୍ପାଦନ ଲକ୍ଷ୍ୟରେ ମହାନଦୀର ଉପର ମୁଣ୍ଡରେ ହିରାକୁଦ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ…
ସକାଳେ ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ…
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପାଇଁ ସମୟ ଦେଇପାରୁ ନାହିଁ। ଫଳରେ ବିଭିନ୍ନ ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି। ତେବେ ନିତିଦିନିଆ ଜୀବନରେ କେତେକ କାମ କଲେ ସହଜରେ ବହୁ ରୋଗରୁ ମୁକ୍ତି ମିଳିପାରିବ। ପ୍ରତିଦିନ ସକାନେ…
କଟା ପିଆଜ ଫ୍ରିଜ୍ରେ ରଖିବା ହାନିକାରକ
ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ କରିଥାନ୍ତି। ବିଶେଷକରି ସାଲାଡରେ ଏହାର ବ୍ୟବହାର ଅଧିକ ହୋଇଥାଏ। ତେବେ ପିଆଜକୁ ଭାଜି ଖାଆନ୍ତୁ…
ଆଇନା କହିବ କେତେ ସୁନ୍ଦର
ସୁନ୍ଦର ଦେଖାଯିବାକୁୂ କିଏ ନ ଚାହେଁ। କିନ୍ତୁ ସମସ୍ତେ ନିଜ ସୁନ୍ଦରତାକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ନୁହନ୍ତି। ଯଦି ଏଭଳି ଭାବନା ଆପଣଙ୍କର ବି ଥାଏ, ତେବେ ଚିନ୍ତିତ ହେବାର ଆଦୌ ଆବଶ୍ୟକତା ନାହଁି। ଏକ ଆମେରିକା କମ୍ପାନୀ ଏଭଳି…
Archives


